ଅରବପତି ହେବା ପରେ ମଧ୍ୟ ସାଧାରଣଭାବେ ରହିବାକୁ ପସନ୍ଦ କରିଥାନ୍ତି ଏହି ଅଭିନେତ୍ରୀ।

କୌଣସି ଲୋକର ପରିଚୟ ତାର ବେସପୋଷକ ଓ ଚାଲିଚଳଣି ରୁ ଜଣାପଡିଥାଏ କିନ୍ତୁ ସବୁବେଳେ ଏପରି ହୋଇନଥାଏ। କେବେବି କାହାର ବେସ ପୋଷାକରୁ ତାହାକୁ ଚିହ୍ନିବା ସମ୍ଭବ ନୁହେଁ। କାରଣ ଦୁନିଆରେ କିଛି ଏପରି ଲୋକ ଅଛିନ୍ତି ଯେଉଁମାନେକି କୋଟିପତି ହେବାପରେ ମଧ୍ୟ ସାଧାରଣ ଭାବେ ଜୀବନଯାପନ କରୁଛନ୍ତି। କାହା ଦ୍ଵାରା ତାଙ୍କୁ ଜାଣିବା କଷ୍ଟ କର ହୋଇଥାଏ। ଆଜି ଆମେ ସେହିପରି ଜଣେ ବଲିଉଡ଼ର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଜଣେ କୋଟିପତିଙ୍କ ପତ୍ନୀ ହେବା ପରେ ମଧ୍ୟ ସାଧାରଣ ପୋଷାକ ଓ ଜୀବନ ବିତାଇଥାନ୍ତି।ଖାସ କଥା ଏହା କି ସେ ସର୍ବଦା ଇଣ୍ଡିଆନ ପୋଷାକ ପିନ୍ଧିଥାନ୍ତି।

Google
ଫିଲ୍ମ” ଅଵ ତୁହ୍ମାରେ ହବାଲେ ବତନ ସାଥିଓ ” ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ:-

ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କ କଥା କହୁଛୁ ଯିଏକି ବର୍ତ୍ତମାନ ଜଣେ ଅଭିନେତ୍ରୀ ନୁହେଁ ବରଂ ଜଣେ ଫିଲ୍ମ ନିର୍ମାତା ଓ ନିର୍ଦେଶକ ରୂପରେ ବଲିଉଡ଼ରେ କାମ କରୁଛନ୍ତି। ତଥାପି ମଧ୍ୟ ଦିବ୍ୟାଙ୍କ ପ୍ରଶଂସକଙ୍କର କମି ନାହିଁ। ଲୋକ ଦିବ୍ୟାଙ୍କୁ ବହୁତ ପସନ୍ଦ କରିଥାନ୍ତି। ଦିବ୍ୟା ବଲିଉଡ଼ରେ ନିଜର କ୍ୟାରିୟର ବର୍ଷ ୨୦୦୪ରେ ଫିଲ୍ମ “ଅଵ ତୁହ୍ମାରେ ହବାଲେ ବତନ ସାଥିଓ” ରୁ କରିଥିଲେ।

ଫିଲ୍ମ ୟାରୀଆଁ ରୁ ନିର୍ଦେଶନାରେ ପାଦ ଦେଲେ:-

ବର୍ତ୍ତମାନ ଦିବ୍ୟା ବଲିଉଡ଼ରେ ଫିଲ୍ମ ରେ କାମ କରିବା ବନ୍ଦ କରିଦେଇଛନ୍ତି କିନ୍ତୁ ଦିବ୍ୟାଙ୍କୁ ନେଇ ତାଙ୍କ ପ୍ରଶଂସକଙ୍କ ଭଲ ପାଇବା ସେହିପରି ଅଛି।

ଦିବ୍ୟା ବଲିଉଡ଼ରେ ଅଭିନେତ୍ରୀର ପରିଚିତ ସୃଷ୍ଟି କରିଥିଲେ।ଏହା ପରେ ସେ ଏହି କାମ ବନ୍ଦ କରିଦେଲେ ଓ ନିର୍ଦେଶନା କାମ କରିବା ଆରମ୍ଭ କରିଦେଲେ ଓ ଫିଲ୍ମ ୟାରୀଆଁ ରୁ ନିର୍ଦେଶନାରେ ପାଦ ଦେଲେ ଓ ଲୋକଙ୍କୁ ଏହା ମଧ୍ୟ ବହୁତ ପସନ୍ଦ ଆସିଲା।

Google
ଦିବ୍ୟା ଟି-ସିରିଜ ର ମାଲିକ ଭୂଷଣ କୁମାରଙ୍କ ପତ୍ନୀ:-

ଦିବ୍ୟାଙ୍କ ଷ୍ଟାଇଲ ଓ ଜୀବନଶୈଳୀ ତାଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଥାଏ। ଦିବ୍ୟା ଟି-ସିରିଜ ର ମାଲିକ ଭୂଷଣ କୁମାରଙ୍କ ପତ୍ନୀ ଅଟନ୍ତି ଏହା ମରେ ମଧ୍ୟ ତାଙ୍କ ବେଷ ପୋଷାକ ପୁରା ସାଂସ୍କୃତିକ ଓ ଅରବପତିଙ୍କ ପତ୍ନୀ ହେବାପରେ ମଧ୍ୟ ସେ ନିଜ ସଂସ୍କାର ନ ଭୁଲି ସବୁବେଳେ ଭାରତୀୟ ପୋଷାକ ପିନ୍ଧିଥାନ୍ତି। ଦିବ୍ୟାଙ୍କୁ ଅଧିକ ସମୟ ସାଧାରଣ କପଡା ପିନ୍ଧିଥିବା ଦେଖାଯାଇଥାଏ। ଏହା ତ ସତ କି ଭାରତୀୟ ପୋଷାକରେ ଦିବ୍ୟାଜି ବହୁତ ସୁନ୍ଦର ଦେଖାଯାଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *