IND VS ENG: ପଞ୍ଚମ ଟେଷ୍ଟରେ ରାହାଣେଙ୍କ ଜାଗାରେ ଡେବ୍ୟୁ କରିପାରନ୍ତି ସୂର୍ଯ୍ୟ କୁମାର ଯାଦବ, ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ଭାରତ ଏହି ସିରିଜରେ ଏବେ ୨-୧ ରେ ଆଗୁଆ ଅଛି। ଶେଷ ଟେଷ୍ଟ ନିର୍ଣ୍ଣୟାକ ହେବ। ଯଦି ଭାରତକୁ ଏହାକୁ ଡ୍ର କରେ କିମ୍ବା ଜିତେ ତେବେ ଟିମ ଇଣ୍ଡିଆ ସିରିଜରେ ବିଜୟ ଲାଭ କରିବ। ଏହାକୁ ନେଇ ଏହେ ଉପ ଅଧିନାୟକ ରାହନେଙ୍କ ଫର୍ମକୁ ନେଇ ଚିନ୍ତା। ଏହା ଜୋର ଧରୁଛି ଯେ ରାହାଣେଙ୍କ ଜାଗାରେ ସୂର୍ଯ୍ୟ କୁମାର ଡେବ୍ୟୁ କରିବେ। ଯଦି ବି ଆଜିଙ୍କ୍ୟ ରାହାଣେଙ୍କୁ ମୌକା ମିଳେ ତେବେ ଆନ୍ତର୍ଜାତିୟ କ୍ରିକେଟ ଖେଳିବା ପାଇଁ ତାଙ୍କର ଶେଷ ମ୍ୟାଚ ହୋଇପାରେ, ଯଦି ସେ ଏଥିରେ ନିଜକୁ ସାବ୍ୟସ୍ତ କରି ଦେଖେଇଲେ ତେବେ ସେ ଆଗକୁ ବି ଖେଳିପାରନ୍ତି। ବିରାଟ କୋହଲି ଯଦି ଏହି ସିରିଜରେ ବିଜୟ ଲାଭ କରନ୍ତି ତେବର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ସିରିଜ ଜିତିବା ପ୍ରଥମ ଖେଳାଳି ବନିବେ।

Google

ଟିମ ପ୍ରବନ୍ଧନ ଏହାବି ଭାବୁଥିବେ କି ରାହାଣେଙ୍କୁ ଦଳରେ ଶେଷ ଟେଷ୍ଟ ପାଇଁ ରଖିବେ ନା ନାହିଁ। ଓଭାଲ ପରି ବ୍ୟାଟିଂ ପିଚରେ ଦୁଇଟି ପାରିରେ ତାଙ୍କ ବ୍ୟାଟ ଚୁପ ରହିଲା। କୋହଲି ଶେଷ ଥର ପାଇଁ ତାଙ୍କୁ ଏହି ୫ମ ଟେଷ୍ଟରେ ମୋୖକା ଦେଇପାରନ୍ତି। ଯଦି ଏହି ଟେଷ୍ଟରେ ସେ ଉପଯୁକ୍ତ ଭାବେ ବ୍ୟାଟିଂ ନ କଲେ ତେବେ ତାହା ତାଙ୍କର ଶେଷ ମ୍ୟାଚ ହୋଇପାରେ।

ଯଦି ତାଙ୍କୁ ମୌକା ନ ମିଳେ ତେବେ ସୂର୍ଯ୍ୟ କୁମାର ଯାଦବ ଶେଷ ଟେଷ୍ଟ ଖେଳିପାରନ୍ତି। ସୂର୍ଯ୍ୟ ଶୀଘ୍ର ଶୀଘ୍ର ରନ ବନାଇବା ପାଇଁ ଜଣା ଯାଆନ୍ତି। ଏହା ସହ ବିନା ଯିମି ଆଣ୍ଡରସନ ସହ ଓହ୍ଲାଉଥିବା ଦଳ ଇଂଲଣ୍ଡ ଉପରେ ପ୍ରେସର ବି ରହିବ।

Google

ଶେଷ ଟେଷ୍ଟରେ ବୁମରାଙ୍କୁ ମିଳିପାରେ ରେଷ୍ଟ: ବୁମରା ପୂର୍ବ ୧ ମାସ ହେବ ୧୫୧ ଓଭର ବୋଲିଂ କରିସାରିଛନ୍ତି। ଯେଉଁଥିରେ ଓଭାଲ ଟେଷ୍ଟର ପଞ୍ଚମ ଦିନ ୨୨ ଓଭର ପକାଇଥିଲେ। ସେହି ଟେଷ୍ଟ ଭାରତ ୧୫୭ ରନରେ ବିଜୟ ଲାଭ କରିଥିଲା। ମହମ୍ମଦ ସାମୀ ଫିଟ ହେବା ପରେ ତାଙ୍କର ଖେଳିବା ପାଖାପାଖି ତୟ ପରି ଲାଗୁଛି।

ଚେତେଶ୍ୱର ପୂଜାରା ହେଲେ ଫିଟ, ଇଂଲଣ୍ଡ ଦଳ ରୁଟଙ୍କ ଉପରେ ନିର୍ଭର: ଚେତେଶ୍ୱର ପୂଜାରା ଅଭ୍ୟାସ ସିଜିନରେ ତାଙ୍କ ଫିଲ୍ଡିଂ ଦେଖି ଫ୍ୟାନ୍ସ ମାନେ ଖୁସି ହୋଇଛନ୍ତି। ସେ ବଡ଼ ପାରି ଖେଳି ସିରିଜର ୬୦୦ ରନ ମାଇଲଷ୍ଟନ ଅତିକ୍ରମ କରିବାକୁ ଚାହିଁବେ। ଜୋ ରୁଟଙ୍କ ସହ ଭାଇସ କ୍ୟାପଟେନ ଜୋସ ବଟଲର ଖେଳିବେ ବୋଲି ଅନୁମାନ କରାଯାଉଛି।

Google

ସମ୍ଭାବ୍ୟ ପ୍ଲେଇଁ ଇଲେଭେନ: ବିରାଟ କୋହଲି (କ୍ୟାପଟେନ),ରୋହିତ ଶର୍ମା, କେ ଏଲ ରାହୁଲ, ଚେତେଶ୍ୱର ପୂଜାରା , ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ସାରଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମୀ(ଯଦି ଫିଟ ହୋଇଥିବେ), ଉମେଶ ଯାଦବ/ ଯଶପ୍ରୀତ ବୁମରା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *