ଏହି ୩ଟି କାରଣ ଯାହା ପାଇଁ ଭାରତ ଜିତିପାରିବନି ଟି-୨୦ ବିଶ୍ୱକପ, କଣ ଏବେ ଦଳ ଚେଞ୍ଜ ହେବା ଦରକାର?

ଭାରତୀୟ ଦଳ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିକିଆ ଟିମ ପ୍ରସ୍ତୁତ କରିଛି। ସବୁ ଖେଳାଳି ଜିତିବା ପାଇଁ ଚାହିଁବେ। ସବୁ ଖେଳାଳି ବହୁତ ଭଲ ରେକର୍ଡ ସହ ଦଳରେ ସ୍ଥାନ ପାଇଛନ୍ତି। ଏହା ସହ ହିଟମାନ ରୋହିତ ଶର୍ମା ମଧ୍ୟ ଏହି ଦଳରେ ଅଛନ୍ତି। ଯାହାଙ୍କୁ ବ୍ୟାଟିଂରେ ବଡ଼ ପାରି ଖେଳିବାର ଜଣା ଯାଆନ୍ତି। ଏମିତିରେ ସମସ୍ତେ ଚାହିଁବେ ବିଜୟ ଟ୍ରଫି ହାସଲ କରିବା ପାଇଁ ହେଲେ ଏହି କେତୋଟି ଅସୁବିଧା ଅଛି ଯାହା ଭାରତକୁ ଟ୍ରଫି ଉଠାଇବାରେ ଅଟକାଇପାରେ। ଆଜି ଆମେ ସେହି ୩ଟି କାରଣ ବିଷୟରେ ଆଲୋକପାତ କରିବୁ।

Google

୧.ୟୁଜବେନ୍ଦ୍ର ଚାହଲଙ୍କ ଅନୁପସ୍ଥିତି: ଟି-୨୦ ବିଶ୍ୱକପ ପାଇଁ ଚାହଲଙ୍କୁ ଦଳରେ ସ୍ଥାନ ନମିଳିବା ସବୁଠୁ ଚିନ୍ତାର ବିଷୟ ଅଟେ। କାରଣ ଗୋଟିଏ ପଟେ ସେ ବହୁତ ଭଲ ଲେଗ ସ୍ପିନର ଏବଂ ସେ ଭାରତ ପକ୍ଷରୁ ସବୁଠୁ ଅଧିକ ଟି-୨୦ ୱିକେଟ ନେଇଥିବା ବି ବୋଲର ଅଟନ୍ତି।

ଏବେ ଯାଏ ୟୁଜି ଚାହଲ ଭାରତ ପକ୍ଷରୁ ୬୩ ଟି ଟି-୨୦ ୱିକେଟ ଅକ୍ତିଆର କରିସାରିଛନ୍ତି। କହିରଖିବୁ ଆଇପିଏଲରେ ତାଙ୍କ ପ୍ରଦର୍ଶନ ବି ଭଲ ଅଟେ। ସବୁବେଳେ ଦଳକୁ ବିଜୟ ପଥରେ ନେଉଥିବା ଚାହଲଙ୍କୁ ଦଳରେ ସ୍ଥାନ ନିମିଳିବା ଚିନ୍ତାର ବିଷୟ ଅଟେ।

Google

୨.ବାମ ହାତୀ ବ୍ୟାଟ୍ସମାନଙ୍କ ଅଭାବ: ବିସିସିଆଇ ଗଣିକରି ହିଁ ବାମହାତୀ ବ୍ୟାଟ୍ସମାନଙ୍କୁ ଦଳରେ ଜାଗା ଦେଇଛନ୍ତି। ଯେଉଁଥିରେ କେଉଁ ଜଣେ ହିଁ ଟିମର ପ୍ଲେଇଁ ଇଲେଭେନରେ ଖେଳିପାରିବେ। ୱିକେଟ କିପର ବ୍ୟାଟ୍ସମାନ ଋଷଭ ପନ୍ତ ଏବଂ ଇସାନ କିଷାନ ଦୁଇ ଜଣଙ୍କ ବାମ ହାତୀ ସ୍ପେଶାଲିଷ୍ଟ ବ୍ୟାଟ୍ସମାନ ଅଟନ୍ତି। ଏହି ଦୁଇଙ୍କ ଛଡା ରବୀନ୍ଦ୍ର ଜାଡେଜା ବି ଏପରି ପ୍ଲେୟର ଯିଏ ବାମ ହାତୀ ବ୍ୟାଟ୍ସମାନ ଅଟନ୍ତି। ହେଲେ ତାଙ୍କୁ ବ୍ୟାଟିଂ ହିସାବରେ ଅଧିକ ମୌକା ମିଳିବ କି ନାହିଁ ଏଯାଏ ଜଣା ନାହିଁ।

୩.ହାର୍ଦିକ ପାଣ୍ଡ୍ୟାଙ୍କର ବିକଳ୍ପ ନାହିଁ: କହିରଖିବୁ ପାଣ୍ଡ୍ୟା ଦଳରେ ସ୍ଥାନ ପାଇଛନ୍ତି ଏବଂ ସେ ୪୨ଟି ୱିକେଟ ୪୯ ମ୍ୟାଚରେ ଅକ୍ତିଆର କରିଛନ୍ତି। ତାହା ସହ ୪୮୪ ରନ ବନାଇଛନ୍ତି। ହେଲେ ଦଳ ପାଇଁ ଚିନ୍ତା ଏହା ହୋଇପାରେ ଯେ ତାଙ୍କର ଏବେ ଫର୍ମ ନାହିଁ। ସେ ଆଇପିଏଲ ଏବଂ ଆନ୍ତର୍ଜାତୀୟ ମ୍ୟାଚରେ ବୋଲିଂ କରୁନାହାନ୍ତି। ଏହା ପରେ ବି ଦଳ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଚଏସ କରିନାହିଁ। ଯଦି କୌଣସି କାରଣ ବଶତଃ ହାର୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ଗତି କଲେଣି ସେତେବେଳେ ତାହା ଦଳ ପାଇଁ ଚିନ୍ତାର ବିଷୟ ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *