୧୦ ଲକ୍ଷ ଖର୍ଚ୍ଚ କରି ବନେଇଲା ୨୦ ଗାର୍ଲଫ୍ରେଣ୍ଡ। ଯୁବକ ଜଣକ ଏହାକୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା।

ଦୁନିଆର ଅନେକ ଦେଶ ମାନଙ୍କରେ ଲୋକମାନେ ଏହି ଡେଟିଙ୍ଗ ତଥା ଲଭ ରିଲେସନଶିପକୁ ନେଇ ଅନେକ ପ୍ରକାରର କଣ୍ଟେଣ୍ଟସ ବ୍ୟବହାର କରିବାକୁ ଭଲ ପାଆନ୍ତି। ଏମାନଙ୍କ ଭିତରେ ସବୁଠୁ ଅଧିକ ଲୋକପ୍ରିୟ ସୁଗାର ଡେଟିଂର କଂସେପ୍ଟ ଅଟେ। ଆମେରିକାର ଜଣେ ବ୍ୟକ୍ତି ଆମ ମାନଙ୍କ ସହ ତାଙ୍କ ଭାବନା ସେୟାର କଲେ କି କିପରି ଏହି କିଛି ବର୍ଷ ଭିତରେ ସେ ଏହି କଣ୍ଟେଣ୍ଟ ଦ୍ୱାରା ଦର୍ଜନ ଦର୍ଜନ ସୁନ୍ଦରୀ ଝିଅ ମାନଙ୍କୁ ଡେଟିଙ୍ଗରେ ନେଇ ସାରିଛନ୍ତି।

Google

ଆମେରିକାରେ ରହୁଥିବା ସ୍ୱେଟ ସ୍କଲ୍ଫଙ୍କୁ ତାଙ୍କ ଗ୍ରାଜୁଏସନ ସମୟରେ ହିଁ ଅନୁଭବ ହେଇଗଲା କି ସେ ନିଜ ପାଠ ପଢା ଉପରେ ସମ୍ପୂର୍ଣ ଧ୍ୟାନ ଦେବାକୁ ଚାହାନ୍ତି। ସେ ୟୁନିଭରସିଟି ଅଫ ଚିକାଗୋରୁ ଇକୋନୋମିକ୍ସ ଆଉ ଫିଲୋସୋଫି ରେ ଗ୍ରାଜୁଏସନ ଡିଗ୍ରୀ ସମାପ୍ତ କଲେ ଆଉ ୨୮ ବର୍ଷରେ ହିଁ ଏକ ବହୁତ ବଡ଼ ଜବ କରିବାକୁ ଲାଗିଲେ। ତାଙ୍କ ପାଖରେ ଡେଟିଂ ପାଇଁ ଟାଇମ ନଥିଲା।

ଫ୍ୟାବ୍ୟୁଲଷ ୱେବସାଇଟ ସହ କଥା ହେବା ପରେ ସ୍ୱେଟ କହିଲେ କି ତାଙ୍କ ଜବ ବହୁତ ହେକ୍ତିକ ଥିଲା ଆଉ ତାଙ୍କୁ ଘଣ୍ଟା ଘଣ୍ଟା କାମ କରିବାକୁ ପଡୁଥିଲା। ସେ ଏହାପରେ ଭାବିଲେ କି ଡ଼େଟିଂ ଆପ ମାନଙ୍କରେ ସେ ସମୟ ନଷ୍ଟ କରି ପାରିବେ ନାହିଁ। ମାତ୍ର ଏହାସତ୍ତ୍ୱେ ବି ସେ ବହୁତ କ୍ୟୁଟ ଝିଅ ମାନଙ୍କୁ ଡେଟ କରିବାରେ ସଫଳ ରହିଲେ କାରଣ ସେ ଗ୍ରାଜୁଏସନ ପରେ ସୁଗାର ଡ୍ୟାଡି ବନେଇବାରେ ବ୍ୟସ୍ତ ରହିଲେ।

Google

ସୁଗାର ଡ୍ୟାଡି ସେଇମାନେ ହେଇଥାନ୍ତି ଯିଏ କି ନିଜର ବୟଫ୍ରେଣ୍ଡ ଅଥବା ଗାର୍ଲଫ୍ରେଣ୍ଡ ଉପରେ ସମୟ ଦେବାକୁ କୁଣ୍ଠାବୋଧ କରନ୍ତି ଆଉ ତାଙ୍କ ଉପରେ ଅନେକ ପଇସା ଉଡାନ୍ତି। ସେମାନେ ସାଧାରଣତଃ ବଡ଼ ବିଜିନେସମ୍ୟାନ ହେଇଥାନ୍ତି ଯାହାଙ୍କ ପାଖରେ ସମୟ ଅଭାବ ଥାଏ। ଆଉ ଆର ପଟେ ସୁଗାର ବେବି ସେଇ ସୁନ୍ଦରୀ ଆକର୍ଷକ ମହିଳା ମାନେ ହେଇଥାନ୍ତା ଯିଏ କି ନିଜର ଆକର୍ଷକ ଜୀବନଶୈଳୀ ବନେଇ ରଖିବା ପାଇଁ ସୁଗାର ଡ୍ୟାଡି ମାନଙ୍କର ସାହାରା ନିଅନ୍ତି।

ସେହି ବ୍ୟକ୍ତି ଜଣଙ୍କର କହିବା କଥା କି ସେ ପୂର୍ବ ୧୦ ବର୍ଷ ଭିତରେ ପ୍ରାୟ ୧୦ ହଜାର ପାଉଣ୍ଡସ ଅର୍ଥାତ ପ୍ରାୟ ୧୦ ଲକ୍ଷ ଟଙ୍କା ୨୦ ଜଣ ସୁଗାର ବେବିଙ୍କ ଉପରେ ଖର୍ଚ୍ଚ କରି ସାରିଛନ୍ତି। ଫାଇବ ଷ୍ଟାର ହୋଟେଲ ମାନଙ୍କରେ ଖାଇବା, ହାଇ ପ୍ରୋଫାଇଲ ଡ୍ରେସ ତଥା ଡିଯାଇନର ବ୍ୟାଗ ଇତ୍ୟାଦି କେତେ ସୁବିଧା ସେହି ସୁଗାର ବେବି ମାନଙ୍କ ପାଇଁ ଉପଲବ୍ଧ କରା ଯାଇଛି।

Google

ଏହି ବ୍ୟକ୍ତି ଜଣକ କହିଲେ କି ତାଙ୍କର ସବୁଠୁ ଲମ୍ବା ରିଲେସନଶୀପ ୬ ମାସର ରହିଥିଲା ଆଉ ଲୋକମାନଙ୍କୁ ଏହି ରିଲେସନଶୀପ ମାନଙ୍କୁ ନେଇ ବହୁତ ଭୁଲ ବିଚାର ଅଛି। ଏହାକୁ ପ୍ରସ୍ତିଚ୍ୟୁସନ ସହ ତୁଳନା କରା ଯାଇପାରିବ ନାହିଁ। ଏହାର ଭୂମିକା କିଛି ଅଲଗା।

ପୂର୍ବ ୬ ବର୍ଷ ଏହି ଦ୍ୱାରା ରିଲେସନରେ ରହିବା ପରେ ସ୍ୱେଟ ନିଜର ଏକ ସୁଗାରବେବି ୱେବସାଇଟ ଲଞ୍ଚ କରିଛନ୍ତି। ସେ କହିଲେ କି ଏହି ୱେବସାଇଟ ଦ୍ୱାରା ସେ ଇଣ୍ଟରନେଟରୁ ଅନେକ ଫେକ ସୁଗାରବେବି ପ୍ରୋଫାଇଲ ମାନଙ୍କୁ ହଟେଇବାକୁ ଇଛା ପ୍ରକାଶ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *