ଶ୍ରୀଶାନ୍ତ ମୈଦାନ ଉପରକୁ ଫେରି ଆସିଛନ୍ତି, ସେ ଭାରତ ପାଇଁ ଏହା କରିବାକୁ ଚାହୁଁଛନ୍ତି।

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଏସ ଶ୍ରୀଶାନ୍ତ ପ୍ରାୟ ୮ ବର୍ଷ ପରେ ପୁନର୍ବାର କ୍ରିକେଟକୁ ଫେରିବାକୁ ଯାଉଛନ୍ତି। ଶ୍ରୀଶାନ୍ତ ପ୍ରାୟ ୮ବର୍ଷ ପରେ ଭାରତୀୟ ଘରୋଇ କ୍ରିକେଟ ସିଯିନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ସୟାଦ ମୁସ୍ତାକ ଅଲି ଟ୍ରଫିରେ ପୁନର୍ବାର କେରଳ ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଏହି ଖେଳରେ ତାଙ୍କୁ କେରଳ ତରଫରୁ ସାମିଲ କରାଯାଇଛି ଯେଉଁଥିରେ ସେ କେରଳର ବୋଲିଂ ଆଟାକର ନେତୃତ୍ତ୍ୱ କରିବାକୁ ଯାଉଛନ୍ତି।

Google

ଶ୍ରୀଶାନ୍ତ ନିଜ ମୈଦାନ ଭିତରେ ଜଣେ ବହୁତ ଆକ୍ରମନାତ୍ମକ ବୋଲର ଭାବେ ପ୍ରମୁଖ ଥିଲେ ଆଉ ସେହିପରି ହିଁ ସେ ଏବେ ଫେରିବାକୁ ଯାଉଛନ୍ତି। ଏହି ତୁର୍ଣ୍ଣାମେଣ୍ଟ ଭିତରେ ସେ ଏକ ୱାର୍ମ ଅପ ମ୍ୟାଚରେ ବି ସାମିଲ ହେଇ ଯାଇଛନ୍ତି।

ବିଲକୁଲ ବଦଳି ନାହାନ୍ତି ଶ୍ରୀଶାନ୍ତ:

ୱାର୍ମ ଅପ ମ୍ୟାଚ ଭିତରେ ଶ୍ରୀଶାନ୍ତ ବହୁତ ଆକ୍ରମନାତ୍ମକ ସ୍ଵଭାବରେ ନଜର ଆସିଲେ। ଏଠାରେ ସେ ବ୍ୟାଟ୍ସମ୍ୟାନ ମାନଙ୍କୁ ଆଖି ଘୁରେଇବା ତଥା ସଲେଜ କରୁଥିବାର ନଜର ଆସିଲେ। ଆଜି ବି ସେ ସେହିପରି ଅଛନ୍ତି ଆଉ ତାଙ୍କୁ ଦେଖି ଆମ ପୁରାତନ ଦିନ ମନେ ପଡିଗଲା। ଏହା ବି ନଜରରେ ରଖିବା ଦରକାର କି ସେ ବିଲକୁଲ ବି ବଦଳି ଯାଇଛି ବୋଲି ନଜର ଆସି ନାହାନ୍ତି। ସେ ଲଗାତାର ସେହିପରି ଗତିରେ ବୋଲିଂ କରୁଥିବାର ନଜର ଆସିଲେ।

ରଣଜୀ ଆଉ ଇରାଣୀ ଟ୍ରଫି ଜିତିବାକୁ ଚାହାନ୍ତି ଶ୍ରୀଶାନ୍ତ:

୨୦୧୯ରେ ତାଙ୍କ ଉପରେ ଲାଗିଥିବା ବ୍ୟାନ ହଟେଇ ଦିଆ ଗଲା। ଏହା ପରେ ପୁଣି ୭ବର୍ଷ କରି ଦିଆଗଲା। ଏହି କାରଣରୁ ହିଁ ସେ ଘରୋଇ ତତ୍ଯା ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହେଇଗଲେ। ଏକଁ ଇଂରାଜୀ ଖବର କାଗଜ ସହ କଥା ବାର୍ତ୍ତା କରୁ କରୁ ସେ କହିଲେ କି “ଏବେ ଆଶା ଅଛି କି ସେ ୨୦୨୩ର ଏକ ଦିବସିୟ ବିଶ୍ୱକପ ବି ଖେଳି ପାରିବେ। ଆଇପିଏଲ ଟିମ ମାନଙ୍କୁ ନେଇକି ବି ସେ ଅଧିକ ଖବର ରଖୁଛନ୍ତି। ”

Google

ସେ କହିଲେ କି ” ସଂଜୁ ସମସନ ଆଉ ତିନୁ ତାଙ୍କୁ କହିଲେ କି ମୋ ଫେରିବା କାରଣରୁ ସେ ମୋତେ ଏହି ଟ୍ରଫି ଉପହାର ସ୍ୱରୂପ ଦେବାକୁ ଚାହୁଁଛନ୍ତି। ମାତ୍ର ମୁଁ ରଣଜୀ ତଥା ଇରାନୀ ଟ୍ରଫି ବି ଜିତିବାକୁ ଚାହେଁ।”

୨୦୨୩ର ୱାନ ଡେ ବିଶ୍ୱକପ ବି ଜିତିବାକୁ ଚାହାନ୍ତି:

ଶ୍ରୀଶାନ୍ତ ଆଗକୁ ବି କହିଲେ କି ” ମୁ ଯଦି ଭଲ ପ୍ରଦର୍ଶନ କରି ତ ମୋତେ ଆଗକୁ ଆହୁରି ସୁଯୋଗ ମିଳିପାରେ। ମୁଁ ଏବେ ଆଇପିଏଲ ଉପରେ ବି ବହୁତ ସାରା ଖବର ଏକତ୍ର କରିବାରେ ଲାଗିପଡିଛି। ମୁଁ ଏହା କହିବାକୁ ଚାହୁଁଚି କି ମୁଁ ପୁରା ପୁରି ଫିଟ ହେଇ ଯାଇଛି ଆଉ ଏବେ ଭଲ ବୋଲିଂ ବି କରିବାକୁ ଲାଗିଛି। ମୋର ଲକ୍ଷ ଭାରତ ପାଇଁ ୨୦୨୩ର ବିଶ୍ୱକପ ଜିତିବା ଅଟେ। ଏହା ପାଇଁ ମୋ ପାଖରେ ସମ୍ପୂର୍ଣ ଆଶା ଆଉ ଭରସା ଅଛି।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *