ରଥଯାତ୍ରା କୁ ନେଇ ସୁପ୍ରିମକୋର୍ଟର ବଡ ରାୟ ।

ରଥଯାତ୍ରା କୁ ନେଇ ସୁପ୍ରିମକୋର୍ଟର ବଡ ରାୟ ।

ରଥଯାତ୍ରା କୁ ନେଇ ସୁପ୍ରିମକୋର୍ଟର ବଡ ରାୟ । ଏବର୍ଷ ରଥଯାତ୍ରାକୁ ବନ୍ଦ କଲେ ସୁପ୍ରିମକୋର୍ଟ । ପୁରୀ ରଥଯାତ୍ରା କୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ବାତିଲ ହେଲା ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା । ରଥ ଗଡିବନି ବଡ ଦାଣ୍ଡରେ । ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶାରେ କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି କହିଛି ସୁପ୍ରିମକୋର୍ଟ । ରଥଯାତ୍ରା କୁ ନେଇ ଗୁରୁତ୍ୱପୂର୍ଣ ରାୟ ଦେଲେ ସୁପ୍ରିମକୋର୍ଟ । ରଥ ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି କହିଛି ସୁପ୍ରିମକୋର୍ଟ । ଜୁନ ୨୩ରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାର ଥିଲା । କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବନ୍ଦ କଲେ ସର୍ବୋଚ୍ଚ କୋର୍ଟ ।

MHA Says Odisha Govt to Decide on Holding Rath Yatra in Puri ...
Google

ତେବେ ସୁପ୍ରିମକୋର୍ଟ ର ଏହି ନିଷ୍ପତିରେ ଓଡ଼ିଆବାସୀ ହତାଶ ହୋଇଯାଇଛନ୍ତି । ବହୁତ ଦୁଃଖ ଆଉ କୋହ ମନ ଭିତରେ ଥିବା ଭକ୍ତ ମାନେ କହିଛନ୍ତି । ଏହି ନିଷ୍ପତି ରେ ଜଗନ୍ନାଥ ସଂସ୍କୃତିର ଅବମାନନା ହୋଇଛି ବୋଲି କହିଛନ୍ତି ଭକ୍ତ ମାନେ । ଭକ୍ତମାନଙ୍କର ଅଭିଯୋଗ କରିଛନ୍ତି ଆଉ ଅନୁରୋଧ କରିଛନ୍ତି ଆଉ ଥରେ ସୁପ୍ରିମକୋର୍ଟରେ ଆବେଦନ କରାଯାଉ ଏବଂ ରଥଯାତ୍ରା କରାଯାଉ । ରାଜ୍ୟ ସରକାର କିଛି ନିଷ୍ପତି ନିଅନ୍ତୁ ବୋଲି ମଧ୍ୟ୍ୟ ଅନୁରୋଧ କରିଛନ୍ତି । ରଥଯାତ୍ରା ବନ୍ଦ ନିଷ୍ପତି ରେ ଭକ୍ତମାନେ ବହୁତ ଦୁଃଖ ହୋଇଥିବା ଜଣାପଡିଛି । କରୋନା ମହାମାରୀ ହୁ ହୁ ହୋଇ ବଢ଼ୁଥିବାରୁ ଏହି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ ।

ରଥ ଗଡିବନି କି ବଡ ଦାଣ୍ଡରେ ?

ଆଉ ଅଳ୍ପ ସମୟ ରହିଛି ରଥଯାତ୍ରା ପାଇଁ ହେଲେ ଏବେ ଆଉ କଣ ନିଷ୍ପତି ନେବେ ସରକାର ତାକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ରଥ ମାମଲାରେ ସୁପ୍ରିମକୋର୍ଟରେ ବାହୁନାମୀ ଓକିଲ ସାଲଭେ ଏବଂ ରୋହତଗି । ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ଏହି ମାମଲାରେ ଲଢୁଥିଲେ । ରାଜ୍ୟ ସରକାରଙ୍କ ପାଇଁ ଲଢୁଥିଲେ ଏହି ବରିଷ୍ଠ ଓକିଲ ହରିଶ ସାଲଭେ । ଓଡିଶା ବିକାଶ ପରିଷଦ ପାଇଁ ଲଢୁଥିଲେ ମୁକୁଲ ରୋହତଗି । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ SG ତୁଷାର ମେହେଟ୍ଟା ।

Puri Jagannath Temple Will Be Closed Due To Coronavirus ...
Google

ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ହାତ ଟେକିଦେଲେକି ? ଶୁଣାଣି ବେଳେ ରାଜ୍ୟ ସରକାର ହାତ ଟେକି ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ । ଜଣେ ପକ୍ଷଙ୍କ ପାଇଁ ଲଢ଼ୁଥିବା ଓକିଲ ହିତେନ୍ଦ୍ର ରଥଙ୍କ ଗୁରୁତ୍ୱପୂର୍ଣ ସୂଚନା । ହରିଶ ସାଲଭେ କଣ ଯୁକ୍ତି ରଖିଥିଲେ ସେନେଇ ସୂଚନା ଦେଇଛନ୍ତି ହିତେନ୍ଦ୍ର । ଗହଳି ହେଲେ କରୋନା ବ୍ୟାପିବା ସମ୍ଭାବନା ଥିବା କହିଥିଲେ ସାଲଭେ । ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜିପାରେ କହିଥିଲେ ହରିଶ ସାଲଭେ । ତେବେ ହାତୀ କି ମେସିନ ଦ୍ଵାରା ରଥ ଟଣା କଥା ଆଦୌ କହିନଥିଲେ । ରଥ ଟଣା ବିକଳ୍ପ ବିଷୟରେ ଆଦୌ କିଛି କହିନଥିଲେ ହରିଶ ସାଲଭେ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *