କରୋନାରୁ ବଞ୍ଚିବା ପାଇଁ କରୁଛନ୍ତି ଅଦ୍ଭୁତ କାମ, ଡେଉଁଛନ୍ତି ପାଣିକୁ, ଜାଣିଲେ ଉଡିଯିବ ହୋସ!

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀ ଚାଲିଛି ଓ ଏହା ଅଧିକ ଲୋକ ସଂ-କ୍ର-ମ-ଣ କରିବା ସହିତ ଅଧିକ ଲୋକଙ୍କ ଜୀବନ ନେଉଛି। କେବଳ ଭାରତ ନୁହେଁ ଗତ ଦେଢ଼ ବର୍ଷ ହବ କ-ରୋ-ନା ମ-ହା-ମା-ରି ସମଗ୍ର ବିଶ୍ୱରେ ହା-ହା-କା-ର ସୃଷ୍ଟି କରିଛି। ଏଥିପାଇଁ ସରକାର ମଧ୍ୟ ଅନେକ କଡା ଗାଇଡ ଲାଇନ କରିଛନ୍ତି ଯାହା ଦ୍ୱାରା ଲୋକ ଏଥିରୁ ବଞ୍ଚିପାରିବେ କିନ୍ତୁ କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି ଏଥିରୁ ବଞ୍ଚିବା ପାଇଁ ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କହିରଖିବୁ ଚିକାଗୋର ଜଣେ ବ୍ୟକ୍ତି କଣ ଭାବିଛନ୍ତି କେଜାଣି ଏଥିପାଇଁ ଗତ ଏକ ବର୍ଷ ହେବ ପ୍ରତିଦିନ ନଦୀଙ୍କୁ ଡେଉଁଛନ୍ତି।

Google

ଏହା ଏକ ଅଦ୍ଭୁତ ଘ-ଟ-ଣା ଅଟେ ଯାହାକି ଚିକାଗୋର ଜଣେ ବସ ଡ୍ରାଇଭର ଯାହାଙ୍କ ନାମ ଡାନ ଓଙ୍କାନୋର ସେ ଗତ ଏକ ବର୍ଷ ହେବ ଲଗାତର ଭାବେ ଏପରି କରିଆସୁଛନ୍ତି ବୋଲି ଜଣାପଡିଛି। ଏହା ଜାଣିବା ପରେ ଅନେକ ବ୍ୟକ୍ତି ଆଚମ୍ବୀତ ହୋଇଛନ୍ତି କି ଏଥିରେ କ-ରୋ-ନା ରୁ ବଞ୍ଚିବାର କାମ ସମ୍ବନ୍ଧ ସେ ମଣ୍ଟ୍ରୋଜ ହାରବର ନଦୀକୁ ପ୍ରତିଦିନ ଡେଉଁଛନ୍ତି। ତାଙ୍କର ଏପରି କରିବାର ଅନ୍ୟ ଏକ କାରଣ ଅଛି ଯାହା ସମସ୍ତେ ଜାଣିନାହାଁନ୍ତି। ସେ କେବଳ ନିଜର ମନକୁ ଶାନ୍ତି ରଖିବା ପାଇଁ ଏପରି କରୁଥିଲେ।

ସେ ତିନୋଟି ପିଲାର ବାପା ଅଟନ୍ତି ଓ ପେଷାରେ ଜଣେ ଡ୍ରାଇଭର ସେ କହିଛନ୍ତି,” ଏହି ମ-ହା-ମା-ରୀ ସମୟରେ ମୋ ମନ ବହୁତ ଅଶାନ୍ତି ରହୁଥିଲା ଓ ଏହି ସମୟରେ ଇଲେକ୍ସନ ଥିବାରୁ ମନ ଆହୁରି ଅଶାନ୍ତ ରହୁଥିଲା ଯେଉଁଥିପାଇଁ ମୁଁ ପ୍ରତ୍ୟେକ ଦିନ ନଦୀକୁ ଡେଇଁ କିଛି ସମୟ ଅତିବାହିତ କରୁଥିଲି କାରଣ ନଦୀର ଥଣ୍ଡା ପାଣି ମୋ ମନକୁ ଶାନ୍ତ ରଖୁଥିଲା”। ଏହା ସହ ସେ ଏହା ମଧ୍ୟ କହିଛନ୍ତିକି ଥଣ୍ଡାରେ ପାଣି ଅଧିକ ଥଣ୍ଡା ରହୁଥିବାରୁ ତାଙ୍କୁ କଷ୍ଟ ଅନୁଭବ ହେଉଥିଲା ଯେଉଁଠିପାଇଁ ସେ ଏକ ଗାତ କରିଡେଉଁଥିଲେ ଯାହା ଦ୍ୱାରା ତାଙ୍କ ଶରୀରରେ ୨୦ଟି ଖଣ୍ଡିଆ ହୋଇଯାଇଥିଲା। ତାଙ୍କୁ ଏପରି କରିବା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ଏପରି କଣ ପାଇଁ କରୁଛନ୍ତି ବୋଲି ମଧ୍ୟ ପଚାରିଥିଲେ। ଏପରି କରି ସେ ସବୁଦିନ ଭିଡ଼ିଓ ଛାଡୁଥିଲେ ଓ କିଛି ଦିନ ପରେ ତାଙ୍କୁ ସୋସିଆଲ ମିଡ଼ିଆରେ ସମର୍ଥନ ମିଳିବା ସହ ଅନେକ ଲୋକ ଏପରି କରିଥିଲେ। ସେ ଆହରି କହିଛନ୍ତିକି ଶନିବାରକୁ ମୋର ଏପରି କରିବା ବର୍ଷେ ହୋଇଗଲା ଯାହା ମୋ ପାଇଁ ଗୋଟେ ଗର୍ବର କଥା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *