ବିଜେପି ନେତା ବିବେକାନନ୍ଦ ଗୁପ୍ତା ଏବଂ କରଣି ସେନାର ସଦସ୍ୟ ପରେ,ଏବେ ରିୟା ଚକ୍ରବତୀର ପଡୋଶୀ ଦାବି କରିଛନ୍ତି କି ଆକ୍ଟର ୧୩ ଜୁନକୁ ସୁଶାନ୍ତ ସିଂହ ରାଜପୁତ ଙ୍କ ସହ ମିଶି ଥିଲେ। ରିପବ୍ଲିକ ଟିଭିରେ ରିୟାଙ୍କ ପଡୋଶୀ ସହ କଥା ହେଲେ ଯିଏକି କହିଛନ୍ତି କି “୧୩ ଜୁନ ର ସନ୍ଧ୍ୟା ରେ ସୁଶାନ୍ତ ରିୟାକୁ ଛାଡିବାକୁ ତାଙ୍କ ଘର କୁ ଆସିଥିଲେ ଏବଂ ଏ ସବୁ ସୂଚନା ସିବିଆଇଙ୍କୁ ଦିଆସାରିଛି।
ସେ କହିଛନ୍ତି କି ସେ ସେହି ଦୁଇ ଜଣଙ୍କୁ ଦେଖିନାହାନ୍ତି ହେଲେ ଯିଏ ଦେଖିଥିଲେ ସେ ତାଙ୍କୁ ସିବିଆଇ ଯାଞ୍ଚ ଆରମ୍ଭ ହେବାରୁ ଏବଂ ରିୟା ଙ୍କର କିଛି କହିବା ପରେ ପ୍ରଥମରୁ ହିଁ ଜୁନ ରେ ଏହି ବିଷୟରେ କହିଦେଇଥିଲେ। ତାଙ୍କ କହିବା ଅନୁସାରେ ,୬ ରୁ ୬:୩୦ ଭିତରେ ସୁଶାନ୍ତ ରିୟାଙ୍କୁ ଘରେ ଛାଡିଥିଲେ ଏବଂ ସେ ହିଁ କାର ଚଳାଉଥିଲେ।

ରିୟାଙ୍କ ପଡୋଶୀ ପୁଣି କହିଛନ୍ତି କି ତାଙ୍କୁ କେବଳ ଗୋଟେ ଥର ହିଁ ସୁଶାନ୍ତ ଙ୍କ ସହ ଭେଟ କରାଯାଇଥିଲା। ସେ କହିଲେ- “ମୋର ତାଙ୍କ ସହିତ ଭଲ କଥାବାର୍ତ୍ତା ହୋଇଥିଲା ଏବଂ ମୁଁ ଏକ ଜ୍ୟୋତିଷ ଅଟେ ଏଥିପାଇଁ ସେ ପଚାରିଥିଲେ କି କଣ ମୁଁ ତାଙ୍କୁ ଜ୍ୟୋତିଷ ଶିଖେଇଦେବି କାହିଁକିନା ସେଠି ସେ ଏବଂ ମୁଁ ଦୁଇଜଣ ଦୁରବୀକ୍ଷଣ ଯନ୍ତ୍ରର ସଉକ ରଖୁଥିଲୁ। ସେ ମୋ ଠାରୁ କିଛି ବହି ଧାର ନେଇଥିଲେ।
ସେ ପୁଣି କହିଲେ କି ‘୧୫ ମିନିଟ କଥାବାର୍ତ୍ତା ଭିତରେ ତାଙ୍କୁ ୮ ରୁ ୯ ଥର ରୋକା ଯାଇଥିଲା। ‘ତାଙ୍କ ଅନୁସାରେ, ‘ବୋଧହୁଏ ସେ ତାଙ୍କର ନିଜ ଷ୍ଟାଫ ଥିଲେ।କର୍ମଚାରୀ ନିଜର ବସ ବିଷୟରେ ଏପରି କରେ ନାହିଁ। ୧୫ ମିନିଟ କିମ୍ବା ଆହୁରି ଅଧିକ ମିନିଟ। ମୋ ଅନୁସାରେ ଏହା ଅପମାନ ଭଳି ଥିଲା। କିଏ ସୁଶାନ୍ତ ଙ୍କ ଧ୍ୟାନ ଚାହୁଁଥିଲା। ସେ ଏପଟକୁ ଅନେଇଲେ ସେ (ରିୟା) କହିଲେ ମୁଁ ଆସୁଛି। ପୁଣି ୧ ମିନିଟ ପରେ ସେ କହିଲେ ସୁଶାନ୍ତ ଚାଲ ଏବଂ ସେ ଏପରି କଥା ହଉଥିଲେ ଯେପରି ୪ ଜଣ ମୁଖ୍ୟ ଅଟନ୍ତି।

ସେ ଏହା ବି ଦାବି କରିଛନ୍ତି କି ସୁଶାନ୍ତ’ କେଉଁଠାରୁ ବି ମାନସିକ ପୀଡାରେ ଅଛନ୍ତି ବୋଲି ଲାଗୁନଥିଲା। ‘ସେ କହିଲେ- ମୁଁ ଏକ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସକ ଅଟେ ଏବଂ ମୁଁ ନିଜେ ଏହି କ୍ଷେତ୍ରରେ କାଲିଫର୍ଣ୍ଣିଆରେ ରହିଛି । ସେ ବହୁତ ଆତ୍ମବିଶ୍ବାସି,ସତର୍କ,ବୁଦ୍ଧିମାନ,ଏକାଗ୍ର ଥିଲେ। ସୁଶାନ୍ତଙ୍କ ବିୟୋଗ ର କିଛି ସଙ୍କେତ ନଥିଲା,ବାଇ ପୋଲାରର କିଛି ସଂକେତ ନଥିଲା,ଏକାଗ୍ରତା କମର କୌଣସି ସଂକେତ ନଥିଲା।”
ବିଜେପି ନେତା ଓ କରଣି ସେନା ସଦସ୍ୟଙ୍କ ବଡ ଦାବି:
ମୁମ୍ବାଇ ବିଜେପିର ନେତା ବିବେକାନନ୍ଦ ଗୁପ୍ତା ଦବା କରିଛନ୍ତି କି- ‘ରିୟା ସୁଶାନ୍ତଙ୍କ ମୃତ୍ୟୁର ଏକଦିନ ପୂର୍ବରୁ ମାନେ ୧୩ ଜୁନରେ ତାଙ୍କୁ ଭେଟିଥିଲେ। ‘ବିବେକାନନ୍ଦ କହିଛନ୍ତି କି ତାଙ୍କୁ ଏହି ପ୍ରମାଣ ଏକ ପ୍ରତ୍ୟାକ୍ଷାଦର୍ଶୀ ଦେଇଛନ୍ତି।’
ସେ କହିଛନ୍ତି କି ‘୧୩ ଜୁନର ବିଳମ୍ବିତ ରାତିରେ ସୁଶାନ୍ତ ରିୟାଙ୍କୁ ଛାଡିବା ପାଇଁ ଆପର୍ଟମେଣ୍ଟକୁ ଯାଇଥିଲେ ଓ ଏହାକୁ ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି ଯିଏ ତାଙ୍କୁ କହିଛନ୍ତି। ‘ସେ ଆଗକୁ କହିଛନ୍ତି ଯେ-‘ମୁମ୍ବାଇ ପୁଲିସ ଚାପରେ କାମ କରୁଛି ଯାହାପାଇଁ ୨-୩ ଦିନର ଖୋଳତାଡ଼କୁ ୫୫ଦିନ ଲଗେଇଲେ।ସେ କହିଛନ୍ତି କି ‘ଏହା ହତ୍ୟା ମାମଲା ଅଟେ। ଯାହାର ବିନା ଯାଂଚରେ ଏହାକୁ ଆତ୍ମହତ୍ୟା କୁହାଗଲା।’

କରଣି ସେନାର ନେତା ସୁରଜିତ ସିଂ ରାଠୋଡ଼ ମଧ୍ୟ ଦବା କରିଛନ୍ତି କି ‘ତାଙ୍କୁ ଫିଲ୍ମ ନିର୍ମାତା ସୁରଜ ସିଂ କହିଥିଲେ କି ୧୩ ଜୁନ ରାତିରେ ରିୟା ସୁଶାନ୍ତଙ୍କ ଗଜରେ ଥିଲେ ହେଲେ ପରେ ସେଠାରୁ ପଳେଇ ଯାଇଥିଲେ’।
କହିରଖୁଛୁ ଯେ ରିୟା ଦାବି କରିଛନ୍ତି କି ‘ତାଙ୍କର ୮ ଜୁନ ଠାରୁ ସୁଶାନ୍ତଙ୍କ ସହ କୌଣସି କଥା ହୋଇନାହିଁ ଓ ସେ ତାଙ୍କ ଘର ଛାଡ଼ି ଚାଲି ଆସିଥିଲେ।’ତାପରେ ସେ କହିଥିଲେ କି ‘ସୁଶାନ୍ତ ହିଁ ତାଙ୍କୁ ଘର ଛାଡ଼ି ଚାଲିଯିବାକୁ କହିଥିଲେ।କାହିଁକିନା ତାଙ୍କ ଭଉଣୀ ତାଙ୍କ ସହ ରହିବାକୁ ଆସିଥିଲେ।’ ଏହି ମାମଲା ବହୁତ ମୋଡ଼ ଦେଇ ଗତି କରୁଛି। ଏହାର ଫଲଫଳ ଶୀଘ୍ର ହେବ ବୋଲି ଆଶା କରାଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।