ସୁଶାନ୍ତ ସିଂ କେସରେ ଡ୍ରଗ୍ସ ମାମଲାକୁ ନେଇ ବିବେକ ଓବ୍ରଏଙ୍କ ଶଳାଙ୍କ ପରେ ଏବେ ଅର୍ଜୁନ ରାମପଲଙ୍କ ନାମ ଆଗକୁ ଆସୁଛି। ରିପବ୍ଲିକ ଟିଭିରେ ଆସି ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ କହିଛନ୍ତି କି ଯଦି ସୁଶାନ୍ତଙ୍କ କେସରେ ସତ କଥା ବାହାରି ଆସନ୍ତା ତେବେ କେତେ ଲୋକଙ୍କ ଚିନ୍ତା ବଢିଯିବ। ସେ କହିଛନ୍ତି-“ଲୋକଙ୍କୁ ବୋକା ବନାଯାଉଛି। ଏହା ସଫା ଭାବରେ ମର୍ଡର ଅଟେ। ସତ କଥା ବାହାରି ଯିବ ବୋଲି ଲୋକେ ସୁଶାନ୍ତଙ୍କ କେସକୁ ଦବେଇବାକୁ ଚେଷ୍ଟା କରୁଛନ୍ତି।”

ଅକ୍ଷରା ସିଂ ଆଗକୁ କହିଛନ୍ତି -“ଏହା ପୁରା ଭାରତ ଜାଣୁଛି କି ସତ କଣ ଓ ପରସ୍ପର ସହ ଜଡିତ ଯାହା ପରସ୍ତ ଭାବେ ଆଗକୁକୁ ଆସୁଛି। ଏମିତି କଣ କଥା ଅଛି ଯାହାକୁ ଦବେଇବାକୁ ଚେଷ୍ଟା କରାଯାଉଛି। ଏହା ସତ ପ୍ରତିଶତ ଏହା ହତ୍ୟା ଅଟେ। ଭୁଲ ଯଦି ଧରାଯିବ ତ ସବୁ ସାମ୍ନାକୁ ଆସିଯିବ। ଏଥିପାଇଁ ସମସ୍ତେ ମିଶି ଏହି ମାମଲା ଦାବେଇବାକୁ ଚାହୁଁଛନ୍ତି।ଚିନ୍ତା ବଢିଯିବ ଯଦି ସବୁ ସାମ୍ନାକୁ ଆସିଯିବ ତ। ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଆମେ ସବୁ ଚାହୁଁ। ଏମିତି କେମିତି ଦବିଯିବ ମାମଲା”।
ରିପବ୍ଲିକ ଟିଭି ଓ ଅକ୍ଷରାଙ୍କ କଥାକୁ ସମର୍ଥନ କରି ଜଣେ ୟୁଜର ଲେଖିଛନ୍ତି- ନ୍ୟାୟ କେଉଁଠି ଦବି ନଯାଉ। ଆଉ ଜଣେ କହିଲେ-ଆମେ ଆପଣଙ୍କ ସାଙ୍ଗରେ ଅଛୁ। ଜଣେ ୟୁଜର ବିରୋଧ କରି କହିଲେ :- ମିଛ କହୁଥିବା ଲୋକଙ୍କ କଥା ବନ୍ଦ ହୋଇଗଲା। ମିଛ ଓ ଗୁଜବ ସବୁବେଳେ ପ୍ରଚାର କରୁଛ ଓ ଭାବୁଛ କିଛି ଯାଞ୍ଚ ହଉନି। ସମସ୍ତେ ଗିରଫ ହେବା ଦରକାର।ରିପବ୍ଲିକ ଟିଭି ମିଛ ଓ ଫ୍ରଡ଼ ଅଟେ। ‘ସନ୍ଦୀପ ସିଂ ନାମକ ଜଣେ ୟୁଜର ଲେଖିଛନ୍ତି :-‘ସୁଶାନ୍ତଙ୍କ କେସରେ ଲଟକେଇବା,ଭୁଲେଇବା ଓ ଅଟକେଇବାର କାମ ଚାଲିଛି।’
ଡ଼ଙ୍କାପତି ନାମକ କମେଣ୍ଟ ଆସିଛି:-‘ଅଭିନେତ୍ରୀ କହୁଛନ୍ତି ହତ୍ୟା ମାନେ ରିପବ୍ଲିକ ଏହାକୁ ହତ୍ୟା ବୋଲି ମାନିବ। ବାକି ୟେ ଏମ୍ସରେ ଯେଉଁମାନେ ଡିଗ୍ରୀ ନେଇଛନ୍ତି ସେମାନେ ସବୁ ବୋକା। ଏମ୍ସ କହିଦେଲେ କିଏ ଆତ୍ମହତ୍ୟା ମାନିବ’। ଏକ ୟୁଜର ମସ୍ତି ଭାବରେ କହିଛନ୍ତି -“ମୋଦି ଜିଙ୍କ ପାଖରେ ଅପିଲ ଅଛି ପୋଲିସ,ସିବିଆଇ,ସିଆଇଡି,ଏସଆଇଟି ଆଦି ସବୁ ପୋଷ୍ଟ ହଟେଇ ଦିଆଯାଉ। ଏମାନଙ୍କ କିଛି କାମ ନାହିଁ।ମର୍ଡର କେସ,ରିପବଲିକ ଟିଭି,ଅର୍ଣ୍ଣବ ଗୋସ୍ୱାମୀ,କଙ୍ଗନା,ଗଣେଶ,ଅଙ୍କିତ,ଅକ୍ଷରା,ଆଦି ଏମାନଙ୍କ ଟିମ ସଲ୍ଭ କରିଦେବେ।”
ଜବାବରେ ଜଣେ ସୁଶାନ୍ତଙ୍କ ପ୍ରଶଂସକ କହିଛନ୍ତି-“ଆଇନ କୁ ନିଜ ଫାଇଦା ପାଇଁ ଭୁଲ ବାଟରେ ଉପଯୋଗ କରିବା ଶର୍ମବିର ଭଳି ଲୋକଙ୍କୁ ଜାଣିବା ଉଚିତ,ଏଠାରେ ନ୍ୟାୟ ମଗାଯାଉଛି ଭିକ ନୁହେଁ। ସେ ତାଙ୍କ ମନ ଇଚ୍ଛା କାମ କରିବେ । ସବୁ ଗର୍ବ ମାଟିରେ ମିଶିଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।