ଆମୀର ଖାନ ଏବଂ କିରଣ ରାଓଙ୍କର ଡିଭୋର୍ସ ପଛରେ ଫତିମା ଶେଖ! ସୋସିଆଲ ମିଡିଆ ହେଲା ହଇଚଇ

ଆମେ ବାସ କରୁଥିବା ଦେଶରେ ଚାଲିଥିବା ସିନେମା ଜଗତରେ ବିବାହ ବିଚ୍ଛେଦ କିଛି ବଡ଼ କଥା ନୁହଁ। ଆମେ ଜାଣୁ କି ବହୁତ କିଛି ଏପରି ବଲିଉଡ ଅଭିନେତା ଆଉ ଅଭିନେତ୍ରୀ ମାନେ ବହୁତ ଦିନ ତଥା ବହୁତ ବର୍ଷ ବିବାହ କରିବା ପରେ ମଧ୍ୟ ଅଲଗା ହେଇ ଯାଇଛନ୍ତି ଆଉ ଅଲଗା ଅଲଗା ବସବାସ କରନ୍ତି। ତେବେ ଆଉ କିଛି ଅଭିନେତା ଆଉ ଅଭିନେତ୍ରୀ ମାନେ ଜଣକୁ ଭଲପାଇ ଆଉ ଜଣକୁ ବିବାହ ମଧ୍ୟ କରନ୍ତି। ତେବେ ନିକଟରେ ଆସିଥିବା ବଡ଼ ଖବର ଉପରେ ଆମେ ଆଜି କଥା ହେବା ଯାହା ଭିତରେ କି ବଲିଉଡ ସୁପର ଷ୍ଟାର ଆମୀର ଖାନ ଆଉ ତାଙ୍କ ପତ୍ନୀ କିରଣ ରାଓ ୧୫ ବର୍ଷ ଏକାଠି ରହିବା ପରେ ବିଛେଦ ହୋଇଯାଇଛନ୍ତି ବୋଲି ଜଣା ଯାଇଅଛି, ଏହା ଭାଇରଲ ବହୁତ ହେଉଅଛି । ଏହା ପରେ ସମର୍ଥକ ମାନେ ସୋସିଆଲ ମିଡିଆରେ ଅନେକ ଧରଣର କଥା ବି କହିବାର ନଜର ଆସୁଛନ୍ତି ଆଉ କିଛି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି।

ଆମୀର ଖାନ ଆଉ କିରଣ ରାଓ ଫିଲ୍ମ ଲଗାନ ଦ୍ୱାରା ପରସ୍ପର ପାଖାପାଖି ହେଇଥିଲେ ଆଉ ତାହା ପରେ ବିବାହ କରି ପ୍ରାୟ ୧୫ ବର୍ଷ କାଟି ଦେଇଥିଲେ। ମାତ୍ର ହଠାତ ଏପରି ଝଡ଼ ଆସିଲା କି ତାଙ୍କ ସମ୍ପର୍କ ହି ଭାଙ୍ଗିଗଲା। ଏବେ ସୋସିଆଲ ମିଡିଆରେ ତାଙ୍କର ବିଚ୍ଛେଦ କୁ ନେଇ ଫତିମାଙ୍କୁ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। କିଏ ଏହି ଫତିମା ଆଉ ଆମୀର ଖାନଙ୍କର ଛାଡପତ୍ର ସହ ତାଙ୍କର ସମ୍ପର୍କ କଣ ତାହା ହି ଲୋକଙ୍କ ମୁଣ୍ଡ ଖରାପ କରୁଛି। ଏହା ଏବେ ଭାଇରଲ ହେଉଅଛି।

ଫତିମା ସେନା ଶେଖ ହେଉଛନ୍ତି ଜଣେ ବଲିଉଡ ଅଭିନେତ୍ରୀ ଯିଏ କି ଆମୀର ଖାନଙ୍କର ଫିଲ୍ମ ଦଙ୍ଗଲ ଦ୍ୱାରା ନିଜର ଡେବ୍ୟୁ କରିବାର ନଜର ଆସିଥିଲସ। ଏହାପରେ ଫିଲ୍ମ ଥିଗସ ଅଫ ହିନ୍ଦୁସ୍ତାନରେ କାମ କରିଥିଲେ ଆଉ ଏହା ପରେ ହିଁ ଲୋକମାନେ ଆମୀର ଖାନ ତଥା ତାଙ୍କର ସମ୍ପର୍କ ବାବଦରେ ଅନେକ ଖବର ଉଠେଇବାକୁ ଲାଗିଲେ ବୋଲି ଜଣାଗଲା। ଏହାକୁ ନେଇ କିଛି ୟୁଜର୍ସ ମଧ୍ୟ ଫତିମା ଓ ଅମୀରଙ୍କ ଫଟୋକୁ ନେଇ ଅନେକ ଧରଣର ଭାବନା ଆରମ୍ଭ କରିଦେଲେଣି । ତେବେ ଆମୀର ଖାନଙ୍କର ବିବାହିକ ଅଲଗାକୁ ବି ତାଙ୍କ ସହ ହିଁ ତୁଳନା କରାଯାଉଛି ଆଉ ତାଙ୍କ ଫୋଟୋ ମାନଙ୍କୁ ନେଇ ଅନେକ କଥା ଉଠାଯାଉଛି ବୋଲି ଜଣା ଯାଇଛି।

କିଛି ଲୋକ କହୁଛନ୍ତି କି ସେମାନେ ଆଗକୁ ବିବାହ କରିବେ ଆଉ ଲମ୍ବା ସମୟ ଯାଏ ଏକାଠି ରହିପାରନ୍ତି। ଆଉ କିଛି କହୁଛନ୍ତି କି କଣ ଆମୀର ଖାନଙ୍କର ତୃତୀୟ ପତ୍ନୀ ହେବେ ଫତିମା? ଏପରି ବହୁତ ପ୍ରଶ୍ନ ଉଠା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *