ସୁଶାନ୍ତ ସିଂହ ରାଜପୂତଙ୍କ ହାତର ଫଟୋ ଭାଇରାଲ ଦେଇଥିଲା ମୃତ୍ୟୁର ସଙ୍କେତ। ସୂଚନା ଅଛି ପାଖାପାଖି ୬ ମାସ ପୂର୍ବରୁ ସୁଶାନ୍ତ ସିଂହ ରାଜପୂତ ଆତ୍ମହତ୍ୟା କରି ନିଜର ଜୀବନ ନେଇଥିଲେ କିନ୍ତୁ ତାଙ୍କର ମୃତ୍ୟୁ ଆଜି ବି ସନ୍ଦେହଜନକ ଭାବରେ ଅଛି ଏ ପର୍ଯ୍ୟନ୍ତ ବି ହୋଇନାହିଁ କେଶର ବୁଝାମଣା ମନାଯାଉଅଛି କି ସୁଶାନ୍ତ ସିଂହ ରାଜପୂତ ଆତ୍ମହତ୍ୟା କରିପାରିବେ ନାହିଁ ତାଙ୍କର ମୃତ୍ୟୁର ପଛରେ କୌଣସି ବଡ ଗ୍ୟାଙ୍ଗର ହାତ ଅଛି ।
ତାଙ୍କର ମୃତ୍ୟୁକୁ ଆଜି ୬ ମାସ ବିତିଗଲାଣି, କିନ୍ତୁ ତାଙ୍କର ପ୍ରଶଂସକ ଆଜି ବି ଏହି କଥାକୁ ସ୍ୱୀକାର କରିପାରୁନାହାନ୍ତି କି ସୁଶାନ୍ତ ସିଂହ ରାଜପୂତ ଏବେ ଏହି ଦୁନିଆରେ ନାହାନ୍ତି।ଏହାର ଚାଲୁଥିବା ବେଳେ ତାଙ୍କର ଚଳଚ୍ଚିତ୍ର ‘କେଦାରନାଥ’ର ଡାଇରେକ୍ଟର ତାଙ୍କ ହାତର ଫଟୋ ଶେୟାର କରିଛନ୍ତି, ଯାହାକୁ ନେଇ ପ୍ରଶ୍ନ ଉଠୁଛି। କଣ ଅଟେ ପୂରା ଘଟଣା ଆସନ୍ତୁ ଜାଣିବା ଏହି ଖାସ ଲେଖାରୁ।
ହାତରେ କରିଥିଲେ ବିଚିତ୍ର ପ୍ରକାରର ଚିତ୍ର:
ସୁଶାନ୍ତ ସିଂହ ରାଜପୂତ କେଦାରନାଥ ଚଳଚ୍ଚିତ୍ରର ଶୁଟିଙ୍ଗ ସମୟରେ ନିଜର ହାତରେ ଏକ ବିଚିତ୍ର ପ୍ରକାରର ଜୀବନ ଚକ୍ରର ରେଖାଚିତ୍ର କରିଥିଲେ। ଏହି ଷ୍ଟୋରୀକୁ ଶେୟାର କରୁଥିବା ବେଳେ ତାଙ୍କର ଡ଼ାଇରେକ୍ଟର ସୁଶାନ୍ତ ସିଂହ ରାଜପୂତଙ୍କ ହାତର ଫଟୋ ଶେୟାର କରିଛନ୍ତି। ଏହା ସହିତ ଲେଖିଛନ୍ତି କି ମୋର ମନେ ଅଛି ଯେତେବେଳେ ମୁଁ ଷ୍ଟୋରୀ ଶୁଣୁଥିଲି ଏବଂ ଆମେ ମଂସୁର ବିଷୟରେ ଆଲୋଚନା କରୁଥିଲୁ ଏବଂ ସେହି ସମୟରେ ସୁଶାନ୍ତ ନିଜର ହାତରେ କିଛି ଲେଖିବାର ନଜର ଆସୁଥିଲେ।
I remember while i narrated the story and we discussed #mansoor, He was writing something on his hand.. i asked him, yeh kya likh raha hai haath pe.. he said apni duniya samet raha hoon #2yearsofkedarnath #2YearsOfSSRAsMansoor #sushantsinghrajput #kedarnath pic.twitter.com/i3xwLRC3gh
— Abhishek Kapoor (@Abhishekapoor) December 7, 2020
ମୁଁ ତାଙ୍କୁ ପଚାରିଲି ୟେ କଣ ଲେଖୁଛ ସେତେବେଳେ ସୁଶାନ୍ତ କହିଲେ ଯେ ନିଜର ଦୁନିଆ ଏକାଠି କରୁଛି। ଭାଇରାଲ ଫଟୋରେ ସୁଶାନ୍ତ କେତେ ଶବ୍ଦ ଲେଖିଛନ୍ତି। ଯେପରିକି ଧର୍ମ, ବିବାଦ, ଶପଥ, ଇଶ୍ଵର ଏବଂ ଜୀବନରେ ଭେଦଭାବ କରୁନାହିଁ ଜୀବନକୁ ଲେଖିଛନ୍ତି,ମୃତ୍ୟୁର ଭିନ୍ନତା କରୁନାହିଁ।
ସୁଶାନ୍ତଙ୍କ ଭିଣୋଇ ଶେୟାର କଲେ ତାଙ୍କର ଚାଟ:
ଏବେ ଏବେ ସୁଶାନ୍ତଙ୍କ ଭିଣୋଇ ସୁଶାନ୍ତଙ୍କ ସହିତ ନିଜର ଦୁଇ ବର୍ଷର ପୁରୁଣା ଚାଟ ଶେୟାର କରୁଥିବା ବେଳେ ଲେଖିଛନ୍ତି କି ମତେ ବିଶ୍ୱାସ ହେଉ ନାହିଁ କି ଏବେ ସୁଶାନ୍ତ ଆଉ ନାହିଁ।ସେଠାରେ ଚାଟରେ ନଜର ଆସୁଛି ‘ସୁଶାନ୍ତ ନିଜର ଭିଣୋଇ ସହ ଜଲ୍ଦି ହିଁ ତାଙ୍କ ସହିତ ଦେଖା କରିବାର ଶପଥ କରିଥିଲେ କିନ୍ତୁ ତାଙ୍କର ଶପଥ ପୂରା ହେଲାନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।