ସନରାଇଜର୍ସ ହାଇଦ୍ରାବାଦ ନିଜର ପାଞ୍ଚ ଜଣ ଖେଳାଳି ମାନଙ୍କୁ ଟିମରୁ ରିଲିଜ କରି ଦେଇଛି। ରିଲିଜ କରିଥିବା ଖେଳାଳି ମାନଙ୍କ ଭିତରେ କେହି ଖେଳାଳିଙ୍କ ନାଁ ନାହିଁ। ଟିମ ନିଜର ମୁଖ୍ୟ ଟିମ ଠିକ ରଖିଛି ଆଉ ଟିମ ଖାତାରେ ଏଯାଏ ୧୦.୭୫ କୋଟି ଟଙ୍କା ଅଛି। ପୂର୍ବ ସଂସ୍କରଣରେ ଆହତ ଅବସ୍ଥାରେ ଥିବା ଟିମକୁ ୱାର୍ଣ୍ଣର ଉନ୍ନତ ମାନର ଅଧିନାୟକତ୍ତ୍ୱ କରି ପ୍ଲେ ଅଫ ଯାଏ ପହଞ୍ଚାଇ ଥିଲେ।

କେଦାର ଦେବଧାର: ବରୋଦାର ଏହି ଖେଳାଳି ଘରୋଇ କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ କରି ଆସିବାର ନଜର ଆସୁଛନ୍ତି। ଶୟଦ ମୁସ୍ତାକ ଅଲି ଟ୍ରଫିରେ ବି ସେ ଆକ୍ରମକ ୬୪ ବଲରେ ୯୯ ରନ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମ ଦାମରେ ଥିବା ଖେଳାଳି ମାନଙ୍କ ସୁଚିରେ ଏହି ଖେଳାଳି ଉପରେ ସନରାଇଜର୍ସଙ୍କର ନଜର ଯାଇ ପାରେ।
ଅବି ବରଟ: ଗୁଜୁରାଟର ଏହି ବ୍ୟାଟ୍ସମ୍ୟାନ ଅବି ବରୋଟ ବି ଶୟଦ ମୁସ୍ତାକ ଅଲି ଟ୍ରଫିରେ ବି ବହୁତ ମଜବୁତ ମଜବୁତ ଇନିଂସ ଖେଳି ସାରିଛନ୍ତି। ତାଙ୍କର କ୍ୟାରିୟର ଷ୍ଟ୍ରାଇକ ରେଟ ବି ୧୫୦ ଆଖ ପାଖ ଅଛି। ମଧ୍ୟକ୍ରମରେ ସନରାଇଜର୍ସ ହାଇଦ୍ରାବାଦଙ୍କର ନଜରରେ ଏହି ବ୍ୟାଟ୍ସମ୍ୟାନ ବି ପଡି ପାରନ୍ତି। ସେ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ୧୨୨ ଆଉ ୯୩ ରନ ଭଳି ପାରି ଖେଳି ସାରିଛନ୍ତି।

ଶିଭମ ଦୁବେ: ହାର୍ଡ ହିଟିଙ୍ଗ ଅଲ ରାଉଣ୍ଡର ଶିଭମ ଦୁବେଙ୍କୁ ଆରସିବି ରିଲିଜ କରି ଦେଇଛି। ଏହି ସମୟରେ ସେ ସନରାଇଜର୍ସ ହାଇଦ୍ରାବାଦଙ୍କର ନଜରରେ ଥିବେ। ସେ ଜଣେ ହାର୍ଡ ହିଟିଙ୍ଗ ଅଲ ରାଉଣ୍ଡର ତଥା ୱିକେଟ ନେବା ଟେକର ବୋଲର ଅଟନ୍ତି। ତାଙ୍କ ପାଖରେ ଇଣ୍ଟରନ୍ୟାସନାଲ ଅନୁଭବ ଅଛି ଯାହା ଟିମ ପାଇଁ କାମରେ ଆସି ପାରେ।
ମୁସ୍ତାଫିଜୁର ରେହମାନ: ବଙ୍ଗଳାଦେଶର ଏହି ଦ୍ରୁତ ବୋଲର ଆଇପିଏଲ ୨୦୨୦ରେ ଖେଳି ପାରି ନଥିଲେ କାରଣ ବୋର୍ଡ ତାଙ୍କୁ ଏନଓସି ଦେଇ ନଥିଲା। ଏବେ ସେ ପୁଣି ଅରେଞ୍ଜ ଜର୍ସିର ଭାଗ ହେଇ ପାରନ୍ତି। ସେ ନିଜ ଭୁମିକାରେ ପୁରା ପୁରି ଫିଟ ଅଟନ୍ତି ଆଉ ସେ ୱିକେଟ ଟେକର ବୋଲର ଅଟନ୍ତି।

କ୍ରୀସ ମୋରିସ: ହାଇଦ୍ରାବାଦ ପାଖରେ ଦ୍ରୁତ ବୋଲର ମାନଙ୍କର ଭଲ ଟିମ ଅଛି ମାତ୍ର ଏହା ଭିତରେ ସେମାନେ ଚାହାନ୍ତି କି ଏପରି ଏକ ବୋଲର ଯିଏ କି ଭଲ ବ୍ୟାଟିଂ ବି କରି ପାରିବ। ଏହା ପାଇଁ କ୍ରୀସ ମୋରୀସ ଭଲ ଅପ୍ସନ ହେବେ। ସେ ତଳ କ୍ରମରେ ବହୁତ ଭଲ ବ୍ୟାଟିଂ କରି ପାରନ୍ତି ଆଉ ଉନ୍ନତ ଚାରି ଓଭର ପକାଇ ପାରନ୍ତି। ଯଦି ସନରାଇଜର୍ସକୁ ମୋରିସ ମିଳନ୍ତି ତାହେଲେ ତାଙ୍କ ଟିମରେ ଭଲ ସନ୍ତୁଳନ ଆସିବ କାରଣ ମିଚେଲ ମାର୍ସ ଏତେ ଭରସାଦାୟକ ନୁହଁନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।