ହାଇଦ୍ରାବାଦ ଦଳକୁ ଲାଗିଲା ଶକ୍ତ ଝଟକା! IPL 2023 ରୁ ବାଦ ପଡିଲେ ୱାସିଙ୍ଗଟନ ସୁନ୍ଦର

ଆଇପିଏଲ ୨୦୨୩ ରେ ଅନ୍ୟ ଏକ ଇଞ୍ଜୁରୀ ମାମଲା ସାମ୍ନା କୁ ଆସିଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିଜନର ୩୬ ତମ ମୁକାବିଲା ହୋଇସାରିଛି ଓ ଏବେ ଏକ ଫ୍ରାଞ୍ଚାଇଜକୁ ଲାଗିଛି ଶକ୍ତ ଝଟକା। ପ୍ରକୃତରେ ଏକ ଭାରତୀୟ ଖେଳାଳି ଆଘାତ ଲାଗିବା କାରଣରୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।

IPL ୨୦୨୩ ରେ ଅନେକ ମ୍ୟାଚ ଖେଳାଯାଇସାରିଛି, ହାଇଦ୍ରାବାଦ ଦଳକୁ ନେଇ ଏକ ବଡ଼ ଖବର ଆଗକୁ ଆସିଛି। ହାଇଦ୍ରାବାଦ ଦଳର କ୍ୟାପଟେନ ମାରକ୍ରମ ଅଟନ୍ତି। ତେବେ ସୁନ୍ଦରଙ୍କୁ ନେଇ ବଡ଼ ଖବର ଆସିଛି।

ଟୁଇଟରରେ ଫ୍ରାଞ୍ଚାଇଜ ଦ୍ଵାରା ଦିଆଯାଇଥିବା ଖବର ଅନୁଯାୟୀ ଏହି ଖେଳାଳି ଜଣକ ହାମଷ୍ଟ୍ରିଙ୍ଗ ଆଘାତ ପାଇଁ ଚଳିତ ଆଇପିଏଲ ର ୧୬ତମ ସଂସ୍କରଣରୁ ବାହାର ହୋଇଯାଇଛନ୍ତି। ତଥାପି ଏପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ଅନ୍ୟ କେଉଁ ଖେଳାଳିଙ୍କ ନାମ ଘୋଷଣା କରାଯାଇନାହିଁ।

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରର ହାମଷ୍ଟ୍ରିଙ୍ଗ ଆଘାତ ପାଇଁ ତାଙ୍କୁ ଆଇପିଏଲରୁ ବାହାର ହେବାକୁ ପଡ଼ିଲା। ଏହା ପୂର୍ବରୁ ମଧ୍ୟ ୨୦୨୧ରେ ମଧ୍ୟ ତାଙ୍କୁ ସିଜନ୍ ରୁ ବାହାର ହେବାକୁ ପଡ଼ିଥିଲା। ଟିମ୍ ଇଣ୍ଡିଆରେ ମଧ୍ୟ ତାଙ୍କର ଏହିପରି ଆଘାତ କାରଣରୁ ଯିବା ଆସିବା ସମସ୍ୟା ଥାଏ।

ୱାସିଙ୍ଗଟନ ସୁନ୍ଦର ଜଣେ ଜବରଦସ୍ତ ଖେଳାଳି। ସେ IPL ରେ ହାଇଦ୍ରାବାଦ ଦଳରେ ଅଛନ୍ତି। ସେ ଜଣେ ଜବରଦସ୍ତ ଅଲରାଉଣ୍ଡର। ସେ IPL ରେ ଅନେକ ମ୍ୟାଚ ଖେଳିଛନ୍ତି। ତେବେ ହାଇଦ୍ରାବାଦର ଜଣେ ଅଲରାଉଣ୍ଡର ଖେଳାଳି ଅଟନ୍ତି।

ଟ୍ଵିଟରରୁ ଜଣା ଯାଇଛି କି ୱାସିଙ୍ଗଟନ ଆଇ ପି ଏଲ ୨୦୨୩ ରୁ ବାଦ ପଡିଯାଇଛନ୍ତି। ତେବେ ଏକ ପୋଷ୍ଟ ଯାହାକି ହାଇଦ୍ରାବାଦ ଦଳ କରିଛନ୍ତି ସେଥିରୁ ଜଣାଯାଇଛି କି ସୁନ୍ଦର ଆଇ ପି ଏଲ ୨୦୨୩ ରୁ ବାଦ ପଡିଯାଇଛନ୍ତି।

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରର ହାମଷ୍ଟ୍ରିଙ୍ଗ ଆଘାତ ପାଇଁ ତାଙ୍କୁ ଆଇ ପିଏ ଲ ୨୦୨୩ ରୁ ବାଦ ହେବାକୁ ପଡ଼ିଲା ବୋଲି ଜଣା ଯାଇଛି। ଏହା ପୂର୍ବରୁ ମଧ୍ୟ ୨୦୨୧ରେ ମଧ୍ୟ ତାଙ୍କୁ ସିଜନ ରୁ ବାହାର ହେବାକୁ ପଡ଼ିଥିଲା। ଟିମ ଇଣ୍ଡିଆରେ ମଧ୍ୟ ତାଙ୍କର ଏହିପରି ଆଘାତ କାରଣରୁ ଯିବା ଆସିବା ସମସ୍ୟା ଥାଏ।

Leave a Reply

Your email address will not be published. Required fields are marked *