କରୋନା ଟୀକା ନେବାପାଇଁ ପୁଅ ଦେଲାନି ମାଆକୁ ଆଧାରକାର୍ଡ! ଶେଷରେ ମାଆ ନେଲା ଏହି ନିଷ୍ପତ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର

କରୋନା କାଳର ଅଭାବନୀୟ ଦୃଶ୍ୟ। କରୋନା ଟୀକା ନେବାପାଇଁ ପୁଅ ଘରକୁ ଆଧାରକାର୍ଡ ନେବାକୁ ଆସିଥିଲା ମା କିନ୍ତୁ ମାକୁ ଘରୁ ବାହାର କରିଦେଲା ପୁଅ ମାକୁ ଘରେ ପ୍ରବେଶ କରିବାକୁ ଦେଉନି କି ଆଧାରକାର୍ଡ ମଧ୍ୟ ଦେଉନି ପୁଅ। ଶେଷରେ କୌଣସି ଉପାୟ ନପାଇ ମଞ୍ଚେସ୍ୱର ଥା-ନା ଆଗରେ ବସିଛନ୍ତି ବୁଢ଼ୀ ମା ଜଣଙ୍କ କରୋନା ସମୟରେ ଲୋକ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ରାଜଧାନୀ ଭୁବନେଶ୍ବରରୁ ଆସିଛି ଅମାନବିକାର ଦୃଶ୍ୟ ଯାହା ସମସ୍ତଙ୍କୁ ଭାବିବା ପାଇଁ ବାଧ୍ୟ କରିଦେଇଛି।

Covid-19 Vaccination- Elderly Woman Denied Aadhaar Card By Sons In Bhubaneswar
Google

ଏହି ଲକଡାଉନରେ ଆମେ ଅନେକ ଚିତ୍ର ଦେଖିସାରିଲୁଣୁ କିନ୍ତୁ ଭୁବନେଶ୍ୱରରୁ ଆସିଥିବା ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଜିକାଲି ଲୋକଙ୍କ ଭିତରେ ମାନବିକାତା ଆଉ ନାହିଁ। ଅନେକ ସମୟରେ ଅଜଣା ଲୋକ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି କିନ୍ତୁ ଏହି ଘଟଣାରେ ନିଜ ପୁଅ ମାନବିକାତା ହରେଇ ବସିଛି । ୭୨ ବର୍ଷୀୟ ବୃଦ୍ଧାଙ୍କ କଥା ଅନୁସାରେ ତାଙ୍କ ପୁଅ ତାଙ୍କ ଉପରେ ଅତ୍ୟାଚାର କରି ତାଙ୍କୁ ଘରୁ ବାହାର କରିଦେଇଥିଲା । ସେ ଏବେ ନିଜ ଝିଅଙ୍କ ଘରେ ରହୁଛନ୍ତି। କରୋନା ଟୀକା ନେବାପାଇଁ ଆଧାରକାର୍ଡର ଆବଶ୍ୟକତା ରହିଛି ତେଣୁ ବୃଦ୍ଧା ଜଣଙ୍କ ଆଧାରକାର୍ଡ ଆଣିବାକୁ ପୁଅ ଘରକୁ ଯାଇଥିଲେ କିନ୍ତୁ ପୁଅ ତାଙ୍କୁ ଘରେ ପଶିବାକୁ ହିଁ ଦେଉନି କି ଆଧାରକାର୍ଡ ମଧ୍ୟ ଦେଉନି ।

ମହିଳା ଜଣଙ୍କ ଅତି ଦୁଃଖର ସହ ନିଜ କାହାଣୀ କହିଛନ୍ତି। ତାଙ୍କ ସ୍ୱାମୀ ମ-ରି-ବା ପରେ ତାଙ୍କ ପୁଅଙ୍କ ଅତ୍ୟାଚାର ବଢିଯାଇଥିଲା । ସେମାନେ ମାଙ୍କୁ କଷ୍ଟ ଦେଉଥିଲେ ଯାହା ଦ୍ୱାରା ମହିଳା ଜଣଙ୍କ ବାଧ୍ୟ ହୋଇ ନିଜ ଝିଅ ଘରେ ରହୁଛନ୍ତି ଓ ସେ ଏବେ କିପରି ଚଳିବେ ବୋଲି କାନ୍ଦିକାନ୍ଦି ସମସ୍ତଙ୍କୁ କହୁଛନ୍ତି । ବୃଦ୍ଧାଙ୍କ ଝିଅ ଜଣଙ୍କ କହିଛନ୍ତିକି ସେ ଓ ତାଙ୍କ ମା ଯେତେବେଳେ ଭାଇ ପାଖକୁ ଆଧାରକାର୍ଡ ନେବାକୁ ଆସିଥିଲେ ତାଙ୍କ ଭାଇ ଓ ଭାଉଜ ତାଙ୍କ ମା-ଡ଼ ମା-ରି-ବା ଆରମ୍ଭ କରିଥିଲେ। ସେ ବାଧ୍ୟହୋଇ ପିସିଆରକୁ କଲ କରିଥିଲେ ଏହା ପରେ ଭାଇ ଓ ଭାଉଜ କବାଟ ବନ୍ଦ କରିଦେଇଥିଲେ ।

Google

ପୋ-ଲି-ସ ଆସି କବାଟ ଖୋଲିବାକୁ କହିବାରୁ ସେ ପୋ-ଲି-ସକୁ କୋଟରୁ ଅର୍ଡର ଆଣିବାକୁ କହିଥିଲେ। ମହିଳା ଜଣଙ୍କ ନିଜ ପୁଅଙ୍କୁ ଧିକାର କରି ଏପରି ପୁଅ କାହାରବି ନହଉ ବୋଲି କହିଛନ୍ତି। ମହିଳା ଜଣଙ୍କ ଥାନାରେ ଏହା ବିଷୟରେ ଅଭିଯୋଗ କରିବାର ନଜର ଆସିଥିଲେ ଏବେ ଦେଖାଯାଉ ଏହା ଉପରେ ପୋ-ଲି-ସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *