ବଡ଼ ଖବର: ଆତ୍ମହତ୍ୟା ମେସିନକୁ ମିଳିଲା ମଞ୍ଜୁରୀ, ଜାଣନ୍ତୁ ସମ୍ପୂର୍ଣ ଖବର

ଆପଣମାନେ ପ୍ରାୟ ଜାଣିଛନ୍ତି ବିଜ୍ଞାନ ଗତି କରୁଛି। ଏପରି ମେସିନ ସବୁ ବାହାରିଲାଣି ଯାହା ମଣିଷଙ୍କ କାମ କରୁଛି। ଆଜି ଆମେ ଏକ ଏପରି ମେସିନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କଣ ଆପଣ କେବେ ଆତ୍ମହତ୍ୟା ମେସିନ ବିଷୟରେ ଜାଣିଛନ୍ତି। ଆପଣଙ୍କୁ କହିରଖିବୁ ଏପରି ଏକ ମେସିନ ବାହାରିଛି ଯାହା ଦ୍ଵାରା ମଣିଷ ସେହି ମେସିନରେ ପଶିଲେ ବିନା କୌଣସି କଷ୍ଟରେ ମାତ୍ର କିଛି ମିନିଟରେ ମରିଯିବ।

ଆପଣଙ୍କୁ କହିରଖିବୁ ଏହି ମେସିନଟି ସୁଜରଲ୍ୟାଣ୍ଡରେ ବାହାରିଛି। ଏହି ମେସିନକୁ ଏବେ ସରକାରଙ୍କ ଦ୍ଵାରା ମଧ୍ୟ ଅନୁମତି ମିଳିଯାଇଛି। ଏହି ମେସିନ ଏପରି ଏଥିରେ ଲୋକ ପସିବା ଦ୍ଵାରା ମାତ୍ର କିଛି ମିନିଟରେ ମରିଯିବ ଓ ବ୍ୟକ୍ତିକୁ ମରିବା ଦ୍ଵାରା କୌଣସି କଷ୍ଟ ଅନୁଭବ ହେବନାହିଁ। ଏବେ ସେଠିକାର ସରକାର ଏହି ମେସିନକୁ ଅନୁମତି ଦେଇଦେଇଛନ୍ତି ଯାହା ଦ୍ୱାରା ଏବେ ଅନେକ ଆଲୋଚନା ମଧ୍ୟ ହେଉଛି।

Google

ସୁଇଜରଲ୍ୟାଣ୍ଡରେ ତିଆରି ହୋଇଥିବା ଏହି ମେସିନର ନାମ ସର୍କୋ। ସରକାରଙ୍କ ଦ୍ଵାରା କୁହାଯାଇଛିକି ଏହି ମେସିନ ଦ୍ଵାରା ମଣିଷ ଆରାମରେ ମରିପାରିବ କୌଣସି କଷ୍ଟଅନୁଭବ କରି। ରିପୋର୍ଟରେ ଏହା ଦ୍ଵାରା ମରିବାର କାରଣ କୁହାଯାଇଛିକି ଏହା ମଧ୍ୟରେ ପଶିବା ଦ୍ଵାରା ଅଳ୍ପ ସମୟରେ ବ୍ୟକ୍ତି ହାଇପୋକ୍ସିଆ ଏବଂ ହାଇପୋକେପ୍ନିଆରେ ପିଡ଼ିତ ହେବେ ମାନେ ଶରୀରରେ ଅଳ୍ପ ସମୟରେ ଅକ୍ସିଯେନ ପୁରା କମିଯିବ ଯାହା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ଜଲ୍ଦି ହୋଇଯିବ। କୌଣସି ଅସହାୟ ରୋଗରେ ପୀଡିତ ଲୋକ ଯିଏକି କଷ୍ଟ ସହିପାରୁନି ସେମାନେ ଏହି ଇଚ୍ଛା ମୃତ୍ୟୁ ମେସିନ ବ୍ୟବହାର କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *