ଜାଡେଜାଙ୍କ ମହାନତା: ରବିନ୍ଦ୍ର ଜାଡେଜା ଇଂଲଣ୍ଡର ପୂର୍ଵ ଅଧିନାୟକଙ୍କୁ ଦେଲେ ନିଜ ଜର୍ସି, କାରଣ ଅଟେ ବହୁତ ଖାସ

ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ଖାସ କାରଣ ପାଇଁ ଇଂଲଣ୍ଡର ପୂର୍ଵ ଅଧିନାୟକ ମାଇକଲ ବନଙ୍କୁ ନିଜ ଟେଷ୍ଟ ଜର୍ଶୀ ଗିପ୍ଟ କରିଛନ୍ତି। ସେହି ଜର୍ଶୀରେ ଇଂଲଣ୍ଡ ଗ୍ରସ୍ତରେ ଯାଇଥିବା ସବୁ ଖେଳାଳିଙ୍କୁ ହସ୍ତାକ୍ଷର ମଧ୍ୟ ଅଛି। ଜାଡେଜା ଚୈରିଟ ପାଇଁ ଏପରି କରିଛନ୍ତି। ଏହି ଚୈରିଟ ଅନୁସାରେ ସବୁ ଲାଭାର୍ଥୀ ଜାଣିନଥାନ୍ତି କିନ୍ତୁ ଜାଡେଜାଙ୍କୁ ବନ ଧନ୍ୟବାଦ ଜଣାଇ ଏହାକୁ ନିଜ ଇଂଷ୍ଟାଗ୍ରାମର ଷ୍ଟୋରିରେ ସେୟାର କରିବାର ଦେଖା ଯାଇଛି।

Google

ବନ ନିଜ ଇଂଷ୍ଟାଗ୍ରାମ ଷ୍ଟୋରିରେ ଏହାକୁ ସେୟାର କରିଛନ୍ତି। ଏହା ସହ ସେ କ୍ୟାପ୍ସନରେ ଲେଖିଛନ୍ତି ,”ଚିୟର୍ସ ରବିନ୍ଦ୍ର ଜାଡେଜା , ଏହି ଚୈରିଟି ଦ୍ଵାରା ବହୁତ ପଇସା ମିଳିଯିବ,”। ଜାଡେଜା ଇଂଲଣ୍ଡ ଗ୍ରସ୍ତରେ ଯାଇଥିବା ଭାରତୀୟ ଟିମର ଅଂଶ ଅଛନ୍ତି। ବର୍ତ୍ତମାନ ୫ ଟି ମ୍ୟାଚର ଟେଷ୍ଟ ସିରିଜ ୧-୧ରେ ବରାବର ଅଛି।

୩୨ ବର୍ଷୀୟ ଜାଡେଜା ବର୍ତ୍ତମାନ ପର୍ଯ୍ୟନ୍ତ ସିରିଜରେ ହୋଇଥିବା ତିନୋଟି ଯାକ ଟେଷ୍ଟ ମ୍ୟାଚ ଖେଳିଛନ୍ତି। କିନ୍ତୁ ଏବେ ଚତ୍ରୁର୍ଥ ଟେଷ୍ଟରେ ସେ ଖେଳିବା କଷ୍ଟକର ଲାଗୁଛି। ଲିଡ଼ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଯାହା ଦ୍ୱାରା ତାଙ୍କୁ ମେଡିକାଲ ନିଆଯାଇଥିଲା। ଏହା ସହ ତାଙ୍କର ମେଡିକାଲରେ ସ୍କାନ ମଧ୍ୟ ହୋଇଥିଲା।

Google

ଜାଡେଜା ତୃତୀୟ ଟେଷ୍ଟର ପ୍ରଥମ ଦିନ ଫିଲଡିଙ୍ଗ କରୁଥିବା ସମୟରେ ପଡିଯାଇଥିଲେ। ଯାହା ପରେ ସେ କଷ୍ଟ ହେବା ଦ୍ଵାରା ସେ ଫିଲଡିଙ୍ଗ ଛାଡିଦେଇଥିଲେ। ସେ ଫେରିଥିଲେ କିନ୍ତୁ ଆଉ ବୋଲିଙ୍ଗ କରିନଥିଲେ। ବ୍ୟାଟିଙ୍ଗରେ ସେ ଦ୍ୱିତୀୟ ପାରିରେ ଦ୍ରୁତ ବେଗରେ ୩୦ ରନ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଭାରତକୁ ଗୋଟେ ପାରି ଓ ୭୬ ରନରେ ହରାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *