ସୋମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ନିଜ କଲେଜ ସମୟରେ କରିଥିଲେ କିଛି ଏପରି କାମ, ଖବର ଭାଇରଲ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଆସୁଛି। ପ୍ରତ୍ୟେକ ଦିନ ପୋଲିସ ହାତରେ ଲାଗୁଛି ନୂଆ ପ୍ରମାଣ କିନ୍ତୁ ଏବେ ପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ଜଣାପଡିନାହିଁ। ଏବେ ପତ୍ନୀ ବିଦ୍ୟାଭାରୀତିଙ୍କ ଏକ ବଡ଼ ସତ ପୋଲିସ ହାତରେ ଲାଗିଛି ଯାହା ହେଉଛି ସୌମ୍ୟଙ୍କୁ ବିବାହ ପୂର୍ବରୁ ସେ ଅନ୍ୟଜଣେ ଯୁବକଙ୍କ ସହ ଫେରାର ହୋଇଥିଲେ!

Google

ଅନେକ ଯୁବକଙ୍କୁ ଫସାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା! କେବଳ ଡିଏଫଓ ନୁହଁନ୍ତି ବିବାହ ପୂର୍ବରୁ ମଧ୍ୟ ୪ ଜଣ ଯୁବକଙ୍କ ସହ ତାଙ୍କର କିଛି ନା କିଛି ସମ୍ପର୍କ ଥିଲା। ସେମାନେ ହେଲେ ଜ୍ୟୋତି ପାଣିଗ୍ରାହୀ,ଅମିତ ଓ ଅକ୍ଷୟ। ଏବେ ଏହାକୁ ନେଇ ସମାଜସେବୀ ସୁବାସୀଷ ଶଢଙ୍ଗୀ ବୟାନ ଦେବା ଆରମ୍ଭ କରିଛନ୍ତି। ସେ କହିଛନ୍ତିକି ବିଦ୍ୟାଭାରତୀ ଜଣେ ମହା ଖେଳାଳି ସେ ଅତି ଚାଲାଖର ସହ ଅନେକ ଯୁବକଙ୍କ ସହ ସଂମ୍ପର୍କ ରଖଥିଲେ।

କଲେଜ ସମୟରୁ ସେ ଏପରି କରିଆସୁଛନ୍ତି। ଶୁଭାଶିଷ ଏହା ମଧ୍ୟ କହିଛନ୍ତିକି ଯେବେ ବିଦ୍ୟାଭାରତୀ କଲେଜରେ ପଢୁଥିଲେ ସେ ନିଜ ଗ୍ରାମ ପାଖ ଏକ ଗ୍ରାମର ଯୁବକଙ୍କ ସହ ୨୦ ଦିନ ଫେରାର ଥିଲେ। ସେ ଏହା ମଧ୍ୟ କହିଛନ୍ତିକି ବିଦ୍ୟାଭାରତିଙ୍କ ବାପା ମଧ୍ୟ ସାଂଘାତିକ କାରଣ ଯେଉଁ ପୁଅ ସେ ପଳେଇଥିଲା ସେ ଗରିବ ହୋଇଥିବାରୁ ବିଦ୍ୟାଭାରତୀ ପୁଣି ତାକୁ ଛାଡି ପଳେଇଆସିଥିଲେ। ସେ ଛୋଟିଆ ଖେଳାଳି ନୁହଁନ୍ତି ମହା ଖେଳାଳି ଅଟନ୍ତି।

Google

 

ଶୁଭାଶିଷ କହିଛନ୍ତି ଖାଲି ଏତିକି ନୁହେଁ ସେ ଆଉ ଜଣଙ୍କ ସହ ମଧ୍ୟ ସୌମ୍ୟଙ୍କ ସହ ବିବାହ ପୂର୍ବରୁ ମାସେ ପଳେଇଥିଲେ। ଶୁଭାଶିଷ ଜଣେ ସମାଜସେବୀ ଅଟନ୍ତି ସେ ଅନେକ ଚେଷ୍ଟା ଦ୍ଵାରା ବିଦ୍ୟାଭାରତୀଙ୍କ ବିଷୟରେ ଏହି ସବୁ କଥା ଜାଣିବାକୁ ପାଇଛନ୍ତି।

ଆପଣଙ୍କୁ କହିରଖିବୁ ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ନିଜ ସରକାରୀ ବାସ ଭବନରେ ପୋଡିହୋଇଥିଲେ ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ଚାରି ସପ୍ତାହ ପୁରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ଜଣାପଡିଲାନିକି ଏହା ଏକ ହତ୍ୟା କି ଆତ୍ମହତ୍ୟା କିନ୍ତୁ ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୁଦ୍ଧରେ କିଛି କିଛି ପ୍ରମାଣ ଲାଗୁଛି ପୋଲିସ ହାତରେ। ଏହା ମଧ୍ୟରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଦୁଇ ଥର ଜେରା କରିସାରିଲାଣି ପୋଲିସ ଆଗକୁ ଆହୁରି ମଧ୍ୟ ଜେରା କରିପାରେ । ଏବେ ସମସ୍ତେ ଆଗକୁ କଣ ହେବ ତାହା ଅପେକ୍ଷାରେ ଅଛନ୍ତି। ଏହାକୁ ଗୋଟିଏ ସେୟାର କରନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *