ବ୍ୟୁରୋ ରିପୋର୍ଟ: ପ୍ରଭୁ ନାମ ଧର ସବୁବେଳେ ଖୁସିରେ ରହିବ। ସେ ହିଁ ସର୍ବ ଶକ୍ତିମାନ, ସର୍ବଜ୍ଞ, ସେ ସବୁକିଛି। ସୋସିଆଲ ମିଡିଆରେ ବେସ ଭାଇରଲ ହେଉଛି ପ୍ରଭୁଙ୍କର ଏହି ଗୀତ “ଝୁଲରେ ନିତାଇ ଝୁଲ”। ବହୁତ ଲୋକପ୍ରିୟ ଅଟେ ଏହି ଗୀତ। ଅତି ସୁନ୍ଦର ଓ ଚମତ୍କାର ଅଟେ ଏହି ଗୀତ। ଶୁଣିବା ମାତ୍ରେ ମନରେ ଆସିଯିବ ଶାନ୍ତି।

ଏହି ଗୀତ ପ୍ରାୟ ୧୫ ରୁ ୨୦ ଦିନ ଭିତରେ ୧ ମିଲିଅନ ଦର୍ଶକ ଦେଖିସାରିଲେଣି। ଏହି ପ୍ରଭୁଙ୍କର ଗୀତକୁ ଅତି ସୁନ୍ଦର ଶୈଳୀରେ ଉପସ୍ଥାପନ କରିଛନ୍ତି ପପୁ। ତାଙ୍କ ଘର ନୟାଗଡ଼ ବ୍ଲକ ଭାଟସାହି ଗାଁ ରେ।
ଏହି ଗୀତ ଦର୍ଶକଙ୍କ ମନକୁ ଛୁଇଁଛି। ଆପଣ ବି ଶୁଣିଲେ ଆପଣ ହୋଇଯିବେ ଏହି ଗୀତର ସେବକ। ଅତି ସୁନ୍ଦର ଅଟେ ଏହି ଗୀତ। ପ୍ରଭୁଙ୍କ ନାମରେ ଅଛି ସେହି ମଧୁରତା ଯିଏ ପାନ କରିଛି ସେ ଜାଣିଛି। ଜୟ ପ୍ରଭୁ।
ତେବେ ପପୁଙ୍କ ଅଭିନୟ ଶୈଳୀ ଅଟେ ଚମତ୍କାର। ସେ ଅତି ସୁନ୍ଦର ଭାବରେ ଏହି ଗୀତ ବୋଲୁଛନ୍ତି ଯାହା ବହୁତ ସୁନ୍ଦର ଲାଗୁଛି। ସତରେ ପ୍ରଭୁଙ୍କ ନାମରେ ଅଛି ସେହି ମଧୁରତା ଯିଏ ପାନ କରିଛି ସେ ଜାଣିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।