କମନୱେଲଥ ଗେମରେ ଭାରତର ଦବଦବା! ପଦକ ପରେ ପଦକ ଜିତୁଛି ପ୍ରିୟ ଭାରତ, ପଢନ୍ତୁ ସ୍ପେଶାଲ ରିପୋର୍ଟ

ଭାରତ ୨୦୨୨ରେ ଚାଲିଥିବା କମନୱେଲଥ ଗେମରେ ଭାଗ ନେଇଛି ଏବଂ ଜବରଦସ୍ତ ପ୍ରଦର୍ଶନ କରିଛି।ଭାରତ ଏହି ଖେଳରେ ବହୁତ ଭଲ ପ୍ରଦର୍ଶନ କରିଛି। ଭାରତର ବ୍ୟାଡ଼ମିଣ୍ଟନ ଟିମ ଫାଇନାଲରେ ପହଂଚି ଯାଇଛନ୍ତି ଏବଂ ରୋପ୍ୟ ପଦକ ପକ୍କା କରି ନେଇଛନ୍ତି। ଭାରତର ଲକ୍ଷ୍ୟ ସେନ ବିଶ୍ୱ ଚାମ୍ପିଅନ ଲୁ କିନ କୁ ହରାଇ ଦେଇଛନ୍ତି।

ଏହି ମ୍ୟାଚକୁ ସେ ୨୧-୧୮ ଆଉ ୨୧-୧୫ ସିଙ୍ଗାପୁର କୁ ହରେଇବା ରେ ସହାୟକ ହୋଇଛି। ସିଙ୍ଗାପୁର ବିପକ୍ଷରେ ୩-୦ ରେ ହରେଇବା ରେ ସହାୟକ ହୋଇଛି। ଏହା ପୂର୍ବରୁ ପି.ଭି ସିନ୍ଧୁ ଆଉ ଚିରାଗ ସାତ୍ଵିକ ନିଜ ନିଜର ମ୍ୟାଚ ଜିତିଥିଲେ। ଏହା ସହିତ ଭାରତ ଫାଇନାଲ ରେ ପହଞ୍ଚି ଯାଇଛି। ଭାରତକୁ ଆଉ ଏକ ସଫଳତା ମିଳିଛି ୪୮ କେଜି କରାଟେ ରେ ଭାରତର ସୁଶିଳା ଦେବୀଙ୍କୁ ରୋପ୍ୟ ପଦକ ମିଳିଛି।

ଟେବୁଲ ଟେନିସରେ ଭାରତ ହାସଲ କରିଛି ସ୍ୱର୍ଣ୍ଣ ପଦକ। ଏହା ସହିତ ଲଙ୍ଗ ଜମ୍ପ ଖେଳାଳି ଶ୍ରୀ ଶଙ୍କର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ୮.୦୫ ମିଟର ଲମ୍ବା ଜମ୍ପ କରି ଫାଇନାଲରେ ନିଜର ସ୍ଥାନ ପକା କରିଛନ୍ତି। ଆଉ ୨ ନମ୍ବର ଗ୍ରୁପରେ ଥିବା ମହମ୍ମଦ ଆନଶ ମଧ୍ୟ ଭଲ ପ୍ରଦର୍ଶନ କରି ୩ ନମ୍ବର ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚରେ ଶ୍ରୀ ଶଙ୍କର ପ୍ରଥମ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚରେ ଆନଶ ମହମ୍ମଦ ମଧ୍ୟ ୮.୬୮ ମିଟର ଲମ୍ବା ଜମ୍ପ କରି ୩ ନମ୍ବର ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.