ମ୍ୟାଚ ବେଳେ ଭୁଶୁଡିଲା ଗ୍ୟାଲେରୀ! ପାଖାପାଖି ୨୦୦ ଆହତ! ଦେଖନ୍ତୁ ଭିଡିଓ!

ବ୍ୟୁରୋ ରିପୋର୍ଟ: ବଡ଼ ଖବର । ମ୍ୟାଚ ବେଳେ ଭୁଶୁଡ଼ିଲା ଗ୍ୟାଲେରୀ। ଷ୍ଟାଡିୟମ ଗ୍ୟାଲେରୀ ଫୁଟବଲ ମ୍ୟାଚ ସମୟରେ ଭୁଶୁଡ଼ିପଡିଲା। ପାଖାପାଖି ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ସେଠି ମଧ୍ୟରୁ ପାଖାପାଖି ୧୫ ଜଣଙ୍କ ଅବସ୍ଥା ଗୁରୁତର।

Google

ଏହି ଘଟଣା କେରଳର ମାଲ୍ଲାପୁରମରେ ଘଟିଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ହଠାତ ଭୁଶୁଡ଼ି ପଡିଥିଲା ଫୁଟବଲ ଷ୍ଟାଡିୟମର ଗ୍ୟାଲେରୀ। ଏହା ଏମିତି ବି ହୋଇଥିଲା କି ଷ୍ଟାଡିୟମର ଫ୍ଲଡ଼ ଲାଇଟ ଟାୱାର ଭାଙ୍ଗି ଯାଇଛି। ଆହତ ପ୍ରାୟ କିଶୋର ଓ ଯୁବକ ଅଟନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ତଳେ ଦିଆଯାଇଥିବା ଭିଡିଓ ଆପଣ ଦେଖିପାରିବେ।

ପାଖାପାଖି ୯ ଟା ରାତି ବେଳେ ଏହି ଘଟଣା ହୋଇଥିଲା। ମାଂଜେରୀ ନିକଟ ସରକାରୀ ମେଡିକାଲ କଲେଜରେ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣା ମାଲ୍ଲାପୁରମରେ ଘଟିଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି ଏବଂ କହିରଖିବୁ ମାଲ୍ଲାପୁରମ କେରଳରେ ଅବସ୍ଥିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *