ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାରଙ୍କୁ ସୁପାରିଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି

ରଥ ନିର୍ମାଣ କରିବାକୁ ସରକାରଙ୍କୁ ସୁପାରିଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, shree mandir management recommended govt start making chariot for rath yatra

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାରଙ୍କୁ ସୁପାରିଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ।

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଜପତି ମହାରାଜ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ହିଁ ନିଷ୍ପତି ନେବେ ବୋଲି  କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ରଥ ନିର୍ମାଣ କରିବାକୁ ସରକାରଙ୍କୁ ସୁପାରିଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, shree mandir management recommended govt start making chariot for rath yatra

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ଵପୁର୍ଣ ନିଷ୍ପତି

ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରେ ଏହି ଗୁରୁତ୍ଵପୁର୍ଣ ନିଷ୍ପତି ନେଇଛି ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ।

ପୁରୀ ଗ୍ରୀନ୍ ଜୋନ୍ ରେ ଆସୁଥିବାରୁ ରଥ ନିର୍ମାଣ କରାଯାଇପାରିବ ବୋଲି କହିଛନ୍ତି ପରିଚାଳନା କମିଟି । ଗ୍ରୀନ୍ ଜୋନ୍ ରେ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ରଥ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ନିର୍ମାଣ କାର୍ଯ୍ୟ କରାଯାଇପାରିବ । ପରିଚାଳନା କମିଟିରେ ନିଷ୍ପତି ହୋଇଥିବା କହିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର ।

ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ରଥ କାର୍ଯ୍ୟ କଲି ଆରମ୍ଭ ହେବ ନହଲେ ପରଦିନ ହେବ । ଗ୍ରୀନ୍ ଜୋନ୍ ଏବଂ ସମସ୍ତ ଜୋନ୍ ରେ ନିର୍ମାଣ କାର୍ଯ୍ୟ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି  । ତେଣୁ ରଥ ନିର୍ମାଣ ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି ।

ରଥ ନିର୍ମାଣ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଏକ ନିର୍ମାଣ କାର୍ଯ୍ୟ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ରଥ କାର୍ଯ୍ୟ ସମୟରେ ରଥ ଖଳାରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ କରାଯାଇପାରିବ ବୋଲି ମହାରାଜ କହିଛନ୍ତି ।

ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ, ରାଜ୍ୟ ସରକାରଙ୍କ ନିଷ୍ପତି କୁ ଅପେକ୍ଷା ।

ରଥ ନିର୍ମାଣ କରିବାକୁ ସରକାରଙ୍କୁ ସୁପାରିଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, shree mandir management recommended govt start making chariot for rath yatra
ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାରଙ୍କୁ ସୁପାରିଶ କଲେ ଶ୍ରୀମନ୍ଦିର ପରିଚାଳନା କମିଟି

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ନିଷ୍ପତି ନେଇ ଆଜି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାରଙ୍କୁ ଜଣେଇଦେଇଛନ୍ତି । ଏବେ ରାଜ୍ୟ ସରକାର ନେବେ ନିଷ୍ପତି ରଥ ନିର୍ମାଣ କାର୍ଯ୍ୟ ହେବକି ନାହିଁ । ରାଜ୍ୟ ସରକାରଙ୍କ ଠାରୁ ନିର୍ଦ୍ଧେଶ ପାଇବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

କରୋନା ପାଇଁ ଦେଶରେ ଲକଡାଉନ୍ ଥିବାବେଳେ ଏଥର ମହାପ୍ରଭୁଙ୍କର ରଥଯାତ୍ରା ହବ କି ନାହିଁ କିଛି ଜଣାପଡ଼ିନି । ରଥଯାତ୍ରା ଆୟୋଜନ କୁ ନେଇ ପ୍ରଶ୍ନ ଉଠୁଛି । ରଥକାଠ ଅନୁକୂଳ ପାଇଁ ଅକ୍ଷୟ ତୃତୀୟରେ  କିପରି କରାଯିବ ତାକୁ ନେଇ ମଧ୍ୟ୍ୟ ବହୁତ ପ୍ରଶ୍ନ ଉଠିଥିଲା । ଶଙ୍କରାଚାର୍ଯ୍ୟଙ୍କ ଉପଦେଶ ଅନୁସାରେ ଗୋବର୍ଦ୍ଧନ ପୀଠର ମନ୍ଦିର ମଧ୍ୟ୍ୟରେ ରଥକାଠ ଅନୁକୂଳ ରୀତିନୀତି କରାଯାଇଥିଲା ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *