କେବେ ମାଆ ସହିତ ଗଳିରେ ବୁଲିବୁଲି ବିକୁଥିଲେ ଚୁଡି, ଏବେ ହେଲେ IAS ,ସଂଘର୍ଷର କାହାଣୀ ଜାଣିଲେ ଲୁହ ଆସିଯିବ।

ସବୁମଣିଷର ନିଜ ଜୀବନର ଏକ ଲକ୍ଷ ଥାଏ। କାହାର ସ୍ୱପ୍ନର ଉଡାନ ଭାଗ୍ୟ ଦେଇଥାଏ ତେବେ କାହାକୁ କଠିନ ପରିଶ୍ରମ କରି ସେ ସବୁକୁ ପୂରା କରିବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଯୁବକର କାହାଣୀ କହିବାକୁ ଯାଉଛୁ, ଯିଏ ଦିନରାତି କଠିନ ପରିଶ୍ରମ କରି ଆଇଏଏସ ବନିବାର ନିଜ ସ୍ବପ୍ନକୁ ପୂରା କରିଛନ୍ତି। ତେବେ ଅଧିକ ବିଳମ୍ବ ନ କରି ଚାଲନ୍ତୁ ଜାଣିବା ପୂରା କାହାଣୀ….

Google
କିଏ ଅଟେ ସେହି ଯୁବକ:-

ଚୁଡି ନିଅନ୍ତୁ.. ଚୁଡି ନିଅ ଚୁଡି’ ବିକୁଥିବା ଏହି ଡାକ କେବେ ଗାଁର ଗଳିରେ ସବୁଦିନ ଶୁଭାଯାଉଥିଲା। ପ୍ରଥମେ ମାଆ ଡାକ ଲଗାଉଥିଲେ ଓ ପରେ ତାଙ୍କ ପୁଅ ବାରମ୍ବାର ଏହାକୁ ଦୋହରାଇ ବିକ୍ରେତା ଜୁଟାଉ ଥିଲେ। ଏହି ଯୁବକର ନାମ ଥିଲା ରମେଶ ଘୋଲପ,ଯିଏ ଦିନେ ନିଜ ମାଆ ସହିତ ଗଳି ଗଳି ଯାଇ ଚୁଡି ବିକୁଥିଲେ।

ଆଜି ସେହି ପିଲାର ପରିଚୟ ଆଇଏଏସ ରମେଶ ଘୋଲପ ରୂପରେ ସମସ୍ତଙ୍କ ସାମ୍ନାରେ ରହିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାରସି ତହସିଲ ସ୍ଥିତ ତାଙ୍କ ଗାଁ’ମହାଗାଁ’ରେ ରମେଶଙ୍କର ସଂଘର୍ଷର କାହାଣୀ ସମସ୍ତଙ୍କ ମୁହଁରେ ଅଛି। ଗରିବତ୍ୱ ସହ ସଂଘର୍ଷ କରି ଆଇଏଏସ ହୋଇଥିବା ରମେଶ ଘୋଲପ ଏବେ ଏସଡିଓ ପଦରେ ବେରମରେ ପ୍ରଶିକ୍ଷଣ ପ୍ରାପ୍ତ କରୁଛନ୍ତି।

Google
ଏପରି ଦେଲେ ସ୍ୱପ୍ନକୁ ଡେଣା:-

ଦିନସାରା ଚୁଡି ବିକିବା ପରେ ଯେଉଁ ପଇସା ଜମା ହେଉଥିଲା ତାହାକୁ ବାପା ମଦରେ ଖର୍ଚ୍ଚ କରିଦେଉଥିଲେ। ନା ରହିବା ପାଇଁ ଘର ଥିଲା ଓ ନା ପଢିବା ପାଇଁ ପଇସା।ମାଉସୀଙ୍କର ଇନ୍ଦିରା ଆବାସରେ ରହୁଥିଲେ। ମ୍ୟାଟ୍ରିକ ପରୀକ୍ଷାର ଏକ ମାସ ପୂର୍ବରୁ ହିଁ ବାପାଙ୍କର ମୃତ୍ୟୁ ହୋଇଗଲା। ଏହିପରି କଠିନ ପରିସ୍ଥିତିରେ ମ୍ୟାଟ୍ରିକ ପରୀକ୍ଷା ଦେଲେ ଓ ୮୮.୫୦% ଅଙ୍କ ହାସଲ କଲେ।

ରମେଶ କହିଛନ୍ତି କି ମୁଁ ୨୦୦୫ରେ ଇଣ୍ଟର ପାସ କଲି ଓ ୨୦୦୮ରେ ଡିପ୍ଲୋମା କରି ଶିକ୍ଷକର ଚାକିରୀ କଲି। ଏଠାରେ ଶିକ୍ଷକଙ୍କର ଆନ୍ଦୋଳନର ନେତୃତ୍ୱ କଲି।ଆନ୍ଦୋଳନ କରି ଦାବି ପତ୍ର ଦେବାପାଇଁ ତହସିଲଦାର ପାଖକୁ ଯାଉଥିଲି। ବାସ ଏହା ମନରେ କୋୖତୁହଳ ସୃଷ୍ଟି ହେଲା। ପ୍ରକୃତରେ ଏପରି କଣ ପାଇଁ କି କେହି ତହସିଲଦାର ଓ ମୁଁ କେବଳ ଶିକ୍ଷକ ମୁଁ ତହସିଲଦାର ହେବାକୁ ନିଷ୍ପତ୍ତି ନେଲି। ମୁଁ ବର୍ଷ ୨୦୧୦ରେ ନିଜ ମାଆକୁ ପଞ୍ଚାୟତର ମୁଖିଆ ଭୋଟରେ ଠିଆ କରାଇଲି। ଆମକୁ ଲାଗୁଥିଲା କି ଆମର ବିଜୟ ହେବ, କିନ୍ତୁ ମାଆ ହାରିଗଲେ। ଏହାପରେ ମୁଁ ଗାଁ ଛାଡିଦେଲି। ମୁଁ ନିଷ୍ପତ୍ତି ନେଲି କି ଏବେ ଗାଁକୁ ସେବେ ଯିବି ,ଯେବେ ଅଫିସର ହୋଇଯିବି।

Google
ବହୁତ କଲେ ପାଠପଢା, ହେଲେ ଆଇଏଏସ:-

କଲେକ୍ଟର ହେବାର ସ୍ୱପ୍ନ ଆଖିରେ ସଜାଇ ରମେଶ ପୁନେରେ ପହଞ୍ଚିଲେ। ପ୍ରଥମ ପ୍ରୟାସରେ ବିଫଳ ରହିଲେ,କିନ୍ତୁ ସେ ଲାଗିରହିଲେ। ବର୍ଷ ୨୦୧୧ରେ ପୁଣିଥରେ ୟୁପିଏସସିର ପରୀକ୍ଷା ଦେଲେ। ଏଥିରେ ରମେଶଙ୍କର ୨୮୭ତମ ସ୍ଥାନ ରହିଲା। ଖୁସି ତେବେ ଦୁଇଗୁଣା ହୋଇଗଲା, ଯେବେ ସେ ରାଜ୍ୟ ଚାକିରୀର ପରୀକ୍ଷାରେ ରାଜ୍ୟରେ ପ୍ରଥମ ଆସିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *