ରେଶଲର ସୁଶୀଲ କୁମାର କହିଲେ ସବୁ ବର୍ବାଦ ହୋଇଗଲା, ଜଣା ନାହିଁ ଏତେ ବଡ଼ ଭୁଲ ହୋଇଗଲା, ଏବେ ସମସ୍ୟା ଜଟିଳ। ଜାଣନ୍ତୁ କଣ ଲୁଚି ରହିଛି

ବର୍ତ୍ତମାନ ଭାରତ ପାଇଁ ଅଲମ୍ପିକରେ ପଦକ ଆଣିଥିବା ରେଶଲର ସୁଶୀଲ କୁମାରଙ୍କ ଅଶୁବିଧା ବଢ଼ିବାରେ ଲାଗିଲାଣି। ଯୁବ କୁସ୍ତି ଯୋଦ୍ଧା ସାଗର ରାଣାଙ୍କ ହ-ତ୍ୟା-କା-ଣ୍ଡ-ରେ ଫସିଥିଲେ ସୁଶୀଲ ଏବେ ଘଟଣା ଆହୁରି ଜଟିଳ ହେବାରେ ଲାଗିଛି। ଆପଣଙ୍କୁ କହିରଖିବୁ ପୋ-ଲି-ସ ସୁଶୀଲଙ୍କୁ ୩ ଦିନ ରୋହିଣୀ କୋର୍ଟରେ ରହି ପଚରାଉଚରା ପାଇଁ ଚାହିଁଥିଲା କିନ୍ତୁ ବର୍ତ୍ତମାନ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ପଠାଇ ଦେଇଥିଲେ ବିଚାର ବିଭାଗୀୟ ହାଜତକୁ। ଏହା ସହ ସୁଶୀଲଙ୍କ ନାମରେ ପୁଣି ଅ-ଭି-ଯୋ-ଗ ଆସିଛିକି ସେ ତଦନ୍ତରେ ସହଯୋଗ କରୁନାହାନ୍ତି। ଏହି ଅଭିଯୋଗ ବିପକ୍ଷ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟକୁ କହିଛନ୍ତି।

Google

ମୁଖ୍ୟ କଥା ହେଉଛି ସାଗରଙ୍କ ସହ ମରାମରି ହେଉଥିବା ଏକ ଭିଡ଼ିଓ ସୁଶୀଲଙ୍କର ଭାଇରାଲ ହୋଇଥିଲା ଯାହା ଦ୍ୱାରା ସୁଶୀଲ ଫସିଗଲେ। ତାଙ୍କର ସେହି ଭିଡ଼ିଓ କରିବାର ଉଦେଶ୍ୟ ଥିଲା ସେ ଦେଖାଇବାକୁ ଚାହୁଁଥିଲେ ସୁଶୀଲ କିଛିବି କରିପାରେ। ସେ ଏବେ ତଦନ୍ତ ସମୟରେ ବାରମ୍ବାର କହୁଛନ୍ତି ଜଣାନାହିଁ ମୋ ଦ୍ଵାରା ଏତେ ବଡ଼ ଭୁଲ କିପରି ହୋଇଗଲା, ସବୁ ବର୍ବାଦ ହୋଇଗଲା।

ସବୁଠୁ ମୁଖ୍ୟକଥା ହେଉଛି ସେହି ଭିଡ଼ିଓରେ ସୁଶୀଲ ଯେଉଁ ପୋଷାକ ପିନ୍ଧିଥିଲେ ତାହା ଏପର୍ଯ୍ୟନ୍ତ ମିଳିପାରିନାହିଁ ଯାହାକୁ ପୋ-ଲି-ସ ଖୋଜୁଛି। ଏହାକୁ ବାହାର କରିବା ଦ୍ୱାରା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ପୋ-ଲି ସ କହିଛି ତାଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇନାହିଁ। ସୁଶୀଲଙ୍କୁ ଏସବୁ ଜିନିଷ କେଉଁଠି ପଚାରିବାରୁ ଏହି ସବୁ ଜିନିଷ ହରିଦ୍ଵାରରେ ଥାଇପାରେ ବୋଲି କହିଛନ୍ତି।

Google

କୋ-ର୍ଟରେ ସୁଶୀଲ ଅଦ୍ଭୁତ ବୟାନ ଦେଇଥିଲେ। ତାଙ୍କର କହିବା ଅନୁସାରେ ଏହି ଝଗଡା ଏଥିପାଇଁ ହୋଇଥିଲା କାରଣ ସେ ସାଗରଙ୍କ ସହ ରୁମ ଖାଲି କରିବା ଓ ଏକ ସମ୍ପିତି କାରଣରୁ ଝଗଡା କରିଥିଲେ। ସବୁଠୁ ଆଶ୍ଚର୍ଯ୍ୟକଥା ସେ ବାରମ୍ବାର ନିଜକୁ ପ୍ରଶ୍ନ କରିବାରେ ଲାଗୁଥିଲେ ମୁଁ ଏତେ ବଡ଼ ରେସଲର ହୋଇ ମାତ୍ର ୨୫ ହଜାର ଟଙ୍କା ପାଇଁ ଲଢେଇ କଲି?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *