ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ୧୬ ଟି ଦଳ, ଦେଖନ୍ତୁ କେଉଁ ଦଳରେ କେଉଁ ଧୂଆଁଧାର ଖେଳାଳି ପାଇଲେ ସ୍ଥାନ, ଖବର ଭାଇରଲ

ଆପଣଙ୍କୁ କହିରଖିବୁ ୟୁଏଇ ଓ ଓମାନରେ ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ଖେଳାଯିବ ଯାହାର ଆରମ୍ଭ ୧୭ ଅକ୍ଟୋବରରୁ ହେବ ଓ ଏହାର ଫାଇନାଲ ୧୪ ନଭେମ୍ବରକୁ ଖେଳାଯିବ।ଏହା ପାଇଁ ଟିମ ଘୋଷଣା କରିବାର ଶେଷ ତାରିଖ ୧୦ ସେପ୍ଟେମ୍ବର ଥିଲା ତେଣୁ ସବୁ ୧୬ ଟି ଯାକ ଟିମ ନିଜ ଟିମ ଘୋଷଣା କରିସାରିଲେଣି। ତେବେ ଆସନ୍ତୁ ଜାଣିବା କେଉଁ ଟିମରେ କେଉଁ ଖେଳାଳି ଅଛନ୍ତି।

Google

ଆଫଗାନିସ୍ତାନ ଟିମ:ରାସିଦ ଖାନ, ରହମଉଲ୍ଲା ଗୁରବାଜ (ୱିକେଟକିପର), ହଜରତଉଲ୍ଲା ଜାଯାଇ, ଉସମାନ ଗନି, ଅସଗର ଅଫଗାନ, ମହମ୍ମଦ ନବୀ(ଅଧିନାୟକ), ନଯିବୁଲ୍ଲାହ ଜାଦରାନ, ହସମତଉଲ୍ଲାହ ସାହିଦ, ମହମ୍ମଦ ସେହେଜାଦ, ମୁଯିବ ଉର ରେହେମାନ, କରିମ ଜନତ, ଗୁଲବଦିନ ନାୟବ, ବବିନ ଉଲ ହକ, ହମିଦ ହସନ, ସରାଫୁଦିନ ଅସରଫ, ଡୌଲତ ୟାଦରାନ, ସାପୁର, ୟାଦରାନ, ଓ କୈସ ଅହମ୍ମଦ।

ଅଷ୍ଟ୍ରେଲିଆ ଟିମ: ଏରନ ଫିଞ୍ଚ(ଅଧିନାୟକ), ଏଷ୍ଟନ ଏଗର, ପେଟ କମିନ୍ସ (ଉପଅଧିନାୟକ), ଜୋସ ହେଜଲହୁଡ଼, ଜୋସ ଇଂଲିସ, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସୋଏଲ, କେନ ରିଚର୍ଡସନ, ଷ୍ଟିମ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋନିସ, ମିଚେଲ ସ୍ପେପସନ, ମାଥୟୁ ବେଡ଼, ଡେଭିଡ ୱାନର, ଏଡ଼ମ ଜାମ୍ପା।

Google

ବଙ୍ଗଳାଦେଶ ଟିମ: ମହମ୍ମଦଦୁଲ୍ଲାହ(ଅଧିନାୟକ), ନଇମ ଶେଖ, ସୌମ୍ୟ ସରକାର, ଲିଟନ ଦାସ, ସାକୀବ ଅଲ ହସନ, ମୁସଫିକୁର ରହିନ, ଅଫିଫି ହୁସେନ, ନୁରୁଲ ହସନ ସୋହନ, ସାକ ମହେଦି ହସନ, ନସୁମ ଅହମ୍ମଦ, ମୁସ୍ତଫିଜୁର ରହମାନ, ସୋରଫୁଲ ଇସଲାମ, ତକିନ ଅହମ୍ମଦ, ସେଫ ଉଦିନ, ସମିମ ହୁସେନ।

ଇଂଲଣ୍ଡ ଟିମ: ଇୟୋନ ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲୀ, ସାମ ବିଲିଙ୍ଗସ, ଟାଇମଲ ମିଲସ, ଯେସନ ରୟ, ଜୋସ ବଟଲର, ଜନି ବେୟରଷ୍ଟୋ, ଡେଭିଡ ମଲାନ, ଲିୟମ ଲିଭିଂଙ୍ଗଷ୍ଟୋନ, କ୍ରିସ ବୋକ୍ସ, ଡେଭିଡ ବିଲି, କ୍ରିସ ଜୋର୍ଡନ, ମାର୍କ ବୁଡ଼, ଆଦିଲ ରସିଦ, ସୈମ କରନ।

Google

ଭାରତୀୟ ଟିମ:ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା(ଉପଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ,ରିଷଭ ପନ୍ତ(ୱିକେଟକିପର), ଇସାନ କିସନ(ୱିକେଟକିପର), ହାର୍ଦ୍ଧିକ ପାଣ୍ଡିଆ, ରବିନ୍ଦ୍ର ଜାଡେଜା,ରାହୁଲ ଚାହାର, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ସାମୀ

ପାକିସ୍ତାନ ଟିମ:ବାବର ଆଜମ(ଅଧିନାୟକ), ସାଦାଵ ଖାନ (ଉପଅଧିନାୟକ), ଇମାଡଦ ବସିମ, ମହମ୍ମଦ ରିଜବାନ(ୱିକେଟକିପର), ଖୁସଦିଲ ସାହା, ମହମ୍ମଦ ବସିମ ଜୁନିୟର, ଆସିଫ ଅଲ୍ଲୀ, ମହମ୍ମଦ ହଫିଜ, ସାହିନ ଅଫରିଦି, ଆଜମ ଖାନ ,ମହମ୍ମଦ ହସନେନ, ସୋହେବ ମକସୁଦ, ହାରିସ ରଉଫ, ମହମ୍ମଦ ନବାଜ, ଓ ହସନ ଅଲ୍ଲୀ।

ୱେଷ୍ଟଇଣ୍ଡିଜ ଟିମ: କିରୋନ ପୋଲାଡ଼(ଅଧିନାୟକ), ନିକୋଲସ ପୁରନ, ଫାବିୟନ ଏଲନ, ଡିଜେ ବ୍ରାଭୋ, ରୋସ୍ଟନ ଚେଜ, ଆର ଫ୍ଲେଚର, କ୍ରିସ ଗେଲ, ସିମରାନ ହେଟମାୟର, ଇବିନ ଲୁଇସ, ଓବେଡ଼ ମେକ୍ୟୁୟ, ଲେଣ୍ଡଲ ସେମନ୍ସ, ରବି ରାମ୍ପଲ, ଆଣ୍ଡ୍ରେ ରସେଲ, ଓସାନ ଥୋମସ, ହେଡ଼ନ ବାଲ୍ସ ଜୁନିୟର।

ଦକ୍ଷିଣ ଆଫ୍ରିକା ଟିମ:ତେମ୍ବା ବାବୁମା(ଅଧିନାୟକ), କେଶବ ମହାରାଜ, କ୍ୟୁଣ୍ଟନ ଡିକକ, ବୟନ ଫୋଟୁଇନ, ରିଜା ହେଡ଼ରିକ୍ସ, ହେନରିଚ କ୍ଳାସେନ, ଏଡ଼ନ ମାର୍କରାମ, ଡେଭିଡ ମିଲର, ଡବ୍ଲୁ ମୁଲଡ଼ର, ଲୁଙ୍ଗି ଏନଗିଡି, ଏସମ୍ପର୍କରେନରିଚ ନୋର୍ଜେ, ଡିଜେ ପ୍ରେଟୋରିୟମ, କଗୀସୋ ରବାଡ଼ା, ତବରେଜ ସମସି ଓ ରାଶି ବାନ ଡ଼ର ହୁସେନ।

ଶ୍ରାଲଙ୍କା ଟିମ: ଦାସୁନ ସନକା(ଅଧିନାୟକ),ଧନଞ୍ଜୟ ଡି ଭା(ଉପଅଧିନାୟକ), ଅବିଷ୍କା ଫନାନ୍ଡୋ, ଚରିତ ଅସଲଙ୍କା, ଭାବୁକା ରାଜପକ୍ଷା, କମିଣ୍ଡୁ ମେଂଣ୍ଡିସ, କୁସଲ ପେରେରା, ଦିନେସ ଚଣ୍ଡିମଲ, ବନିନ୍ଦୁ ହସରଂଙ୍ଗା, ଚମିକା କରୁଣାରତ୍ନ, ଲାହିରୁ ମଦୁସଂକା, ଦୁଷ୍ମନ୍ତା ଚମୀରା, ନୁବାନ ପ୍ରଦୀପ, ମହିସ ଥିକିରାନା, ପ୍ରବୀଣ ଜୟବିକ୍ରମା।

Google

ନ୍ୟୁଜଲ୍ୟାଣ୍ଡ ଟିମ: କେନ ୱିଲିୟନସନ(ଅଧିନାୟକ), ଟୋଡ଼ ଏସେଲ, ଟ୍ରେଣ୍ଟ ବୋଲଟ, ଡୋବେନ କୋନବେ, ମାର୍ଟିନ ଗପଟିଲ, ଗ୍ଲେନ ଫିଲିପ୍ସ, ଟିମ ସେଇଫଟ(ୱିକେଟକିପର), ମାର୍କ ଚୈପମ୍ୟାନ, ଡେରେଲ ମିଚେଲ, ଯେମି ନିଶମ, ମିଚେଲ ସୈଣ୍ଟନର, ଇସ ସୋଢ଼ି, କାଇଲେ ଯେମିସନ, ଲୋକି ଫର୍ଗୁସନ, ଟିମ ସାଉଥି।

ନେଦରଲ୍ୟାଣ୍ଡ ଟିମ: ପିଟର ସିଲର(ଅଧିନାୟକ), କୋଲିନ ଏକରମାନ, ଫିଲିପି ବୋଇସବେନ, ବେନ କୂପର, ବାସ ଡିଲିଡ଼, ସ୍କାଟ ଏଡ଼ଭାଇସ, ବ୍ରେଡ଼ନ ଗ୍ଲୋବର, ଫ୍ରେଡ଼ କ୍ଳାସେନ, ଷ୍ଟିପନ ମିବର୍ଗ, ମୈକ ଓଡାଉଡ, ରୟାନ ଟେନ ଡ଼ଜଚେଟ, ଲୋଗନ ବୈନ ବିକ, ଟିମ ବୈନ ଡର ଗଟନ, ରୋଇଲୋଫ ବୈନ ଡର ମେର୍ବ ଓ ପାଲ ବୈନ ମିକରନ।

ଆଇଲ୍ୟାଣ୍ଡ ଟିମ: ଏଣ୍ଡ୍ରୟୁ ବାଲବର୍ଣି(ଅଧିନାୟକ), ମାର୍କ ଏଡେର, କୁର୍ଟସ କୈଫ୍ଲେର, ଗେରେଥ ଡେଲିନି, ଜାର୍ଜ ଡାକରେଲ, ସେନ ଗେଟକୈଟ, ଗ୍ରାହମ କେନେଡି, ଜୋସ ଲିଟିଲ, ଏଣ୍ଡ୍ରୟୁ ମୈକବ୍ରାୟନ, ବୈରି ମୈକକାର୍ତି, କେବିନ ଓବ୍ରାୟନ, ନିଲ ରୋକା, ସିମି ସିଂହ, ପାଲ ଷ୍ଟ୍ରେଲିଂଙ୍ଗ, ହୈରି ଟେକଟର, ଲୋରକେନ ଟକର, ବେନ ହ୍ଵାଇଟ, ଓ କ୍ରିଗ ୟଂଗ।

ନାମୀବୀୟ: ଗେରହାର୍ଡ ଇରାସମସ(ଅଧିନାୟକ), ଷ୍ଟିପନ ବାର୍ଡ, କାର୍ଲ ବ୍ରିକେନଷ୍ଟାପ, ମିଚଉ ଡୁପ୍ରିଜ, ଜୈନ ଫ୍ରିଲିଫ, ଜୈନ ଗ୍ରୀନ, ନିକୋଲ ଲୋକି ଇଟାନ, ବେରନାର୍ଡ ସ୍କୋଲଟଜ, ବେନ ସିକୋଙ୍ଗ, ଜେଜେ ସ୍ମିଟ, ରୁବେନ ତୃମ୍ପେଲମାନ ,ମାଇକଲ ବେନ ଲିଂଗେନ, ଡେଭିଡ ବିଜ, କ୍ରିଗ ବିଲିୟନ୍ସ ,ପିକି ୟା ଫ୍ରାନ୍ସ।

ଓମାନ ଟିମ: ଜିସାନ ମକସୁଦ(ଅଧିନାୟକ), ଆକିବ ଇଲ୍ୟାସ, ଜତିନ୍ଧର ସିଂହ, ଖବର ଅଲ୍ଲୀ, ମହମ୍ମଦ ନଦୀମ, ଅୟାନ ଖାନ, ସୂରଜ କୁମାର, ସନ୍ଦୀପ ଗୋଡ଼, ନେସ୍ତର ଢ଼ାବା, କଲିମୁଲ୍ଲାହ ,ବିଲାସ ଖାନ, ନସିମ ଖୁସି, ସୁଫୟାନ ମହସୁଦ, ଫୟାଜ ବଟ ଓ ଖୁରମ ଖାନ

ପାପୁଆ ନ୍ୟୁ ଗେନି: ଅସଦ ଵାଲା(ଅଧିନାୟକ), ଚାଲ୍ସ ଏମିନି, ଲେଗା ସିଏକା, ନୋରମୈନ ବନୁଆ, ନୌସେନା ପୋକାନା, ପିପଲିଙ୍ଗ ଡୋରିୟା, ଟୋନି ଉରା, ହେରି ହେରି, ଗୋଡି ଟୋକା, ସେସେ ବାଉ, ଡାମିୟନ ରାବୁ, କବୁଆ ବାଗି ମୋରିୟା, ସିମୋନ ଅତାଇ ,ଯେସେନ କେଲା, ଚାର୍ଡ ସୋପର ଓ ଜୈକ ଗାର୍ଡନର।

ସ୍କର୍ଟଲ୍ୟାଣ୍ଡ: କାଇଲ କୋଇଟଜର(ଅଧିନାୟକ), ରିଚର୍ଡ ବେରୀଙ୍ଗଟନ(ଉପଅଧିନାୟକ), ଡିଲେନ ବଜ, ମେଥୟୁ କ୍ରସ (ୱିକେଟକିପର), ଜୋସ ଦାବି, ଏଲାସଡେର ଏବାଂସ, କ୍ରିସ ଗିବ୍ସ, ଓଲି ହେୟର୍ସ, ମାଇକଲ ଲିସ୍କ, କୈଲମ ମୈକଲିୟୋଡ଼, ଜାର୍ଜ ସୁନସେ, ସାଫୟାନ ସରିଫ, କ୍ରିସ ସୋଲ, ହଂଜା ତାହୀର, କ୍ରିଗ ବୈଲେସ(ୱିକେଟକିପର), ମାର୍କ ବାଟ, ଓ ବ୍ରେଡ଼ ହ୍ବିଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *