ସୁଶାନ୍ତଙ୍କ ମୃତ୍ୟୁକୁ ହେଲାଣି ୧୪ ମାସ ହେଲେ ଫେସବୁକ ଅଛି ଆକ୍ଟିଭ, ଚଲାଉଛି କିଏ? କିପରି ଚେଞ୍ଜ ହେଲା ଫଟୋ

ସୁଶାନ୍ତଙ୍କ ମୃତ୍ୟୁକୁ ୧୪ ମାସ ହୋଇଗଲାଣି ହେଲେ ଏଯାଏ ତାଙ୍କ ମୃତ୍ୟୁ କେମିତି ହେଲା ଠିକ ସେ ତଥ୍ୟ ମିଳିନି। ସୋସିଆଲ ମିଡିଆରେ ଏବେ ଏମିତି ଏକ ଘଟଣା ଘଟିଛି ଜାଣିଲେ ହୋଇପାରନ୍ତି ଆଶ୍ଚର୍ଯ୍ୟ।

Google

ସୁଶାନ୍ତଙ୍କ ଫେସବୁକ ଆକାଉଣ୍ଟ ଆକ୍ଟିଭ ଥିବାର ଜଣା ଯାଇଛି। ତାଙ୍କର ତ ମୃତ୍ୟୁ ହୋଇଯାଇଛି ତାଙ୍କ ଆକାଉଣ୍ଟ ଚଲାଉଛି କିଏ? ଏହାକୁ ନେଇ ବ୍ୟବହାରକାରୀ ଚକିତ। ତାଙ୍କ ଫେସବୁକ ଆକାଉଣ୍ଟ ଆକ୍ଟିଭ ହେବା ସହ ପ୍ରୋଫାଇଲ ଫଟୋ ବି ଚେଞ୍ଜ ହୋଇଥିଲା। ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ତାଙ୍କୁ ମିସ କଲେ।

ଜଣେ ଏହାକୁ ନେଇ ପ୍ରଶ୍ନ କରିଛି କି କେମିତି ସୁଶାନ୍ତଙ୍କ ପେଜ ଆକ୍ଟିଭ ହେଲା ଏବଂ କିଏ ଚଲାଉଛି। ମିସ ୟୁ ସୁଶାନ୍ତ। ସେହିପରି ଆଉ ଜଣେ ଲେଖିଛନ୍ତି ମୋତେ ଲାଗୁଛି ସୁଶାନ୍ତ ସିଂ ରାଜପୁତ ଏବେ ବି ଅଛନ୍ତି।କହିରଖିବୁ ଜୁନ ୧୪ ୨୦୨୧ ରେ ସୁଶାନ୍ତଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା। କହିରଖୁଛୁ ସିବିଆଇ ଏହାର ଯାଞ୍ଚ କରୁଅଛି। ତେବେ ଏହି ମାମଲାର ଶେଷ କଣ ହେଉଛି ତାହା ଆଗକୁ ଜଣା ପଡିବ ବୋଲି ଜଣା ଯାଇପାରେ। ସୁଶାନ୍ତ ନିଜ କ୍ୟାରିୟରରେ ବହୁତ ସୁନ୍ଦର ସୁନ୍ଦର ଫିଲ୍ମରେ ଆକ୍ଟିଂଗ କରି ଫ୍ୟାନସଙ୍କୁ ଆନନ୍ଦିତ କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *