ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ହୋଇ ନଥିଲା ପ୍ରମାଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ହୋଇ ନଥିଲା ପ୍ରମାଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, Sushant Singh Rajput Postmortem report manipulated at hospital , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନ କିଛି ରହସ୍ୟ ପଦାକୁ ଆସୁଛି । ମୁମ୍ବାଇ ପୋଲିସ ଏଯାଏଁ କିଛି ପ୍ରମାଣ ସଠିକ ରେ ଯୋଗାଡ କରିପାରୁନି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଅଧିକ ହୋଇଗଲାଣି । ଏବେ ଆହୁରି ଏକ ନୂଆ କଥା ସାମ୍ନାକୁ ଆସିଛି । ତାଙ୍କର ମୃତ୍ୟୁ ଦିନ ପୋଲିସ କହୁଥିଲା ଲୀଳାବତୀ ହସ୍ପିଟାଲ କୁ ନେବା ପାଇଁ ହେଲେ ତାଙ୍କର ମୃତ୍ୟୁ ପରେ ତାଙ୍କୁ କୂପର ହସ୍ପିଟାଲ ନେଇ ଯାଇଥିଲେ । ବର୍ତ୍ତମାନ ଏହା ଏକ ଆଶ୍ଚର୍ଯ୍ୟର କଥା ହେଉଛି କି ସେ ତାଙ୍କ ଘର ପାଖରେ ଥିବା ଲୀଳାବତୀ ହସ୍ପିଟାଲକୁ ନନେଇ ତାଙ୍କୁ ବହୁଦୂର କୂପର ହସ୍ପିଟାଲକୁ କଣ ପାଇଁ ନେଲେ ।

କିନ୍ତୁ ସୁଶାନ୍ତ କୁ କୂପର ହସ୍ପିଟାଲ ନେବା ପାଇଁ କିଏ କହିଥିଲା । ଆଉ ଏକ ପ୍ରଶ୍ନ ଆସିଛି ଯେ, ତାଙ୍କୁ ନେବା ପାଇଁ କଣ ପାଇଁ ୩ ୪ ଟା ଆମ୍ବୁଲାନ୍ସ ଆସିଥିଲା । ଆଉ ଦୀପେଶ ଯିଏ ତାଙ୍କ ଚାକର ସେ ସବୁ ଆମ୍ବୁଲାନ୍ସ ରେ କଣ କରୁଥିଲା । ଆଉ ତାଙ୍କୁ ଘରୁ ନେଲା ବେଳେ ଲୀଳାବତୀ କହିକି ନେଲେ ପରେ ପୁଣି କୂପର ହସ୍ପିଟାଲକୁ କଣ ପାଇଁ ନେଲେ । ଆର ଏନ କୂପର ହସ୍ପିଟାଲ ହେଉଛି ସବୁଠୁ ଖରାପ ହସ୍ପିଟାଲ । ସେହି ହସ୍ପିଟାଲ ରେ ମାଫିଆ ମାନଙ୍କର ରାଜ ଚାଲେ ବୋଲି ସମସ୍ତେ କହୁଛନ୍ତି । ତାହାଲେ ସେଠି କଣ ପାଇଁ ନିଅ ଗଲା । ତଳେ ଦିଆଯାଇଥିବା ଭିଡ଼ିଓ କୁ ଦେଖନ୍ତୁ ଜାଣି ପାରିବେ ।

କୁପର ହସ୍ପିଟାଲକୁ ନେଇକି ଗଲାବେଳେ ତାଙ୍କର ଶରୀରର ପରିବର୍ତ୍ତନ ହୋଇଥିଲା । ଅର୍ଥାତ ତାଙ୍କୁ ଘରୁ ହସ୍ପିଟାଲ ନେଇ ଗଲାବେଳେ ସେ ବଞ୍ଚିଥିଲେ । କାରଣ ଏକ ଫୋଟରେ ଦେଖାଯାଇଥିଲା କି ତାଙ୍କୁ ଘରୁ ନେଇ ଗଲାବେଳେ ସେ ସିଧା ଶୋଇଥିଲେ କିନ୍ତୁ ସେ ଯେତେବେଳେ କୁପର ହସ୍ପିଟାଲ ପହଞ୍ଚିଲେ ତାଙ୍କର ଶରୀରର ପରିବର୍ତ୍ତନ ହୋଇଥିଲା ।

ସୁଶାନ୍ତଙ୍କ ପୋଷ୍ଟମର୍ଟମ ହୋଇଛି କି ନାହିଁ ତାହା ଏବେ ପ୍ରଶ୍ନ ଆସିଛି । କାରଣ ତାଙ୍କୁ ଘରୁ ନେଇଗଲାବେଳେ ସେ ଏକ ହାଫ ପ୍ଯାଣ୍ଟ ପିନ୍ଧିଥିଲେ କିନ୍ତୁ ସେ ଯେତେବେଳେ ହସ୍ପିଟାଲ ପହଞ୍ଚିଲେ ସେତେବେଳେ ସେ ଜିନ୍ସ ପ୍ଯାଣ୍ଟ ପିନ୍ଧିଥିବାର ଦେଖାଯାଇଥିଲା । ଆଉ ତାଙ୍କ କଉଠି କିଛି ଦାଗ ନଥିଲା । ଯଦି ସୁଶାନ୍ତଙ୍କ ପୋଷ୍ଟମର୍ଟମ ହୋଇଥାନ୍ତା ତାହାଲେ ଦାଗ ନିଶ୍ଚିତ ଅସିଥାନ୍ତା ।

sushant singh rajput postmortem report
Google

ଶରୀରରେ ଯେତେବେଳେ ପୋଷ୍ଟମର୍ଟମ ହୋଇଥାଏ ସେତେବେଳେ ଶରୀରରେ କଟା ଦାଗ ଥାଏ କିନ୍ତୁ ସୁଶାନ୍ତଙ୍କ ଶରୀରରେ ସେମିତି କୌଣସି ଦାଗ ନଥିଲା । ତାଙ୍କର ଶେଷକୃତ୍ୟ ବେଳେ ଯେଉଁ ଫୋଟ ଦେଖାଯାଇଥିଲା ସେଥିରେ ତାଙ୍କର କେବଳ ଦାଢି କଟାଯାଇଥିଲା ଏହା ବ୍ଯତୀତ କୌଣସି ଦାଗ ନଥିଲା । ଏହିସବୁକୁ ଦେଖି ଲାଗୁଛି କି ସୁଶାନ୍ତଙ୍କର ପୋଷ୍ଟମର୍ଟମ ହୋଇନାହିଁ ଓ ଯେହେତୁ ସବୁ ମିସିଥିଲେ ତେଣୁ ଏକ ନକଲି ରିପୋର୍ଟ ପ୍ରସ୍ତୁତ କରି ଦିଆଯାଇଥିଲା । ଆଉ କୂପର ହସ୍ପିଟାଲ ରେ ଏହିପରି ଆଗରୁ ଅନେକ ରିପୋର୍ଟ ଆସିଛି ଯେ ଯିଏ ଗଲେ ତାକୁ ଆତ୍ମହତ୍ୟା ଘୋଷଣା କରିଦିଆଯାଇଛି । ତାଙ୍କ ଘରଲୋକ ଆସିନଥିଲେ ସେଥିପାଇଁ ତାଙ୍କୁ ସୁଯୋଗ ମିଳିଲା ଏହି ସବୁ କରିବା ପାଇଁ ।

ଆହୁରି ମଧ୍ୟ ଯେଉଁ ଆମ୍ବୁଲାନ୍ସ ରେ ତାଙ୍କୁ ଘରୁ ନିଆ ଯାଇଥିଲା ଯେତେବେଳେ କୂପର ହସ୍ପିଟାଲ ରେ ପହଁଚିଲେ ସେ ଅଲଗା ଆମ୍ବୁଲାନ୍ସ ଥିଲା । ଏବେ ଏହା ଆଉ ଏକ ବଡ ରହସ୍ୟ ଯେ ଆମ୍ବୁଲାନ୍ସ ରେ ସେମାନେ କଣ କରିଛନ୍ତି ଆଉ କଣ ପାଇଁ ଆମ୍ବୁଲାନ୍ସ ବଦଳି କଲେ । ଏବେ ଲାଗୁଛି ତାଙ୍କୁ ବଡ ଷଡଯନ୍ତ୍ର କରି ମାରିଦିଆ ଯାଇଛି ଆଉ ସମସ୍ତେ ମିଶିଛନ୍ତି ଏଥିରେ । ପୁଣି ଯେତେବେଳେ ତାଙ୍କୁ କୂପର ହସ୍ପିଟାଲରେ ଆମ୍ବୁଲାନ୍ସ ରୁ ବାହାର କରାଗଲା ସେ ସେତେବେଳେ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ । କିନ୍ତୁ ଯେତେବେଳେ ଘରୁ ନିଆ ଗଲା ସେ ହାପ ଲୋୟର ପିନ୍ଧିଥିଲେ ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ । ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *