ସୌରଭ ଗାଙ୍ଗୁଲି ଡ୍ରେସିଙ୍ଗ ରୁମରୁ ଦେଖାଉଥିଲେ ଆଙ୍ଗୁଠି, ଏହି ଷ୍ଟାର ଖେଳାଳି ଛକା ମାରି କଲେ ପାଟି ବନ୍ଦ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଯୁବରାଜ ସିଂହ କ୍ୟାଫକୁ କହିଥିଲେ”ତୁମେ ଯେବେ ଖେଳିବାକୁ ଆସିଥିଲା ଗ୍ଲୋବ ମାରିଥିଲ ଓ କହିଥିଲେ ଖେଳିବା। ତ ମୁଁ କହିଥିଲି ହଁ ଖେଳିବା। ଏହା ଏକ ଶବ୍ଦ ଥିଲା ଯାହା ପରେ ଆମ ପାର୍ଟନରସିପ ହୋଇଥିଲା। ଆମେ ଭଲ କରୁଥିଲୁ।”ଦାଦା ଯେବେ ଆଙ୍ଗୁଠି ଦେଖାଇ ଚିଲାଇ ଥିଲେ , ଏହା ପରେ କଣ ହୋଇଥିଲା କୁହ ଆଗାମୀ ବଲରେ”।

Google

ଭାରତ ବର୍ଷ ୨୦୦୨ରେ ନେଟୱେଷ୍ଟ ସିରିଜରେ ଇଂଲଣ୍ଡକୁ ହରାଇଥିଲା। ଏହା ପରେ ସୌରଭ ଗାଙ୍ଗୁଲି ଲର୍ଡ଼ସ ଗ୍ରାଉଣ୍ଡରେ ନିଜ ଟିଶର୍ଟ ଓହ୍ଲାଇଇ ଆଣ୍ଡ୍ରୋ ଫ୍ଲିଣ୍ଟପଙ୍କୁ ଜବାବ ଦେଇଥିଲେ। ଭାରତର ସେହି ବିଜୟରେ ମହମ୍ମଦ କ୍ୟାଫଙ୍କର ବଡ଼ ଯୋଗଦାନ ଥିଲା। ସେ ସେହି ମ୍ୟାଚରେ ୭୫ ବଲରେ ନଟ ଆଉଟ ରହି ୮୭ ରନ କରିଥିଲେ।ଯେଉଁଥିରେ କି ୯ ଟି ଚୌକା ଓ ଗୋଟେ ଛକା ସାମିଲ ଥିଲା କିନ୍ତୁ ସେହି ମ୍ୟାଚ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କୁ କ୍ୟାଫ ଉପରେ ଭରସା ନଥିଲା। ସେ ମ୍ୟାଚ ସମୟରେ କ୍ୟାଫଙ୍କୁ ବାରମ୍ବାର ଆଙ୍ଗୁଠି ଦେଖାଇ ଯୁବରାଜ ସିଂହଙ୍କୁ ଷ୍ଟାଇକ ଦେବା ପାଇଁ କହୁଥିଲେ। ଏହା ପରେ କ୍ୟାଫ ଛକା ମାରି ନିଜ ଅଧିନାୟକଙ୍କୁ ଜବାବ ଦେଇଥିଲେ। ଛକା ଦେଖିବା ପରେ ସୌରଭ ଗାଙ୍ଗୁଲି କ୍ୟାଫଙ୍କୁ ଆଙ୍ଗୁଠି ଦେଖାଇବା ବନ୍ଦ କରିଦେଲେ।

ଏହି କଥାର ଖୁଲାସା ସୌରଭ ଗାଙ୍ଗୁଲି ଓ ମହମ୍ମଦ କ୍ୟାଫଙ୍କ ଭିତରେ ହୋଇଥିବା ଇଂଷ୍ଟାଗ୍ରାମ ଚାଟରୁ ଜଣାପଡିଥିଲା। କହିରଖିବୁ କି ସେହି ମ୍ୟାଚରେ ଇଂଲଣ୍ଡ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୫ ଟି ବ୍ୟାଟ୍ସମ୍ୟାନ ହରାଇ ୩୨୫ ର ବଡ଼ ସ୍କୋର କରିଥିଲା। ଏହା ପରେ ଲକ୍ଷର ପିଛା କରିବାକୁ ଯାଇ ଭାରତୀୟ ଟିମର ଆରମ୍ଭ ଭଲ ହୋଇଥିବା ବିରେନ୍ଦ୍ର ସେହ୍ଵାଗ ଓ ସୌରଭ ଗାଙ୍ଗୁଲି ଓପନର ପାର୍ଟନରସିପ ୧୦୬ ରନର କରିଥିଲେ। ଏହା ପରେ ସୌରଭ ଗାଙ୍ଗୁଲି ୬୦ ରନରେ ଆଉଟ ହୋଇଗଲେ ଓ ଯେବେ ଟିମର ସ୍କୋର ୧୧୪ ଥିଲା ସେହ୍ଵାଗ ୪୫ କରି ଆଉଟ ହୋଇଗଲେ। ଏହା ପରେ ଆସିଥିଲା ଦିନେସ ମୋର୍ଗୀଆ ଓ ସଚିନ ତେନ୍ଦୁଲକର ମଧ୍ୟ ଅଧିକ ସମୟ ଖେଳିପାରିନଥିଲେ। ଏହା ପରେ ରାହୁଲ ଦ୍ରାଭିଡ଼ ମଧ୍ୟ ୫ ରନ କରି ଆଉଟ ହୋଇଗଲେ। ଭାରତ ୨୪ ଓଭରରେ ୧୪୫ ରନରେ ୫ ଟି ବ୍ୟାଟ୍ସମ୍ୟାନ ହରାଇ ସାରିଥିଲା। ଏହା ପରେ ଯୁବରାଜ ସିଂହ ଓ ମହମ୍ମଦ କ୍ୟାଫ ପାରିକି ଆଗକୁ ବଢାଇଥିଲେ ଦୁହେଁ ୬ତମ ୱିକେଟ ପାଇଁ ୧୭.୪ ଓଭରରେ ୧୨୧ ରନ କରିଥିଲେ।

Google

ଇଂଷ୍ଟାଗ୍ରାମରେ ଲାଇଭ ଚାଟ ସମୟରେ ଯୁବରାଜ ସିଂହ କ୍ୟାଫକୁ କହିଥିଲେ”ତୁମେ ଯେବେ ଖେଳିବାକୁ ଆସିଥିଲା ଗ୍ଲୋବ ମାରିଥିଲ ଓ କହିଥିଲେ ଖେଳିବା। ତ ମୁଁ କହିଥିଲି ହଁ ଖେଳିବା। ଏହା ଏକ ଶବ୍ଦ ଥିଲା ଯାହା ପରେ ଆମ ପାର୍ଟନରସିପ ହୋଇଥିଲା। ଆମେ ୱିକେଟ ମଝିରେ ଭଲ ଦୌଡୁଥିଲେ। ମଝିରେ ମଝିରେ ଚୌକା ମଧ୍ୟ ମାରୁଥିଲେ। ଯେବେ ଦାଦା ଆଙ୍ଗୁଠି ଦେଖାଇ ଚିଲାଇଲେ ୟୁବି କୁ ଏକ ଦେ ଏକ ଏହା ପରେ କଣ ହୋଇଥିଲା ଆଗାମୀ ବଲରେ କୁହ”।

ଏହା ପରେ କ୍ୟାଫ କହିଛନ୍ତି,”ଆଗାମୀ ବଲ ଶର୍ଟ ବଲ ଥିଲା ଓ ମତେ ପୁଲ ମାରିବା ପସନ୍ଦ ଥିଲା। ଯେଉଁଠି ବଲ ଶର୍ଟ ଦେଖାଗଲା ମୁଁ ପୁଲ ମାରୁଥିଲି। ସେହି ବଲ ମଧ୍ୟ ପୁଲ ମାରିଥିଲି ଓ ଛକା ହୋଇଥିଲା। ଏହା ପରେ ଯୁବରାଜ କହିଲେ ପୁଣି ଆପଣ ଆସି କଣ ହୋଇଥିଲ ମତେ। ମୁଁ କହିଥିଲି ୟାର ଖରାପ ବଲରେ ସିଙ୍ଗଲ ସିଙ୍ଗଲ ଚିଲାଉଛି ଖରାପ ବଲରେ ତ ଶର୍ଟ ହିଁ ଲଗାଇବି”। ଯୁବରାଜ କହିଲେ ନୁହେଁ ନୁହେଁ ନୁହେଁ ଆପଣ ଛକା ମାରି ଆସି ମତେ କହିଥିଲା ଆମେ ବି ଖେଳିବାକୁ ଆସିଛୁ। ଏହା ପରେ ଦାଦା ଚୁପ ହୋଇଗଲେ। ଦାଦା ବୁଝିଯାଇଥିଲେ କି ଭାଇ ଏହି ଖେଳାଳି ମଧ୍ୟ ଛକା ମାରିପାରେ”।

Google

ମହମ୍ମଦ କ୍ୟାଫ କହିଥିଲେ,”ହଁ ସେହି ଶର୍ଟ ପରେ ତାଙ୍କୁ ଲାଗିଥିଲା ଇଏ ଯୁବରାଜ ସିଂହଙ୍କ ସାଥିରେ ରହିବ। ସେହି ଶର୍ଟ ପୂର୍ବରୁ ମତେ ମନେଅଛି କେହି ନା କେହି ପାଣି ଆଣି ଆସିବାକୁ ପ୍ରସ୍ତୁତ ହେଉଥିଲା। ମତେ ଲାଗୁଛି ସେ ଆସି ଏହା କହିଥାନ୍ତା କି ଭାଇ କ୍ୟାଫକୁ କୁହ କି ସିଙ୍ଗଲ ନେଇ ଯୁବରାଜ ସିଂହଙ୍କୁ ଷ୍ଟାଇକ ଦେଉ। ସେହି ଛକା ପରେ ଦାଦା କହିଥିଲେ ଏବେ କେହି ହଲନାହିଁ ଯେଉଁଠି ଅଛ ସେଇଠି ଥାଅ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *