ସୋନୁ ସୁଦ କୋଭିଡ଼କୁ ନେଇ ଲୋକମାନଙ୍କୁ କହିଲେ ଏହି ବଡ଼ କଥା। ଡେରି ନ କରି ଶୀଘ୍ର ଜାଣନ୍ତୁ।

କୋଭିଡ଼-୧୯ କାରଣରୁ ଦେଶର ଅବସ୍ଥା ଶୋଚନୀୟ ଅବସ୍ଥାରେ। ବଲିଉଡ଼ ଅଭିନେତା ସୋନୁ ସୁଦ ପୂର୍ବ ଥର ଭଳି ଏଥର ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ଲାଗିଛନ୍ତି।ନିଜେ କରୋନାରେ ପୀଡିତ ସୋନୁ ଲୋକଙ୍କ ଅବସ୍ଥାକୁ ଭଲସେ ବୁଝିଛନ୍ତି। ଲୋକ ପୁଣି ଘରକୁ ଫେରୁଛନ୍ତି ଓ ଘରେ ବସି ଟିଭି ଦେଖିବା ଛଡା କୌଣସି ଚଏସ ନାହିଁ। ଟିଭିକୁ କରୋନା ସଂକଟ ବିଷୟରେ ଶୁଣି ଲୋକ ଆତଙ୍କିତ ହେଉଛନ୍ତି। ଏବେ ସୋନୁ ସୁଦ ଲୋକଙ୍କୁ କିଛି ଜରୁରୀ କଥା କହିବାର ନଜର ଆସିଛନ୍ତି।

Google

ଦେଶରେ କୋରନାରେ କବଳିତ ଲୋକଙ୍କୁ ଏବେ ଚିକିତ୍ସାର ଚିନ୍ତା ହେଉଛି। କିଛି ଲୋକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ତ ଆଉକିଛି ଲୋକ ଡରିକି ଘରେ ବସି ଟିଭି ଦେଖୁଛନ୍ତି। ଏହି ପରିସ୍ଥିତିରେ ସୋନୁ ଟ୍ୱିଟରେ ଲୋକଙ୍କୁ ପାର୍ଥନା କରିବାର ନଜର ଆସିଛନ୍ତି। ସୋନୁ ଲେଖିଛନ୍ତି,”ଟିଭି ରିମୋଟ ଛାଡ଼ନ୍ତୁ, ଦେଶ ଯୋଡନ୍ତୁ, ଅନ୍ୟର ଜୀବନ ବଞ୍ଚାଇବା ସେବେ ତ ବଞ୍ଚିପାରିବା”।

ଏହା ପୂର୍ବରୁ ସୋନୁ ଗ୍ରାମକୁ ଫେରିବାର ଚିନ୍ତା ପ୍ରକାଶ କରି ପୋଷ୍ଟ କରିଥିଲେ। କୋରନା ଭାଇରସ ବଢୁଥିବା ଦେଖି ପ୍ରବାସି ମଜୁରିଆଙ୍କ ସାମ୍ନାରେ ପୁଣି ସଙ୍କଟ ଉପୁଜିଛି।ଲକଡାଉନ କଥା ଶୁଣି ପ୍ରବାସୀ ପୁଣି ନିଜ ଭବିଷ୍ୟତ କଥା ଭାବି ଡରି ଯାଉଛନ୍ତି। ହଜାର ହଜାର ଭିଡ଼ର ଫଟୋ ସାମ୍ନାକୁ ଆସୁଛି।

Google

ଏହା ଛଡା ସୋନୁ ସୁଦ ଦେଶର ସମସ୍ତ ଆବଶ୍ୟକତା ଥିବା ଲୋକଙ୍କୁ କରୋନା ଭାକ୍ସିନ ଲଗାଇବାର କାର୍ଯ୍ୟ ଆରମ୍ଭ କରିବାର ନଜର ଆସିଛନ୍ତି। ଏହା ସହିତ ନେଟୱର୍କ ୧୮ ଗ୍ରୁପ ଓ ଫେଡରଲ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏଥିପାଇଁ ଟ୍ୱିଟରରେ ସବୁ ଦେଶବାସୀଙ୍କୁ ସାହାଯ୍ୟ ମାଗିଛନ୍ତି। ସେ ମୋ ଟ୍ୱିଟରରେ ଲେଖିଛନ୍ତିକି,”ଜଲ୍ଦି ସଂକ୍ରମିତ ହେଉଥିବା ଭାରତୀୟଙ୍କୁ ଆଣ୍ଟି କୋଭିଡ ଭାକ୍ସିନ ଲଗାଇବା ପାଇଁ ଆମକୁ ଆପଣଙ୍କ ଆବଶ୍ୟକତା ଅଛି। ଆସନ୍ତୁ ସ୍ୱାସ୍ଥ୍ୟ ସହିତ ଜଡିତ ଏହାକୁ ସମର୍ଥନ କରିବା ଓ ମୋ ସହିତ ଯୋଡି ହୁଅନ୍ତୁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *