ବଲିଉଡ ଆକ୍ସନ ହିରୋ ସନି ଦେଓଲ ଚଳଚ୍ଚିତ୍ରରେ ନିଜ ଡାଇଲଗ ପାଇଁ ଅଧିକ ପ୍ରସିଦ୍ଧ ଅଟନ୍ତି। ତାଙ୍କର ଯାତ୍ରା ବହୁତ ଅଲଗା ରହିଲା । ତାଙ୍କ ବାପା ଧମେନ୍ଦ୍ରଙ୍କ ଠାରୁ ତାଙ୍କ ପ୍ରକୃତି ପୂରା ଅଲଗା। ପ୍ରାୟ ନିଜ ଚଳଚ୍ଚିତ୍ରରେ ସନିଙ୍କ ଲାଜକୁଳା ପ୍ରକୃତି ଦେଖିଥିବେ। ତାଙ୍କ ବ୍ୟବହାରରେ ସବୁବେଳେ କଡ଼ାପଣ ନଜରକୁ ଆସିଥାଏ। ଚଳଚ୍ଚିତ୍ରମାନଙ୍କରେ ବି ସନିଙ୍କର ରାଗ ଵାଲା ଚରିତ୍ର ହିଁ ଦେଖାଯାଇଥାଏ।ତେବେ ଚାଲନ୍ତୁ ଆମେ ଆପଣମାନଙ୍କୁ ସନି ଦେଓଲାଙ୍କ ବ୍ୟାକ୍ତିଗତ ଜୀବନ ସହିତ ଜଡିତ କିଛି କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ନିଶ୍ଚିତ ଭାବରେ ଆର୍ଶ୍ଚଯ୍ୟ ହୋଇଯିବେ। ଚଳଚ୍ଚିତ୍ରରେ ସନ୍ନି ଯେତିକି ରୋମାନ୍ସ କରିବାରେ ଆପତ୍ତି କରିଥାନ୍ତି କିନ୍ତୁ ପ୍ରକୃତ ଜୀବନରେ ପ୍ରାୟ ନିଜର ପ୍ରେମ ସମ୍ପର୍କକୁ ନେଇ ମିଡିଆର ଖବରମାନଙ୍କରେ ଛାଇ ରୁହନ୍ତି।

ଅମୃତା ଏବଂ ସନ୍ନି ଚଳଚ୍ଚିତ୍ର “ବେତାବ” ମାଧ୍ୟମରେ ଦୁହେଁ ଦୁହିଁଙ୍କର ଅଧିକ ନିକଟତର ହୋଇଥିଲେ:
ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର “ବେତାବ” ରୁ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅମୃତା ସିଂହ ମୁଖ୍ୟ ଅଭିନେତ୍ରୀ ହିସାବରେ ଥିଲେ। ଚଳଚ୍ଚିତ୍ର ସୁଟିଙ୍ଗ ମଧ୍ୟରେ ଅମୃତା ଏବଂ ସନି ଦୁହେଁ ଦୁହିଁଙ୍କର ବହୁତ ନିକଟତର ହୋଇଯାଇଥିଲେ। ଆମେ ଆପଣମାନଙ୍କୁ କହିଦେଉଛୁ କି ଚଳଚ୍ଚିତ୍ର ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ହିଁ ପୂଜା ନାମକ ଝିଅ ସହିତ ବିବାହ କରିସାରିଥିଲେ କିନ୍ତୁ ସନି ଅମୃତାଙ୍କ ସହ ନିକଟତା ବଢାଇଲେ। ସେ ପୂଜାଙ୍କ ସହ ନିଜ ବିବାହର ସମ୍ପର୍କକୁ ଅମୃତାଙ୍କ ଠାରୁ ଲୁଚେଇକି ରଖିଲେ। ଦୁଇ ଜଣଙ୍କ ଯୋଡିକୁ ପରଦା ଉପରେ ଖୁବ ପ୍ରଶଂସା କରାଗଲା ଏପରି କି ଅମୃତା ସନି ଦେଓଲଙ୍କ ଭଲ ପାଇବାରେ ପୁରା ପାଗଳ ହୋଇସାରିଥିଲେ ଏବଂ ତାଙ୍କ ସହିତ ବିବାହ କରିବାକୁ ମଧ୍ୟ ଆଶା କରିଥିଲେ।
ଅମୃତାଙ୍କ ମାଆ ଚାହୁଁନଥିଲେ କି ତାଙ୍କ ବିବାହ ସନ୍ନିଙ୍କ ସହିତ ହେଉ:
ଯଦିଓ ସନ୍ନି ସବୁବେଳେ ଏହି ସମ୍ପର୍କକୁ ଲୁଚେଇକି ରଖିବାକୁ ଚାହୁଁଥିଲେ ଏବଂ ସେ ଅମୃତାଙ୍କ ସହ ବିବାହ କରିବାକୁ ପ୍ରସ୍ତୁତ ନଥିଲେ। ଏହି କଥାର ଅନୁଭବ ଅମୃତାଙ୍କୁ ହେଲା ଏବଂ ସେ ନିଜ ଝିଅ ଅମୃତାଙ୍କ ପାଇଁ ଏହି ସମ୍ପର୍କକୁ ନେଇ ପୁରା ବିପକ୍ଷରେ ଥିଲେ। ଏହା ମଝିରେ ଅମୃତାଙ୍କ ମାଆ ସନିଙ୍କର ତଦନ୍ତ କରିବା ଆରମ୍ଭ କରିଦେଲେ ଯେଉଁଥିରୁ ଏହି କଥାର ଖୁଲାସା ହେଲା କି ସେ ପ୍ରଥମରୁ ହିଁ ବିବାହିତ।ଏହି କଥାକୁ ଜାଣିବା ପରେ ଅମୃତା ପୁରା ଭାଙ୍ଗିଯାଇଥିଲେ।ସନ୍ନିଙ୍କର ଏହି ରହସ୍ୟ ଜାଣିବା ପରେ ଅମୃତା ସନ୍ନିଙ୍କ ପାଖରୁ ଠାରୁ ତାଙ୍କ ସବୁ ସମ୍ପର୍କ ଭାଙ୍ଗିଦେଲେ ଏବଂ ନିଜେ ନିଜକୁ ତାଙ୍କ ଠାରୁ ପୁରା ଅଲଗା କରିଦେଲେ।

୧୧ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବି ସନ୍ନି ଦେଇନଥିଲେ ନିଜ ପତ୍ନୀଙ୍କୁ ଛାଡପତ୍ର:
ଅମୃତାଙ୍କ ଯିବା ପରେ ସନ୍ନିଙ୍କ ଜୀବନରେ ଡିମ୍ପଲ କପାଡିଆ ଆସିଲେ। ଡିମ୍ପଲକୁ ସନ୍ନି ନିଜ ଜୀବନରେ ପତ୍ନୀର ଜାଗା ଦେଇଥିଲେ। ସନ୍ନି ଡିମ୍ପଲଙ୍କୁ ବହୁତ ଭଲପାଇ ବସିଥିଲେ କିନ୍ତୁ ସେ ଏହି କଥାକୁ ମିଡ଼ିଆ ଠାରୁ ଲୁଚେଇକି ରଖିଲେ। ଦୁଇ ଜଣ ୧୧ବର୍ଷ ପାଖାପାଖି ସମ୍ପର୍କରେ ରହିଲେ। ଏପରି କି ଡିମ୍ପଲ ଝିଅ ଟ୍ଵିଙ୍କଲ ଖାନ୍ନା ସନ୍ନି ଙ୍କୁ ବାପା କହି ଡାକୁଥିଲେ। ୧୧ ବର୍ଷ ପର୍ଯ୍ୟନ୍ତ ଡିମ୍ପଲ ସନି ଏବଂ ପୂଜାଙ୍କର ଛାଡପତ୍ର ହେବାର ଅପେକ୍ଷା କଲେ। ଡିମ୍ପଲକୁ ଭଲ ପାଇବା ସତ୍ତ୍ୱେ ସନ୍ନି ପୂଜାଙ୍କୁ ଛାଡପତ୍ର ଦେଇନଥିଲେ ଏହି କାରଣରୁ ସେ ସନ୍ନିଙ୍କ ଠାରୁ ଅଲଗା ହୋଇଗଲେ।
ସନ୍ନି ଦେଓଲ ଏବଂ ମିନାକ୍ଷି ଶେଷାଦ୍ରିଙ୍କ ଯୋଡିକୁ ତାଙ୍କ ପ୍ରଶଂସକ ଦ୍ୱାରା ବହୁତ ପ୍ରଶଂସା କରାଗଲା:
ଏହା ପରେ ସନ୍ନିନ ଦେଓଲ ମିନାକ୍ଷି ଶେଷାଦ୍ରିଙ୍କ ସହିତ ସମ୍ପର୍କର ଚର୍ଚ୍ଚା ହେବାକୁ ଲାଗିଲେ। ଏହି ଦୁଇଜଣଙ୍କର ଯୋଡିକୁ ଦୁଇଜଣଙ୍କର ପ୍ରଶଂସକ ଦ୍ୱାରା ବହୁତ ଭଲପାଇବା ମିଳିଥିଲା। ଦୁହେଁ ନିଜର ଚଳଚ୍ଚିତ୍ରର ସୁଟିଙ୍ଗ ମାଧ୍ୟମରେ ଦୁହିଁଙ୍କର ନିକଟତର ହୋଇଥିଲେ। ବିବାହିତ ହୋଇଥିବା ସତ୍ତ୍ୱେ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀମାନଙ୍କ ସହିତ ସମ୍ପର୍କକୁ ନେଇ ସନ୍ନି ପ୍ରାୟ ଖବରର ଚର୍ଚ୍ଚାର ବିଷୟ ପାଳଟୁଥିଲେ କିନ୍ତୁ ସବୁବେଳେ ସେ ନିଜ ସମ୍ପର୍କକୁ ଲୁଚେଇକି ରଖୁଥିଲେ। ଏହା ପରେ ମଧ୍ୟ ଲୋକମାନଙ୍କୁ ତାଙ୍କ ସମ୍ପର୍କ ବିଷୟରେ ଜଣା ପଡିଯାଉଥିଲା।

ଏମାନଙ୍କ ଛଡା ସନ୍ନିଙ୍କ ନାମ ଇଣ୍ଡଷ୍ଟ୍ରିର ରବିନା ଟଂଡ଼ନ ସହିତ ଜଡିତ ରହିଥିଲା:
ସନ୍ନିଙ୍କର ନାମ ଅଭିନେତ୍ରୀ ଅମୃତା ସିଂହ,ଡିମ୍ପଲ କପଡ଼ିଆ,ମିନାକ୍ଷି ଶେଷାଦ୍ରି,ଙ୍କ ଛଡା ଇଣ୍ଡଷ୍ଟ୍ରିର ସୁନ୍ଦରୀ ଏବଂ ହସିନ ଆକ୍ଟର ରବିନା ଟଂଡ଼ନଙ୍କ ସହିତ ମଧ୍ୟ ଥିଲେ।ରବିନାଙ୍କ ସହିତ ବି ସମ୍ପର୍କରେ ରହିବା ପରେ ଦୁହେଁ ଦୁହିଁଙ୍କଠାରୁ ବହୁତ ଜଲ୍ଦି ଅଲଗା ହୋଇଗଲେ। ଏହା ପରେ ରବିନା ନିଜ କ୍ୟାରିୟରରେ ଅଧିକ ଫୋକସ୍ କରିବାକୁ ଠିକ ଭାବିଲେ ଏବଂ ସନିଙ୍କ ଠାରୁ ଅଲଗା ହେବାର କାରଣ ଏହା ବି ଥିଲା ସେ ପ୍ରଥମରୁ ବାହା ହୋଇ ସାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।