ପାରା ଅଲମ୍ପିକସରେ ଅଵନୀଙ୍କ ବଡ଼ କମାଲ: ସ୍ୱର୍ଣ୍ଣ ପରେ ଭାରତକୁ ଦେଲେ ବ୍ରୋଞ୍ଜ, ଖବର ଭାଇରଲ

ସୁଟର ଅବନୀ ଦେଶ ପାଇଁ ଖୁସିର ଖବର ଆଣିଛନ୍ତି। ସେ ଭାରତ ପାଇଁ ଗୌରବ ପାଲଟିଛନ୍ତି। ଦ୍ୱିତୀୟ ଥର ପାରା ଅଲମ୍ପିକରେ ଭାରତ ପାଇଁ ଜିତିଲେ ମେଡାଲ। ୫୦ ମିଟର ରାଇଫଲ ୩ ପୋଜିସନ ଏସଏଚ ୧ ରେ ବ୍ରୋଞ୍ଜ ପଦକ ନିଜ ନାମରେ ନାମିତ କରେଇଛନ୍ତି। ଏହା ଶୁକ୍ରବାର ଦିନ ଘଟିଛି । ଏହି ମେଡାଲ ସହ ଭାରତ ଚାଲୁଥିବା ଖେଳରେ ମେଡାଲ ସଂଖ୍ୟା ୧୨ ରେ ପଂହଁଚିଛି।

Google

ଅଲମ୍ପିକସରେ ଭାରତର ଖେଳାଳିମାନେ ନିଜର ଗାରିମା ଜାରି ରଖିଛନ୍ତି। ଏହା ଦେଶ ପାଇଁ ଗୌରବର କଥା ଅଟେ। ସେମାନେ ଦେଶର ନାମର କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଉଚ୍ଚ ସ୍ତରକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଏହି ମେଡାଲ ଚାଲୁଥିବା ଗେମ୍ସରେ ଅଵନୀଙ୍କ ଦ୍ଵିତୀୟ ମେଡାଲ ଅଟେ।

ଏହି ମେଡାଲ ପୂର୍ବ କଥା କହିବା ତ ଅବନୀ ଓମେନ୍ସ ଆର ୨ ୧୦ ମିଟର ରାଇଫଲ କ୍ଳାସ SH ୧ ରେ ସୁନା ପଦକ ପ୍ରାପ୍ତ କରିବାରେ ସଫଳ ରହିଥିଲେ। ପାରା ଅଲମ୍ପିକସରେ ସୁନା ମେଡାଲ ହାସଲ କରିବାରେ ଅବନୀ ପ୍ରଥମ ମହିଳା ଅଟନ୍ତି। ସ୍ୱର୍ଣ୍ଣ ସହ ଏବେ ସେ ବ୍ରୋଞ୍ଜ ଜିତି ଭାରତକୁ ଗୌରବ ମୟ କରିଛନ୍ତି। ପ୍ରଥମ ଖେଳାଳି ଅଵନି ଯିଏ କି ଭାରତ ପକ୍ଷରୁ ପାରା ଅଲମ୍ପିକରେ ଦୁଇଟି ମେଡାଲ ଜିତିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *