ଏହି ମାସର ଅନ୍ତ ଅର୍ଥାତ ୧୬ କି ୧୭ ଜାନୁଆରୀକୁ ଅନ୍ତରୀକ୍ଷ ଦୁନିଆରେ ଏକ ବହୁତ ବଡ଼ ଇତିହାସ ସୃଷ୍ଟି ହେବାକୁ ଯାଉଛି। ୧୭ ଜାନୁଆରୀ କୁ ଓଏଚବି ର ଏକ ରକେଟ ଲ୍ୟାବ ଇଲେକ୍ଟରନ ଠାରୁ ଏକ କମ୍ୟୁନିକେସନ ସ୍ୟାଟେଲାଇଟ ଛାଡିବାର ପ୍ରସ୍ତୁତି ଜାରି ରଖିଛି। ୧୭ ଜାନୁଆରୀକୁ ସ୍ପେସ ଏକ୍ସ ଫ୍ୟାଲକାନ-୯ ରକେଟ ସ୍ପେସରେ ୬୦ ଷ୍ଟାରଳୀଙ୍କ ସ୍ୟାତେଲାଇଟ ଛାଡିବ। ଏହାଠାରୁ ବଡ଼ ହେଉଛି ଭର୍ଜୀନ ଗ୍ୟାଲାକ୍ତିକ କମ୍ପାନୀର ଭର୍ଜୀନ ଆର୍ବିଟ ସ୍ପେସ ଜାନ ଅଥବା ପରୀକ୍ଷଣ। କାରଣ ଏହି ପରୀକ୍ଷଣ ସଫଳ ହେଲା ତ ଅନ୍ତରୀକ୍ଷା ରେ ଯାତ୍ରା କରିବା ସହଜ ସରଳ ହେଇଯିବ।

ବର୍ଜିନ ଇଲେକ୍ଟ୍ରିକ ଆମେରିକାର କ୍ୟାଲିଫର୍ନିଆ ସ୍ଥିତ ମୋଜାବେ ଠାରୁ ନିଜର ସ୍ପେସ ଜାନ ଲଞ୍ଚ କରିବାକୁ ଯାଉଛି। କମ୍ପାନୀର ଲକ୍ଷ କି ଆଗ କିଛି ବର୍ଷ ଭିତରେ ଲୋକ ମାନଙ୍କୁ ପୃଥିବୀର କକ୍ଷ ଉପରେ ଯାତ୍ରା କରାଉ। ଏହା ପାଇଁ କମ୍ପାନୀ ଲଗାତାର ପଛ ୪-୫ ବର୍ଷ ଠାରୁ ପ୍ରୟାସ କରି ଆସୁଛି। ପଛ ବର୍ଷ ହିଁ ଏହା ନିଜର ସ୍ପେସ ଯାନକୁ ଅର୍ବିଟକୁ ପଠାଇଥିଲା ମାତ୍ର ବୁଷ୍ଟର ଠିକ ନଥିବାରୁ ଏହା ସଫଳ ହେଲାନି।
୧୭ ଜାନୁଆରୀକୁ ବର୍ଜିନ ଅର୍ବିଟ ଅନ୍ତରୀକ୍ଷଯାନକୁ ଗୋଟେ କ୍ୟାରିଅର ପ୍ଲେନ କାଶ୍ମୀକ ଗ୍ରଲ ସହ ମିଶାଇ ପୃଥିବୀ ପୃଷ୍ଠରୁ ୩୫ ହଜାର ଫୁଟ ଉଚ୍ଚତାକୁ ନେଇ ଯିବ ଯାହାଦ୍ୱାରା ତାହା ଅର୍ବିଟ ଠାରୁ ଅଲଗା ହେଇଯିବ ଆଉ ତାହାର ରକେଟ ପୃଥିବୀ କକ୍ଷ ଯାତ୍ରାରେ ବାହାରି ଯିବ।

ଏହି ଲଂଚିଂ ଆମେରିକାର କ୍ୟାଲିଫର୍ନିଆ ସ୍ଥିତ ମୋଜାବେ ଏୟାରପୋର୍ଟରୁ କରାଯିବ। ବର୍ଜିନ ଅର୍ବିଟ ପଛ ବର୍ଷ ଡିସେମ୍ବରରେ ହିଁ ନିଜର ସ୍ପେସ ଉପରର ଦ୍ୱିତୀୟ ପରୀକ୍ଷଣ କରିବାକୁ ଚାହୁଁଥିଲା ମାତ୍ର କରୋନା ମହାମାରି ପାଇଁ କିଛି ହୋଇପାରିଲା ନାହିଁ।
ବର୍ଜିନ ଆର୍ବିଟ ନିଜର ଏହି ସମସ୍ତ ପରୀକ୍ଷଣ ପାଇଁ ତିନୋଟି ବିନଡୋ ଡେଟ ସ୍ଥିର କରିକି ରଖିଥିଲା। ପ୍ରଥମ ଡେଟ ୧୦ ଜାନୁଆରୀ, ଦ୍ୱିତୀୟ ଡେଟ ୧୨ ଜାନୁଆରୀ ଆଉ ତୃତୀୟ ଡେଟ ୧୩ ଜାନୁଆରୀକୁ ଅନ୍ତିମ ଡେଟ ମିଳିବା ପରେ ଫଇସଲା କରାଗଲା କି ୧୭ ଜାନୁଆରୀକୁ ସବୁ କରାଯିବ। ଏହି ସମସ୍ତ ଡେଟ ବିମାନର ଟେକ୍ନିକି ପ୍ରସ୍ତୁତି ପାଇଁ ଥିଲା।
ଏହି କମ୍ପାନୀ ନିଜର ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ସୂଚନା ଦେଇଛି କି ସେମାନେ ସମ୍ପୂର୍ଣ ରୂପେ ପ୍ରସ୍ତୁତ ଅଛନ୍ତି ଆଉ ଆଶା ଅଛି କି ୧୭ ଜାନୁଆରୀକୁ ସବୁ କାମ ଆରମ୍ଭ ହେଇଯିବ।

ଆପଣଙ୍କୁ କହି ରଖୁଛୁ କି ଆମେରିକୀୟ ଅନ୍ତ୍ରୀକ୍ଷ ଏଜେନ୍ସି ସହ ଚନ୍ଦ୍ର ଆଉ ମଙ୍ଗଳକୁ ଯିବା ପାଇଁ ତିଆରି ହେଇଥିବା ଅଟେର୍ନିସିରେ ବର୍ଜିନ ଗେଲେକ୍ଟୋକ କମ୍ପାନୀ ସାମିଲ ଅଛି। ଅରବପତି ରିଚାର୍ଡ ବ୍ରେସ୍ନାନଙ୍କର କମ୍ପାନୀ ବର୍ଜିନ ଗ୍ୟାଲେକ୍ତିକ ଅନ୍ତରୀକ୍ଷା ଯାତ୍ରାକୁ ସାଧାରଣ ଲୋକ ମାନଙ୍କ ପାଇଁ ସହଜ କରିବାକୁ ଇଛୁକ ଅଛନ୍ତି।
ଯଦି ୧୭ ଜାନୁଆରୀକୁ ଏହି ପରୀକ୍ଷଣ ସଫଳ ହେଇଯାଏ ତ ଦୁନିଆର ଅନ୍ତ୍ରୀକ୍ଷରେ ପହଂଚିବା ପାଇଁ କରା ଯାଇଥିବା ପରୀକ୍ଷଣରେ ସ୍ପେସ ଏକ୍ସ ପରେ ବର୍ଜିନ ଇଲେକ୍ଟ୍ରିକ ଦ୍ୱିତୀୟ ବ୍ୟକ୍ତିଗତ କମ୍ପାନୀ ହେଇଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।