ବିରାଟ କୋହଲି ଇଂଷ୍ଟାଗ୍ରାମରେ ଭାଙ୍ଗିଦେଲେ ସବୁ ରେକର୍ଡ, ଇତିହାସରେ ଦାଖଲ ହେଲା ନାମ, ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତେ କୋଟି…

ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଖେଳ ଷ୍ଟାଇଲ ଏବଂ ଫର୍ମ ପଡ଼ିଆରେ କିପରି ବି ରହୁ କିନ୍ତୁ ସେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ନିଜ ନାମରେ ନାମିତ କରୁଛନ୍ତି। ଏହାର ଉତ୍ତର ସେବେ ମିଳିଲା ଯେବେ ସେ ଶୁକ୍ରବାର ଦିନ ଇଂଷ୍ଟାଗ୍ରାମରେ ରେକର୍ଡ ହାସଲ କଲେ।

Google

ବିରାଟଙ୍କ ଇଂଷ୍ଟାଗ୍ରାମରେ ୧୫ କୋଟି ଫଲୋଅର୍ସ: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଇଂସ୍ତାଗ୍ରାମରେ ୧୫୦ ମିଲିଅନ ଫଲୋଅର୍ସ ହାସଲ କରିଛନ୍ତି। ଏହି ରେକର୍ଡ ହାସିଲ କରିବାରେ ସେ ପ୍ରଥମ ଏବଂ ଏକମାତ୍ର ଖେଳାଳି ଅଟନ୍ତି। ଖେଳ ଦୁନିଆରେ ସେ ଏହି ଫଲୋଅର୍ସ ସହ ନମ୍ବର ୪ରେ ସ୍ଥାନ ପାଇଯାଇଛନ୍ତି।

ଶୀର୍ଷରେ ଖ୍ରୀଷ୍ଟିଆନ ରୋନାଲଡୋ: ଖ୍ରୀଷ୍ଟିଆନ ରୋନାଲଡୋ ୩୭୦ ମିଲିଅନ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଏହି ଲିଷ୍ଟରେ ୨ ନମ୍ବରରେ ଷ୍ଟାର ଫୁଟବଲର ଲିଓନେଲ ମେସି ୨୬୦ ମିଲିଅନ ଫଲୋଅର୍ସ ସହ ଥିବା ବେଳେ ୩ୟ ନମ୍ବରରେ ୧୬୦ ମିଲିୟନ ଫଲୋଅର୍ସ ସହ ନିଓମାର ଜୁନିୟର ଅଛନ୍ତି ଏବଂ କ୍ରିକେଟର ବିରାଟ କୋହଲି ୧୫୦ ମିଲିଅନ ସହ ୪ୟ ସ୍ଥାନରେ ଅଛନ୍ତି।

Google

ଏସିଆରେ ନମ୍ବର ୧ ରେ କିଙ୍ଗ କୋହଲି: ବିରାଟ କୋହଲି ଇଂସ୍ତାଗ୍ରାମ ଫଲୋଅର୍ସରେ ଏସିଆରେ ନମ୍ବର ୧ ରେ ଅଛନ୍ତି। ସେ ଏହା ପୂର୍ବରୁ ୭୫ ମିଲିଅନ ଫଲୋଅର୍ସ ସହ ପ୍ରଥମ ଏସିଆଇ ବନି ଯାଇଥିଲେ।

ଫେସବୁକ ଏବଂ ଟ୍ୱିଟରରେ ବି ଜବରଦସ୍ତ ଫ୍ୟାନ ଫୋଲୋଇଙ୍ଗ: ଇଂସ୍ତାଗ୍ରାମ ଛଡା କୋହଲି ଟ୍ୱିଟରରେ ଏବଂ ଫେସବୁକରେ ବି ଚର୍ଚ୍ଚାରେ। ଟ୍ୱିଟରରେ ୪୩.୪ ମିଲିଅନ ଫଲୋଅର୍ସ ଥିବା ବେଳେ ଫେସବୁକରେ ୪୮ ମିଲିଅନ ଉପରେ ଫଲୋଅର୍ସ ଅଛନ୍ତି।

Google

ବଲିଉଡ଼ ଷ୍ଟାରଙ୍କୁ ପଛରେ ପକାଇଲେ ବିରାଟ: ସବୁଠୁ ଅମୀର ସେଲିବ୍ରେଟି ଲିଷ୍ଟରେ କୋହଲି ଅକ୍ଷୟ କୁମାର ଏବଂ ରଣବିର ସିଂ ଙ୍କୁ ପଛରେ ପକାଇଦେଇଛନ୍ତି।

ଗୋଟିଏ ପୋଷ୍ଟ ବିରାଟଙ୍କ ୫କୋଟି: ଡଫ ଆଣ୍ଡ ଫ୍ଲେପ୍ସ ଦ୍ଵାରା ଏକ ଷ୍ଟଡି ଅନୁସାରେ ବିରାଟ କୋହଲି କଥିତ ଥରରେ ୨୩୭.୭ ମିଲିଅନ ଡ଼ଲାର ବ୍ରାଣ୍ଡ ଭ୍ୟାଲୁ ସହିତ ଭାରତର ସବୁଠୁ ଅମୀର ସେଲିବ୍ରେଟି ରୂପରେ ଆଗରେ ଅଛନ୍ତି। ଗୋଟିଏ ଫଟୋ ପାଇଁ କୋହଲି ୫କୋଟି ଚାର୍ଜ କରିଥାନ୍ତି। ଏହି ଅନୁସାରେ ରୋନାଲଡୋ ୧୧.୭୨ କୋଟି ନିଅନ୍ତି ବୋଲି ଜଣା ଯାଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *