ରୋହିତ ଶର୍ମାଙ୍କ ସହିତ ରିଲେସନସିପରେ ଥିଲେ ସୋଫିଆ ହୟାତ,ଏହି କାରଣ ପାଇଁ ହୋଇଥିଲା ବ୍ରେକଅପ,ଜାଣନ୍ତୁ ରୋହିତ କଣ କହିଲେ?

ସୋଫିଆ ହୟାତଙ୍କ ନାମ ଅଧିକତମ ବିବାଦରେ ଜଡିତ ଥାଏ । ସୋଫିଆ ବିଗ ବସର ପୂର୍ଵ କଣ୍ଟେଷ୍ଟେଣ୍ଡ ବି ରହିସାରିଛନ୍ତି । ନିଜ ବିବାଦକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କେବେ ନୁଡ଼ ଫଟୋ ଉଠାଇବା ତ କେବେ ନିଜ ସ୍ୱାମୀଙ୍କ ଉପରେ ମାରିଦେବାର ଅଭିଯୋଗ କରିବା।ସୋଫିଆଙ୍କ ଜନ୍ମ ୬ ଡିସେମ୍ବର ୧୯୮୪କୁ ଲଣ୍ଡନରେ ହୋଇଥିଲା।

Google

ସୋଫିଆ ସେହି ସମୟରେ ଅଚାନକ ଟାଇମଲାଇଟରେ ଆସିଲେ ଯେବେ ସେ ସୋସିଆଲ ମିଡିଆରେ ସେୟାର କଲେ କି ସେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ଡେଟ କରିସାରିଛନ୍ତି । ଏହା ପରେ ରୋହିତ ଶର୍ମା ଓ ସୋଫିଆ ଦୁହେଁ ଚର୍ଚ୍ଚାରେ ଥିଲେ।

ରୋହିତ ଶର୍ମାଙ୍କୁ ଡେଟ କରିସାରିଛନ୍ତି ସୋଫିଆ?:-

ବର୍ଷ ୨୦୧୨ରେ ସୋଫିଆ ହୟାତ ନିଜ ଟ୍ୱିଟରେ ଏହା ଦାବି କରିଥିଲେ କି ସେ ରୋହିତ ଶର୍ମାଙ୍କୁ ଡେଟ କରିଛନ୍ତି। ଯାହା ପରେ ପୁରା ଟ୍ୱିଟରେ ଚର୍ଚ୍ଚା ଚାଲିଥିଲା। ସୋଫିଆ କହିଛନ୍ତି ସେ ରୋହିତଙ୍କ ସହିତ ଲଣ୍ଡନରେ ଏକ ହୋଟେଲରେ ଭେଟ ହୋଇଥିଲେ। ଯେଉଁଠି ରୋହିତ ଓ ସୋଫିଆ ଏକ ସାଙ୍ଗରେ ଡ୍ୟାନ୍ସବି କରିଥିଲେ। ଏତିକି ନୁହେଁ କ୍ରିକେଟର ତାଙ୍କୁ କିସ ବି କରିଥିଲେ।

Google
ଏହି କାରଣ ପାଇଁ ଭାଙ୍ଗିଗଲା ସମ୍ପର୍କ:-

ସୋଫିଆ ହୟାତ କହିଛନ୍ତି ରୋହିତ ତାଙ୍କୁ ବହୁତ ଭଲ ପାଉଥିଲେ। ସୋଫିଆଙ୍କ ଅନୁସାରେ ଦୁହିଁଙ୍କ ଭିତରେ ବହୁତ ଭଲ ସମ୍ପର୍କ ହୋଇଯାଇଥିଲା। ଦୁହେଁ ଏକା ସାଥିରେ ବହୁତ ସମୟ ଅତିବାହିତ କରିଛନ୍ତି।

ସୋଫିଆ କହିଛନ୍ତିକି,” ଥରେ ରୋହିତ ଶର୍ମା ତାଙ୍କ ସାଙ୍ଗମାନଙ୍କୁ ମତେ ଫ୍ୟାନ୍ସ ପରିଚିତ କରି ମିଶାଇଥିଲେ କିନ୍ତୁ ତାହା ମତେ ଜମାବି ଭଲ ଲାଗିଲା ନାହିଁ ଓ ମୋର ହୃଦୟ ଭାଙ୍ଗିଗଲା। ଏହା ପରେ ଆମ ଭିତରେ ଫାଟ ସୃଷ୍ଟି ହୋଇଗଲା”।

Google
ରୋହିତ ଶର୍ମା କଲେ ଏହି କଥାକୁ ଅସ୍ବୀକାର:-

ସୋଫିଆଙ୍କ ଅନୁସାରେ ତାଙ୍କ ସମ୍ପର୍କ ସେବେ ଶେଷ ହୋଇଗଲା ଯେବେ ମିଡିଆରେ ରୋହିତ ଶର୍ମା କହିଥିଲେ କି ତାଙ୍କ ଭିତରେ ସେହିପରି କିଛି ନାହିଁ। ଏହି କଥାରେ ସୋଫିୟାଙ୍କୁ ବହୁତ ଦୁଃଖ ହେଲା। ସେ ଏତେ ଦୁଃଖୀ ହୋଇଯାଇଥିଲେ କି ସେ ନିଜ ସମ୍ପର୍କକୁ ଶେଷ କରିଦେଲେ।ବର୍ତ୍ତମାନ ଏହି ସମ୍ପର୍କକୁ ନେଇ ରୋହିତ ଶର୍ମା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ସ୍ୱାମୀଙ୍କ ଉପରେ ଲଗାଇ ସାରିଛନ୍ତି ଗମ୍ଭୀର ଅଭିଯୋଗ:-

ସୋଫିଆ ହୟାତଙ୍କ ନାମ ଅଧିକତମ ବିବାଦ ସହ ଲାଗି ରହିଥାଏ। ସେ ନିଜ ସ୍ୱାମୀଙ୍କ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ କରିଥିଲେ ସେ କହିଥିଲେ କି ତାଙ୍କ ସ୍ୱାମୀ ତାଙ୍କୁ ଜୀବନରୁ ମାରିବା ପାଇଁ ଚେଷ୍ଟା କରୁଥିଲେ। ପରେ ସେ କହିଛନ୍ତି କି ତାଙ୍କ ସ୍ୱାମୀ ଷ୍ଟେନ୍ୟୁ ତାଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଥିଲେ। ଏହା ପାଇଁ ସେ ତାଙ୍କଠୁ ଅଲଗା ରହିବାର ଫଇସଲା କଲେ ଓ ତାଙ୍କୁ ଘରୁ ବାହାର କରିଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.