ଆମ୍ପାୟାରାଙ୍କ ଉପରେ ରାଗିଗଲେ ଗାଭାସ୍କର,ଏହି ଫଇସଲା ଉପରେ କଲେ ଅଭିଯୋଗ

ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହା ମଧ୍ୟରେ ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆମ୍ପାୟାରଙ୍କ ଉପରେ ରାଗିବା ସହ ଆମ୍ପାୟାରଙ୍କ ଏହି ଫଇସଲା ଉପରେ କଡା ଅଭିଯୋଗ କରିଛନ୍ତି। ଗାଭାସ୍କର କହିଛନ୍ତି କୌଣସି ନିୟମ କେବେ ବ୍ୟାଟ୍ସମ୍ୟାନକୁ ଏପରି କରିବା ପାଇଁ ବାଧ୍ୟକରିନଥାଏ। ରିଷଭ ପନ୍ତଙ୍କ ଅନୁସାରେ ଆମ୍ପାୟାରଙ୍କ ନିସ୍ପତି ଅନୁସାରେ ତାଙ୍କୁ ନିଜ କାର୍ଯ୍ୟରେ ପରିବର୍ତ୍ତନ କରିବାକୁ ହେବ।

Google

ଆମ୍ପାୟାର ପନ୍ତଙ୍କୁ କହିଥିଲେକି ସେ ପିଚ ବାହାରେ ରହିବା ପାଇଁ ଏହିକାରଣରୁ ପିଚର ବିପଦପୂର୍ଣ ଅଞ୍ଚଳରେ ମାର୍କ ବାଧ୍ୟ ହୋଇରଖାଯାଉଛି। ଏହା ଉପରେ ଗାଭାସ୍କର କହିଛନ୍ତିକି ପିଚରେ ଜୋତାରେ ତିଆରି ହୋଇଥିବା ମାର୍କ କୌଣସି କାର୍ଯ୍ୟ କରେନାହିଁ। ଗାଭାସ୍କର ଏହା ମଧ୍ୟ କହିଛନ୍ତି ଯଦି ଏପରି ଠିକ ତେବେମୁଁ ଏମିତି କାହିଁକି ଭାବିପାରିଥିଲିକି ତାଙ୍କୁ ନିଜ ନିସ୍ପତି ବଦଳାଇବା ପାଇଁ କୁହାଯାଇଥିଲା? ଗାଭାସ୍କର କହିଛନ୍ତି ମୁଁ କେବଳ ଜାଣିଥିଲିକି ଜଣେ ବ୍ୟାଟ୍ସମ୍ୟାନ ପିଚରେ କୌଣସି ସ୍ଥାନରେ ରହି ଖେଳିପାରିବ।

ଯେକୌଣସି ବ୍ୟାଟ୍ସମ୍ୟାନ ପ୍ରାୟତଃ ସ୍ପିନର ବୋଲିଙ୍ଗ କଲାବେଳେ ଅଧିକତମ ଆଗକୁ ଆସି ଖେଳିଥାନ୍ତି। ଏହା ଉପରେ ପୂର୍ଣ୍ଣ ବୟାନ ଦେଇ ସାଥି ପୂର୍ଵ ଖେଳାଳି ସଞ୍ଜୟ ମଞ୍ଜରେକର ଏହାକୁ ଅବୈଧ କହିଛନ୍ତି। ଆପଣଙ୍କୁ କହିରଖିବୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ପାରିରେ ଭାରତ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଥିଲା ଯାହା ପରେ ୱିକେଟକିପର ବ୍ୟାଟ୍ସମ୍ୟାନ ପନ୍ତ ବୟାନ ଦେଇଥିଲେ। ଖେଳ ପରେ ଇଣ୍ଟରଭିଉରେ ପନ୍ତ ଜଣାଇଛନ୍ତିକି,”ମୁଁ ପିଚ ବାହାର ବିପଦପୂର୍ଣ୍ଣ ଅଞ୍ଚଳରେ ଠିଆ ହୋଇଥିବାରୁ ଅମ୍ପାୟାର ମୋତେ ଏଠାରେ ଠିଆ ହେବାକୁ ବାରଣ କରିଥିଲେ”।

Google

ସେଥିପାଇଁ ନିଜ ଇଚ୍ଛା ବଦଳାଇଥିବା ପନ୍ତ ଜଣାଇଛନ୍ତି। ପନ୍ତ ଆଗକୁ କହିଛନ୍ତି ଏହା କେବଳ ମୋ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଅଟେ ଓ ଏହା ପର ବଲରେ ପନ୍ତ ଠିକ ସ୍ଥାନରେ ଠିଆହୋଇଥିଲେ। ଅମ୍ପାୟାରଙ୍କ ଏହି ନିୟମ ପରେ ଏହାକୁ ନେଇ ଅନ୍ତଜାର୍ତ୍ତୀୟ କ୍ରିକେଟ ପରିଷଦ ପୂର୍ଣ୍ଣ କଣ ବିଚାର କରିବ ଏହାକୁ ନେଇ ଆଲୋଚନା ଜୋର ଧରିଛି। ଆପଣଙ୍କୁ ଜଣାଇଦେବୁକି କରୋନା ଯୋଗୁ ଅନ୍ୟ ଅମ୍ପାୟାର ବଦଳରେ ଘରୋଇ ଆମ୍ପାୟାର କାର୍ଯ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *