ଡ୍ରଗ୍ସ ନେବା ସମୟରେ ଧରା ପଡିଯିବା ପାଇଁ ଡ଼ରୁଥିଲେ ସୁଶାନ୍ତ, ସେଥିପାଇଁ ଆପଣାଉଥିଲେ ଏହି ଦୁଇଟି ଉପାୟ । ଆଶ୍ଚର୍ଯ୍ୟ ହେଇଯିବେ ।

Sushant was afraid of being caught while taking drugs used these 2 methods, ଡ୍ରଗ୍ସ ନେବା ସମୟରେ ଧରା ପଡିଯିବା ପାଇଁ ଡ଼ରୁଥିଲେ ସୁଶାନ୍ତ, ସେଥିପାଇଁ ଆପଣାଉଥିଲେ ଏହି ଦୁଇଟି ଉପାୟ । ଆଶ୍ଚର୍ଯ୍ୟ ହେଇଯିବେ, Sushant Singh Rajput, Bollywood, Rhea Chakraborty, Nitidina, News

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହା ମଧ୍ୟରୁ ଏକ ମାମଲା ହେଉଛି ଡ୍ରଗ୍ସ ମାମଲା । ଯାହା ପରେ ଏନସିବି ଯାଞ୍ଚ କରିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଦୋଷୀ ପାଇବା ପରେ ଗିରଫ କରିଥିଲା । ସେହିପରି ରିୟାଙ୍କୁ ଗିରଫ କରିବା ପରେ ତାଙ୍କୁ ୧୪ ଦିନ ପାଇଁ ତଦନ୍ତ ପାଇଁ ଭାୟଖଲା ଜେଲ ପଠାଯାଇଛି ।

ଏହା ସହିତ ଏନସିବି ଏହା ସଂନ୍ଦେହ କରୁଛକି ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ମାମଲାର ସୂତ୍ର ବିଦେଶ ପର୍ଯ୍ୟନ୍ତ ବି ଥାଇପାରେ । ପଚରାଉଚୁରା ସମୟରେ ରିୟା ଏହା ମାନିଛନ୍ତି କି ସେ ସୁଶାନ୍ତଙ୍କ ପାଇଁ ସେ ଡ୍ରଗ୍ସ ମଗାଉଥିଲେ ଓ ଦୁହେଁ ଏକାଠି ବସି ଏହାର ସେବନ କରୁଥିଲେ ।

Sushant Singh Rajput death: Rumoured girlfriend Rhea Chakraborty to record her statement
Google
ସୁଶାନ୍ତ କେବେବି ଡ୍ରଗ୍ସ ନିଜ ପାଖରେ ରଖୁନଥିଲେ – ରିୟା:

ସୂତ୍ର ଅନୁସାରେ ଏନସିବି ସାମ୍ନାରେ ରିୟା ଆଉ ଏକ ସତ୍ୟତାର ପ୍ରକାଶ କରିଛନ୍ତି । ପଚରାଉଚୁରା ସମୟରେ ରିୟା କହିଛନ୍ତି ସୁଶାନ୍ତ ବି ଡ୍ରଗ୍ସ ସେବନ କରୁଥିଲେ କିନ୍ତୁ କେବେବି ଏହାକୁ ନିଜ ପାଖରେ ରଖୁନଥିଲେ । କାରଣ ସୁଶାନ୍ତ ଡ୍ରଗ୍ସକୁ ନିଜ ପାଖରେ ରଖିବାକୁ ଡରୁଥିଲେ ।

ସେଥିପାଇଁ ଯେଉଁମାନେ ସୁଶାନ୍ତଙ୍କ ସହିତ କାମ କରୁଥିଲେ ସେମାନଙ୍କୁ ସୁଶାନ୍ତ ଡ୍ରଗ୍ସ ଧରାଇଦେଉଥିଲେ । ଆଗକୁ ରିୟା କହିଛନ୍ତି ସୁଶାନ୍ତ କେବେବି ନିଜ ପାଖରେ ଡ୍ରଗ୍ସ ରଖିନାହାଁନ୍ତି । ସୁଶାନ୍ତ ଡ୍ରଗ୍ସକୁ ଦିପେସ ସାଂବନ୍ତ ବା ସୈମୁଅଲ ମିରାଣ୍ଡଙ୍କୁ ଧରାଇ ଦେଉଥିଲେ । ରିୟା କହିଛନ୍ତି ଦିପେସ ଓ ସୈମୁଅଲ ସୁଶାନ୍ତଙ୍କୁ ଡ୍ରଗ୍ସକୁ ରେଡି କରି ଦେଉଥିଲେ ଓ ସୁଶାନ୍ତ ଏହାକୁ ସେବନ କରୁଥିଲେ । ଏହି କଥା ରିୟାଙ୍କ ଚାଟରୁ ବି ମିଳିଥିଲା ।

ରିୟା ଏହି କଥାର ସତ୍ୟତା ଜଣାଇଛନ୍ତି କି ସୁଶାନ୍ତ କୌଣସିବି ଡ୍ରଗ୍ସ ଡ଼ିଲରଙ୍କୁ ଜାଣିନଥିଲେ ସେ ଡ୍ରଗ୍ସ ଆଣିବା ପାଇଁ ରିୟା ବା ତାର ଭାଇ ସୌବିକର ସାହଯ୍ୟ ନେଉଥିଲେ । ଏହା ଛଡା ଅନ୍ୟ ସଦସ୍ୟ କେହିବି ଫୋନ କରି ଡ୍ରଗ୍ସ କିଣିଦେଉଥିଲା ।

Rhea Chakraborty Finally Addresses Dating Rumours With Sushant Singh Rajput
Google
ଯିବା ଆସିବା ପାଇଁ ଦୁଇଟି ଗାଡି ନେଉଥିଲେ ସୁଶାନ୍ତ:

ରିୟାଙ୍କ ଅନୁସାରେ ସୁଶାନ୍ତ ଏନସିବି ଓ ପୋଲିସର ଡରରେ ଏହି ଲୋକଙ୍କୁ ନିଜ ଗାଡିରେ ବି ବସାଉନଥିଲେ । ସୁଶାନ୍ତଙ୍କୁ ଡ୍ରଗ୍ସ ନେବା ଦ୍ଵାରା ଧରା ପଡିବା ଡର ସର୍ବଦା ରହିଥିଲା । ଏହି କାରଣ ଥିଲା ଯାହା ପାଇଁ ସୁଶାନ୍ତ କୁଆଡ଼େ ଯିବା ପାଇଁ ଦୁଇଟି ଗାଡି ନେଇକି ଯାଉଥିଲେ । ଯେଉଁଥିରେ ଗୋଟିଏ ଗାଡ଼ିରେ ସୁଶାନ୍ତ ଏକା ଯାଉଥିଲେ ଓ ଅନ୍ୟ ଗାଡ଼ିରେ ତାଙ୍କ ସହଯୋଗୀ ଯାଉଥିଲେ ଯେଉଁ ମାନଙ୍କ ପାଖରେ ଡ୍ରଗ୍ସ ରହୁଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *