ସୁଶାନ୍ତ ସିଂ ରାଜପୁତଙ୍କ ମାମଲା: ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇ ଡ୍ରଗ୍ସ କେସରେ ଗିରଫ ପରେ ନେଲେ ବଡ଼ ପଦକ୍ଷେପ, କଲେ ଏହି କାମ ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଏକ ଡ୍ରଗ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରବିବାର ଦିନ ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇଙ୍କୁ ଗିରଫ କରିଛି । ଅନୁସନ୍ଧାନ ପାଇଁ ଏନସିବି ଅଧିକାରୀଙ୍କ ଅନୁଯାୟୀ, ଡ୍ରଗ୍ ଆଇନ ପ୍ରଣୟନକାରୀ ସଂସ୍ଥା ଆଗିସିଲାଓସ୍ ଡେମେଟ୍ରିଏଡସ୍ଙ୍କୁ ଗିରଫ କରିଛି ।

ଏନସିବି ଅଧିକାରୀ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ମାମଲାରେ ଗିରଫ ହୋଇଥିବା ଡ୍ରଗ୍ସ ବେପାରୀଙ୍କ ସହ ଯୋଗାଯୋଗରେ ଥିବା ଦକ୍ଷିଣ ଆଫ୍ରିକା ନାଗରିକ ଆଗିସିଲାଓସଙ୍କୁ ଗିରଫ କରାଯାଇଛି । ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଏନସିବି ହେପାଜତକୁ ପଠାଯାଇଥିଲା ।

ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗର୍ବେଲିଆ ଡିମିଟ୍ରାଇଡେଶଙ୍କ ଭାଇ ଆଗିସିଲାଆସ ଡିମିଟ୍ରାଇଡେଶଙ୍କୁ ଡ୍ରଗ୍ସ ରଖିବା ଅଭିଯୋଗରେ ଗିରଫ କରିଛି । ରିପୋର୍ଟ ଅନୁସାରେ ଏନସିବି ଆଗିସିଲାଆସଙ୍କ ପାଖରେ ହସିସ ଏବଂ ଏଲପ୍ରୋଜେଲମ ଭଳି ଭୟଙ୍କର ଡ୍ରଗ୍ସ ଟାଵଲେଟସ ଜବତ କରିଥିଲା ।

ସୁଶାନ୍ତଙ୍କ ମୃତ୍ୟୁକୁ ୪ମାସରୁ ଅଧିକ ସମୟ ହୋଇଗଲାଣି। ହେଲେ ଏହି ଅଭିନେତାଙ୍କ ମୃତ୍ୟୁକୁ ନେଇ ଏବେ ଧୀରେ ଧୀରେ ଅନ୍ୟ ଗୁମର ଫିଟିବାରେ ଲାଗିଛି। କେମିତି ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ହେଲା ତାହା ଏଯାଏ ପ୍ରମାଣ ହେଇନି। କିଛି ଦିନ ହେଲା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଛି। ଏହି କିଛି ଦିନ ହେଲା ଖବର ଆସିଛି କି ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇଙ୍କୁ ଏନସିବି ଗିରଫ କରିଛି।

ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗର୍ବେଲିଆ ଡିମିଟ୍ରାଇଡେଶଙ୍କ ଭାଇ ଆଗିସିଲାଆସ ଡିମିଟ୍ରାଇଡେଶଙ୍କୁ ଡ୍ରଗ୍ସ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଭାଇଙ୍କ ଗିରଫ ହେବା ପରେ ଅର୍ଜୁନ ରାମପଲଙ୍କ ଗାର୍ଲଫ୍ରେଣ୍ଡ ବଡ଼ ପଦକ୍ଷେପ ନେଇଛନ୍ତି।

Google

ଯେମିତି ଭାଇଙ୍କୁ ଗିରଫ ପୋଲିସ କଲା ସେତେବେଳେ ଏହି ଅଭିନେତ୍ରୀ ନିଜର ଇଂସ୍ଟଗ୍ରାମ ଆକାଉଣ୍ଟ ପ୍ରାଇଭେଟ କରିଦେଲେ। ତାଙ୍କର ଇଂସ୍ଟଗ୍ରାମରେ ଲକ୍ଷ ଲକ୍ଷ ଫୋଲୋୱାରସ ଅଛନ୍ତି। ପାଖା ପାଖି ୪୨୨ ହଜାର ଲୋକ ଫୋଲ କରନ୍ତି। ହେଲେ ଏବେ ସେ ଆକାଉଣ୍ଟକୁ ପ୍ରାଇଭେଟ କରିଦେଇଛନ୍ତି। କହିଦେଉଛୁ ଗର୍ବେଲିଆ ଆଫ୍ରିକାନ ମଡେଲ ଅଟନ୍ତି ଏବଂ କିଛି ଦିନ ହେବ ଅର୍ଜୁନ ରାମପଲଙ୍କୁ ଡେଟ କରୁଛନ୍ତି । ଅର୍ଜୁନଙ୍କ ସହିତ ଲିଭ ଇନ ରେ ରହୁଥିବା ଗର୍ବେଲିଆଙ୍କ ଅର୍ଜୁନ ରାମପାଲଙ୍କ ସହିତ ଏକ ପୁଅ ରହୁଛି ଯାହାର ନାମ ଏରିକ ଅଟେ।

Arjun Rampal, Gabriella Demetriades, Gabriella Demetriades Brother Arrested by NCB, Gabriella Demetriades locked her instagram account, Kshitij Ravi Prasad, NCB, Arjun Rampal, NCB, Arjun Rampal, Bollywood, Entertainment, Sushant Singh Rajput, NCB, Karan Johar, Kshitij Ravi Prasad , rhea chakraborty, bollywood, Maharashtra, bollywood drugs case, sushant rajput, sushant singh rajput case, sushant cbi case, bollywood news in hindi
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *