IPL ୨୦୨୧ ଆରମ୍ଭ ପୂର୍ବରୁ ସୁପରମ୍ୟାନ ଡିଭିଲିୟର୍ସଙ୍କ ବଡ଼ ବୟାନ, ନିଜ ଅବସରକୁ ନେଇ କହିଲେ ଏମିତି କିଛି…

କ୍ରିକେଟର ମହାନ ଖେଳାଳି ଏବି ଡିଭିଲିୟର୍ସ ଏହା ସଫା ସଫା କହିଛନ୍ତିକି ସେ ଆଇପିଏଲରୁ ଏବେ ଅବସର ନେବେ ନାହିଁ। ସେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଯାଇଛନ୍ତି ସତ କିନ୍ତୁ ସେ ଆଇପିଏଲରେ ଖେଳ ଜାରିରଖିବେ। ଆଇପିଏଲ ଏବେ ମଧ୍ୟ ଡିଭିଲିୟର୍ସଙ୍କର ଜଲବା ଜାରି ରହିବ ବୋଲି ନିଜେ ଡିଭିଲିୟର୍ସ ଏହା କହିସାରିଛନ୍ତି। ଏବେ ଆଇପିଏଲରୁ ବିଦାୟ ନେବାର ପ୍ରଶ୍ନ ହିଁ ଉଠୁନି ବୋଲି ସେ କହିଛନ୍ତି।

Google

ଡିଭିଲିୟର୍ସ ଲମ୍ବା ସମୟରୁ ଆରସିବି ଟିମ ପଟୁ ଖେଳିଆସୁଛନ୍ତି ଓ ଭାରତରେ ତାଙ୍କର ଅନେକ ପ୍ରସଂସକ ଅଛନ୍ତି। ପ୍ରସଂସକ ଡିଭିଲିୟର୍ସଙ୍କୁ ସୁନ୍ଦର ପାରି ଖେଳୁଥିବାର ଦେଖିବାକୁ ଚାହିଁଥାନ୍ତି ଓ ଡିଭିଲିୟର୍ସ ମଧ୍ୟ ଏବେ କହିସାରିଲେଣିକି ସେ ଏବେ ଏହି ଲିଗକୁ ଛାଡିକି ଯିବେନାହିଁ। ଡିଭିଲିୟର୍ସ କହିଛନ୍ତି,”ମୁଁ ତାହା ଶବ୍ଦରେ କହିପାରିବିନି ଯାହା ମୁଁ ହାସଲ କରିଛି।ମୋ ସପ୍ନ ପୁରା ହୋଇଯାଇଛି ଆଇପିଏଲ ଖେଳିବା, ବିଶ୍ୱରେକର୍ଡ କରିବା ଓ ପ୍ରସଂସକଙ୍କ ସାମ୍ନାରେ ଖେଳିବା। ଯେବେ ଆପଣ ଖେଳୁଥିବେ ଆପଣଙ୍କ ସାଥି ଖେଳାଳି ମଧ୍ୟ ଆପଣଙ୍କ ପ୍ରସଂସକ ହୋଇଯିବେ ଏହା ବହୁତ ଖୁସି ଦେଲାଭଳି ଅଟେ। ମୁଁ ଭାଗ୍ୟବାନ ଅଟେ କାରଣ ମୁଁ ଏହି ଖୁସିକୁ ବହୁତ ଥର ଅନୁଭବ କରିଛି। ଆଫ୍ରିକା ଟିମକୁ ମୁଁ ଛାଡି ସାରିଛି ସତ କିନ୍ତୁ ଆଇପିଏଲରର ଆଗାମୀ କିଛି ବର୍ଷ ମୁଁ ଖେଳିବି”।

ଡିଭିଲିୟର୍ସ ଲମ୍ବା ସମୟରୁ ଆରସିବି ଟିମ ପଟୁ ଖେଳିଆସୁଛନ୍ତି ଓ ଅନେକ ସୁନ୍ଦର ପାରି ଖେଳିଛନ୍ତି। ଆରସିବି ଟିମ ମଧ୍ୟ ତାଙ୍କୁ ଛାଡିବାକୁ ଚାହୁଁନି ଓ ନିଜେ ଅଧିନାୟକ କୋହଲି ମଧ୍ୟ କହିଛନ୍ତି ଯେବେ ପର୍ଯ୍ୟନ୍ତ ସେ ଅଧିନାୟକ ରହିବେ ଡିଭିଲିୟର୍ସ ସେବେ ପର୍ଯ୍ୟନ୍ତ ଆରସିବି ପଟୁ ଖେଳିବେ। ଡିଭିଲିୟର୍ସଙ୍କ କ୍ୟାରିୟର ଉପରେ ନିଜର ପକାଇବା ତ ଡିଭିଲିୟର୍ସ ୧୭୬ ମ୍ୟାଚରେ ୫୦୫୬ ରନ କରିଛନ୍ତି। ଏହି ବର୍ଷ ଆଇପିଏଲ ୨୦୨୧ ସ୍ତଗୀତ ହେବା ପୂର୍ବରୁ ମଧ୍ୟ ଡିଭିଲିୟର୍ସ ସୁନ୍ଦର ଫର୍ମରେ ଥିଲେ ଏବେ ଆଶା କରାଯାଉଛିକି ବାକିଥିବା ମ୍ୟାଚରେ ମଧ୍ୟ ସେ ସୁନ୍ଦର ପ୍ରଦର୍ଶନ କରି ଆରସିବିକୁ ପ୍ରଥମ ଟ୍ରଫି ଦେବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *