ସୁରସାଗର କ୍ଷେତ୍ରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଯେଉଁଠିକି ଜଣେ ବ୍ୟକ୍ତି ରାତି ୨ ଟାରେ ଧଳା ଲୁଗା ପିନ୍ଧି ଓଲଟା ଚାଲୁଥିବା ଦେଖାଯାଇଛି। ଲୋକ ତାକୁ ଦେଖି ଦୌଡ଼ିବାକୁ ଲାଗିଲେ। ଅନ୍ଧାର ରାତିରେ ଭୁତ ପରି ଓଲଟା ଚାଲୁଥିବା ଲୋକକୁ ଦେଖି ଲୋକଙ୍କ ଭିତରେ ଡର ସୃଷ୍ଟି ହୋଇଗଲା । ସୁରସାଗରରେ କୌଣସି ଆୟୋଜନ ଥିଲା ଯାହା ପାଇଁ ଲୋକ ଜମା ହୋଇଥିଲେ। ଯେପରି କିଛି ଲୋକଙ୍କ ନଜର ସେହି ଲୋକ ଉପରେ ପଡ଼ିଲା ସେ ଦୌଡ଼ିବାକୁ ଲାଗିଲେ କିନ୍ତୁ ଯେବେ ସତ ଜଣାପଡିଲା ସବୁ ଚକିତ ହୋଇଗଲେ। ଏହି ଛାଇର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆର ବହୁତ ଭାଇରାଲ ହେଉଛି।

ସୁରସାଗର ଅଞ୍ଚଳରେ ଭୁତ କଥା ଶୁଣି ଯେବେ ନ୍ୟୁଜ ଏଜେନ୍ସି ଖବର ନେଲେ ତ ଜଣାପଡିଲା ସେ କୌଣସି ଭୁତ ନୁହେଁ ବରଂ ଜଣେ ହଠଯୋଗୀ ଅଟେ। କଥାବାର୍ତ୍ତାରେ ସେହି ହଠଯୋଗୀ କହିଲା କି ସେ ଯୋଗକ୍ରିୟା କରିଥାଏ। ଯାହା ପାଇଁ ସେ ପ୍ରତିଦିନ ରାତିରେ ଓଲଟା ୫ କିଲୋମିଟର ଚାଲିଥାଏ। ସେ ଆହୁରି କହିଛି କି ଖାଲି ଯିବା ବଦଳରେ ସେ ଭଗବାନଙ୍କ ନାମ ମଧ୍ୟ ଉଚାରଣ କରିଥାଏ।
ପ୍ରକୃତରେ ସେହି ହଠଯୋଗୀର ଲକ୍ଷ୍ମୀ ନାରାୟଣ ସାଂଖଲା ଅଟେ। ସେ ଜଣେ କୃଷକ ଅଟେ ଓ ଯୋଗକ୍ରିୟା କରିଥାଏ।ସେ ରାତି ଦୁଇଟାରେ ବାହାରିଥାଏ ତାହାବି ଓଲଟା ସେଥିପାଇଁ ସେ ଏହାକୁ ହଠଯୋଗ କହିଥାଏ। ସେ ନ୍ୟୁଜ ଏଜେନ୍ସିଙ୍କୁ କହିଛିକି ସେ ତିନିବର୍ଷ ହେବ ଏହି କ୍ରିୟାକୁ କରୁଛି। ଏପରି କୁହାଯାଇପାରିବ ଲି ଯାହାକୁ ବି ନିଦରେ ଚାଲିବାର ଅଭ୍ୟାସ ଅଛି ସେହିପରି ମୁଁ ରାତିରେ ଓଲଟା ୫ କିଲୋମିଟର ଚାଲିଥାଏ। ଏହି ସମୟରେ ସେ ଭଗବାନଙ୍କୁ ସ୍ମରଣ କରିଥାନ୍ତି। ସେ ନ୍ୟୁଜ ଏଜେନ୍ସି କହୁଛନ୍ତିକି ସେ ଜୋଧପୁରରେ ବାଇପାସ ରୋଡ଼ ଆଡ଼କୁ ପ୍ରତିଦିନ ଓଲଟା ଚାଲିଥାନ୍ତି। ରାତିର ଚାଲିବା ନେଇ ସେ କହିଛନ୍ତି ମୁଁ ଦିନରେ କାମରେ ବ୍ୟସ୍ତ ରବିଥାଏ ସେଥିପାଇଁ ରାତିରେ ଚାଲିଥାଏ। ସେଠାରେ ପୂର୍ବ ୩ ବର୍ଷରୁ ଯେଉଁ ଭୁତ ଡର ଲାଗିରହିଥିଲା ପ୍ରକୃତ କାରଣ ଜଣାପଡିବା ପରେ ସେଠାରେ ଖୁସିର ମାହୋଲ ଖେଳିଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।