ଦିନିକିଆ ଏବଂ ଟି-୨୦ ରେ କୋହଲିଙ୍କ ହାତରୁ ଖସିବ ଅଧିନାୟକତ୍ୱ ପଦ! ଏହାକୁ ନେଇ BCCI ଅଧ୍ୟକ୍ଷ ଦେଲେ ବଡ଼ ବୟାନ

ମିଡିଆ ରିପୋର୍ଟ ଅନୁସାରେ ଖବର ଆଗକୁ ଆସିଥିଲା ଯେ ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି କ୍ୟାପଟେନସି ପଦ ଛାଡ଼ିଦେବେ। ଭାରତୀୟ କଣ୍ଟ୍ରୋଲ ବୋର୍ଡ (BCCI) ର କୋଷାଧ୍ୟକ୍ଷ ଅରୁଣ ଘୁମଲେ ଏହି କଥାକୁ ପୁରା ପୁରି କାଟି ଦେଇଛନ୍ତି। ଘୁମଲେ ଆଇଏଏନଏସ କୁ କହିଲେ, ଏହା ଫାଲତୁ କଥା ଅଟେ ଏମିତି କିଛି ନାହିଁ। ଏହି ଖବର କେବଳ ମିଡିଆରେ ହିଁ ଭାଇରଲ ହେଉଛି। ଏହି ମାମଲାକୁ ନେଇ BCCI କୌଣସି କଥାବାର୍ତ୍ତା ହୋଇନାହିଁ। ବିରାଟ ସବୁ ଫର୍ମାଟରେ କ୍ୟାପଟେନ ବନି ରହିବେ।

Google

ଏହା ପୂର୍ବରୁ ଏହି ରିପୋର୍ଟ ଆସିଥିଲା ଯେ, କୋହଲି କ୍ୟାପଟେନ ହିସାବରେ କେବଳ ଟେଷ୍ଟ କ୍ରିକେଟରେ ସଫଳ। ହେଲେ ଲିମିଟେଡ଼ କ୍ରିକେଟରେ ତାଙ୍କ କ୍ୟାପଟେନସି ଖାସ ସଫଳତା ମିଳିନି। ସେ ଏବେ ଯାଏ ICC ଟ୍ରଫି ଜିତି ପାରିନାହାନ୍ତି। ଏହି କାରଣ ପାଇଁ ରୋହିତ ଶର୍ମା ଦଳରେ କ୍ୟାପଟେନ ହୋଇପାରନ୍ତି।

ବିଶେଷ ସୁତରୁ ଏହା ଜଣା ଯାଇଥିଲା କି BCCI ର ଶୀର୍ଷ ଅଧିକାରୀ ଇଂଲଣ୍ଡରେ ହୋଇଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତରେ ପରାଜୟ ଫଳରେ ଏହି ମାମଲା ଉପରେ କଥା ହୋଇଥିଲେ। ସେ ଦଲର ସିଲେକ୍ସନ ଉପରେ ନାରାଜ ଥିଲେ। ପ୍ରେସ ବୋଲିଂ କଣ୍ଡିସନକୁ ଦେଖି ବି ସ୍ପିନ ବୋଲରଙ୍କୁ କୋହଲି ଖେଳେଇଥିଲେ । ହେଲେ ଘୁମଲେ କହିଲେ ଯେ ଏମିତି କିଛି ବୈଠକ ହୋଇନାହିଁ।

Google

ଟିମ ମ୍ୟାନଜେମେଣ୍ଟ ସହ ବାର୍ତ୍ତାଳପର ଦାବି: ଟାଇମସ ଅଫ ଇଣ୍ଡିଆ ରୁ ଏହା ଜଣା ଯାଇଥିଲା ଯେ ବିରାଟ କୋହଲି ନିଜ ବ୍ୟାଟିଂ ଉପରେ ଧ୍ୟାନ ରଖିବା ନିମନ୍ତେ ଟି-୨୦ ଏବଂ ଦିନିକିଆରେ ରୋହିତଙ୍କୁ କ୍ୟାପଟେନ ଭାର ଦେବେ। ଏହା ବି ଭାଇରଲ ହୋଇଥିଲା କି ରୋହିତ ବିଶ୍ୱକପ ପରେ ଟିମ ଇଣ୍ଡିଆର କ୍ୟାପଟେନ ହେବେ ଏବଂ କୋହଲି ବ୍ୟାଟିଂ ଉପରେ ଫୋକସ୍ କରିବେ। ଏହାକୁ ନେଇ ସେ ଭାରତୀୟ ଟିମ ମ୍ୟାନଜେମେଣ୍ଟ ଏବଂ ରୋହିତ ଶର୍ମାଙ୍କ ସହ କଥା ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *