ଶ୍ରେୟସ ଅୟରଙ୍କ ଫେରିବା ଉପରେ ଲାଗିଲା ବ୍ରେକ, ମୈଦାନକୁ ଓହ୍ଲାଇବାକୁ ଆହୁରି ଲାଗିବ ସମୟ

ଶ୍ରେୟସ ଅୟରଙ୍କର ପୁଣି ଜଲ୍ଦି କ୍ରିକେଟକୁ ଫେରିବାର ଥିଲା କିନ୍ତୁ ଏବେ ଏଥିରେ ବ୍ରେକ ଲାଗିଯାଇଛି। ତେବେ ଆସନ୍ତୁ ଜାଣିବା କଣ ପାଇଁ ଏପରି କଣ ହେଲା ଯାହା ଦ୍ୱାରା ତାଙ୍କୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବା ପାଇଁ ପଡିବ। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଆଗାମୀ ରୟାଲ ଲଣ୍ଡନ କପରେ ଖେଳିପାରିବେନାହିଁ। ଅୟର କ୍ରିକେଟରେ ଖେଳିବା ପୂର୍ବରୁ ଭାରତରେ ହିଁ ରହିବେ।

Google

ଅୟର ଇଂଲଣ୍ଡ ସହ ଘରୋଇ ସିରିଜ ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଯାହା ଦ୍ୱାରା ତାଙ୍କର କାନ୍ଧରେ ସର୍ଜରି ହୋଇଥିଲା ଓ ସେ ଆଇପିଏଲ ମଧ୍ୟ ଖେଳିପାରିନଥିଲେ । ରୟାଲ ଲଣ୍ଡନ ସିରିଜରୁ ବାହାର ହେବା ପରେ ଅୟର କହିଛନ୍ତି ମୋର ଦୃଭାଗ୍ୟ କି ମୁଁ ଏହି ସିରିଜ ଖେଳିପାରିଲି ନାହିଁ ଏକ ଏପରି କ୍ଳବ ଯାହା ଭବିଷ୍ୟତରେ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ମତେ ଆଗାମୀ ଦିନରେ ସେହି ସିରିଜ ଖେଳିବାର ଆଶା ଅଛି।

ନିରାଶା କେବଳ ଅୟରଙ୍କୁ ନାହିଁ ସେ ନଖେଳିପାରିବାର ଦୁଃଖ ଲଂକାସାୟର କ୍ରିକେଟ କ୍ଳବକୁ ଅଛି। କ୍ଳବ କହିଛି ଆମେ ମଧ୍ୟ ବହୁତ ନିରାଶ ଅଛୁ କାରଣ ଆମେ ଅୟରଙ୍କୁ ସ୍ୱାଗତ କରିବା ପାଇଁ ଭାବିଥିଲୁ। ତାଙ୍କ ଫିଟନେସ ଆଗ ଓ ଏହାକୁ ଲଂକାସାୟର କ୍ରିକେଟ ସ୍ୱାଗତ କରୁଛି। କାନ୍ଧରେ ଆଘାତ ଲାଗିବା ପରେ ତାଙ୍କର ସର୍ଜରି ହୋଇଥିଲା ଏବେ ସେ ଠିକ ଲାଗୁଛନ୍ତି ଓ ଆଇପିଏଲ ବାକି ମ୍ୟାଚ ଖେଳିବା ପାଇଁ ଇଛା ପ୍ରକାଶ କରିଛନ୍ତି। ଯଦି ସେ ସେପ୍ଟେମ୍ବର ମଧ୍ୟରେ ପୁରା ଫିଟ ହୋଇଯିବେ ତେବେସେ ଦିଲ୍ଲୀ କ୍ୟାପିଟଲ୍ସ ପକ୍ଷରୁ ଆଇପିଏଲର ବାକିଥିବା ମ୍ୟାଚ ଖେଳିପାରନ୍ତି। ଏବେ ଏହା ଦେଖିବା ବାକି ରହିଲା ଅୟର ଆଇପିଏଲ ପାର୍ଟ ଟୁରେ ଖେଳିପାରୁଛନ୍ତିନ୍ତି କି ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *