ଦାଢ଼ି ପାଇଁ ଗଲା ସବ ଇନିସପେକ୍ଟରଙ୍କ ଚାକିରୀ, ଦାଢ଼ି କାଟିଲା ପରେ ଏସ ପି ଫେରାଇନେଲେ ସସ୍ପେସନ । ଜାଣନ୍ତୁ ପୁରା ମାମଲା ।

ଦାଢ଼ି ବଢ଼େଇ ଡ୍ୟୁଟି କରୁଥିବା ବାଗପତର ସସପେଣ୍ଡ ସବ ଇନିସପେକ୍ଟର ଇନତସାର ଅଲ୍ଲୀ ନିଜ ଦାଢ଼ି କଟେଇନେଲେ। ଏହାପରେ ଏସପି ତାଙ୍କୁ ପୁଣି ଡିଉଟି ଦେଲେ। ଏହି ମାମଲାରେ ଜମିୟତ ଉଲମାର ପଦାଧିକାରୀମାନେ ଶୁକ୍ରବାରକୁ ଡ଼ିଏମ ଶକୁନ୍ତଳା ଗୌତମ ଓ ଏସପି ଅଭିଷେକ ସିଂ ସହ ଦେଖା କରିଥିଲେ। ସେ କହିଥିଲେ କି ସବୁ ବ୍ୟକ୍ତିକୁ ଧର୍ମ ଆନୁସାରେ ରହିବାର ଅଧିକାର ଅଛି। ଏହି ମାମଲାରେ ପ୍ରଥମେ ନିଲମ୍ବିତ ହୋଇଥିବା ସବ ଇନିସପେକ୍ଟରଙ୍କ ମତରେ ୨୦୧୯ ନଭେମ୍ବରରେ ଦାଢ଼ି ରଖିବାର ଅନୁମତି ପାଇଁ ଆଇଜିଙ୍କୁ ଅନୁମତି ଚିଠି ଲେଖି ଆବେଦନ କରିଥିଲେ,ହେଲେ ଏବେ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ।

Google
ଦାଢ଼ି ରଖିବାର ଅନୁମତି ନେଇ ନାହାନ୍ତି: ଏସପି

ବାଗପତର ଏସପି ଅଭିଷେକ ସିଂ କହିଛନ୍ତି ପୁଲିସରେ କେବଳ ଶିଖ ସମୁଦାୟଙ୍କୁ ଦାଢ଼ି ରଖିବାର ଅନୁମତି ଅଛି।ହିନ୍ଦୁ,ମୁସଲିମ ସମେତ ଅନ୍ୟ ଧର୍ମକୁ ଦାଢ଼ି ରଖିବାର ଅନୁମତି ମିଳିନାହିଁ। ପୁଲିସର ଅନୁଶାସନକୁ ପାଳନ କରିବା ସମସ୍ତଙ୍କ ପାଇଁ ଜରୁରୀ। ଇନତସାରଙ୍କୁ ବହୁତ ଥର ନୋଟିସ ପଠାଯାଇଥିଲା କି ସେ ଦାଢ଼ି ରଖିବାର ଅନୁମତି ନିଅନ୍ତୁ ହେଲେ ସେ ଅଣଦେଖା କରିଥିଲେ। ଅନୁଶାସନହୀନତାରେ ଵିଭାଗୀୟ ସ୍ତରରେ ନିଲମ୍ବିତ କରିବାର ନୋଟିସ ଆସିଛି।ଏହାକୁ କିଛି ସମ୍ପ୍ରଦାୟର ଯୋଡିକରି ଦେଖାଯିବନାହିଁ।

କୌଣସି ଅନୁମତିର ପ୍ରାଥନା ପତ୍ର ନାହିଁ: ଆଇଜି

ମୋ କାର୍ଯ୍ୟାଳୟରେ ଇନତସାର ଅଲ୍ଲିଙ୍କ ପତ୍ର ଆସିଛି, ଏହା ମତେ ସଂଜ୍ଞାନ ହୋଇନାହିଁ। ଦାଢ଼ି ରଖିବା ପାଇଁ ସମ୍ବନ୍ଧିତ ଜିଲାରେ ଏସଏସପି କିମ୍ବା ଏସ୍ ପି ଅନୁମତି ନିଆଯାଏ।ଅନୁମତି କ୍ୟାନସେଲ ହେବା ପରେ ଆଇଜି କାର୍ଯ୍ୟାଳୟରେ ଅପିଲ କରାଯାଏ। ପ୍ରବୀଣ କୁମାର,ଆଇଜି ମେରଠ ରାଜ।

Google
ଏହା ଅଟେ ନିୟମ:

ଶିଖଙ୍କୁ ଛାଡି ଯଦି ଅନ୍ୟ କେହି ରହି ସେବାରେ ଦାଢ଼ି ରଖେ ତ,ତାକୁ ଅନୁମତି ନେବାର ଆବଶ୍ୟକତା ହୋଇଥାଏ।
-ପୁଲିସରେ ରହିବାରେ କେବଳ ନିସ ରଖିବାର ଅନୁମତି ନେବାର ଆବଶ୍ୟକତା ହୁଏ ନାହିଁ।
-ଏସପି କିମ୍ବା ଏସଏସପି ଅଧୀନ ସେବାରନ ଲୋକଙ୍କ ପ୍ରଥମ ସ୍ଥାନୀୟ ସ୍ତରରେ ଅନୁମତିର ପ୍ରାର୍ଥନା ପତ୍ର ଦେବାକୁ ହୋଇଥାଏ।
-ଯଦି ସେଠାରେ ପ୍ରାର୍ଥନା ପତ୍ର ନିରସ୍ତ ହୁଏ,ତେବେ ଆଇଜି ସ୍ତରରେ ଅପିଲ କରିବାର ବ୍ୟବସ୍ଥା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *