ଇଣ୍ଡିଆନ ଆଇଡ଼ଲ ସେଟରେ ଝାଡୁ ମାରୁଥିବା ବ୍ୟକ୍ତି ହୋଇଗଲା ସିଙ୍ଗର, ଗୀତ ଶୁଣି କାନ୍ଦି ପକେଇଲେ ଜଜ ।

Indian Idol

ଲୋକ କହିଥାନ୍ତି ନା ଯାହା ଭିତରେ କିଛି ଶିଖିବାର ଇଛା ଥିବା ସେ ଯେଉଁଠି ରହିଲେ ମଧ୍ୟ କିଛିନା କିଛି ଶିଖିନେଇଥାଏ ଓ ନିଜ ପ୍ରତିଭାକୁ ଚିହ୍ନି ଭବିଷ୍ୟତରେ ଆଗକୁ ବଢିଥାଏ।ଏହିପରି ଏକ ଉଦାହରଣ ସିଙ୍ଗଙ୍ଗର ପ୍ରସିଦ୍ଧ ରିୟାଲିଟି ଶୋ “ଇଣ୍ଡିଆନ ଆଇଡ଼ଲ” ରେ ଦେଖିବାକୁ ମିଳିଲା। ଆପଣଙ୍କୁ କହିରଖିବି ଜଲ୍ଦି ଏହି ଶୋର ୧୨ ତମ ସିଜନ ଆରମ୍ଭ ହେବାକୁ ଯାଉଛି। ଏବେ ଶୋ ସହିତ ଜଡିତ କିଛି ପ୍ରୋମୋ ଭିଡ଼ିଓ ସାମ୍ନାକୁ ଆସୁଛି।

Google

ସୋନି ଟିଭି ଇଣ୍ଡିଆନ ଆଇଡ଼ଲର ୧୨ ତମ ସିଜନର ଏକ ପ୍ରୋମୋ ଭିଡ଼ିଓ ସେୟାର କରିଥିଲା ଯେଉଁଠି ଜଣେ ବ୍ୟକ୍ତି ସୁନ୍ଦର ଗୀତ ବୋଲି ଅଡ଼ିସନ ଦେଉଥିବା ଦେଖାଯାଇଛି।ସେହିପରି ଏହି ସିଙ୍ଗଙ୍ଗ ରିୟାଲିଟି ଶୋକୁ ବଲିଉଡ଼ର ତିନିଜଣ ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ନେହା କକଡ଼, ହିମେସ ରେଶମିୟା, ଓ ବିଶାଲ ଦଦଲାନି ଜଜ କରୁଛନ୍ତି।

କଣ୍ଟେଷ୍ଟେଣ୍ଟ ଶୁଣାଇଲେ ଦୁଃଖ ଭରା ଗୀତ:-

ସେୟାର ଭିଡ଼ିଓରେ ତିନିଜଣ ଜଜଙ୍କ ସାମ୍ନାରେ ଜଣେ ବ୍ୟକ୍ତି ଅଡ଼ିସନ ଦେଉଛି। ତାର ନାମ ଯୁବରାଜ ମେଧେ ଅଟେ।ଯାହାଙ୍କ ଗୀତ ଶୁଣି ତିନିଜଣ ଜଜ ବହୁତ ଖୁସି ହୋଇଗଲେ।ଏହା ସହ ଯୁବରାଜ ମେଧେଙ୍କ ସଂଘର୍ଷର କାହାଣୀ ଶୁଣି ତିନି ଜଜ ଭାବୁକ ହୋଇଗଲେ।

Google
ସେଟରେ ଝାଡୁ ମାରିବା କାମ କରିଥାନ୍ତି ଯୁବରାଜ:-

କହିରଖିବିକି ପ୍ରମୋ ଭିଡ଼ିଓରେ ଏହା ଦେଖାଯାଇଛିକି ନେହା କକଡ଼, ହିମେସ ରେଶମିୟା, ଓ ବିଶାଲ ଦଦଲାନି ଙ୍କୁ ଅଡ଼ିସନ ଦେବାପରେ ଯୁବରାଜ ମେଧି ଖୁଲାସା କରୁଛନ୍ତି କି ସେ ଇଣ୍ଡିଆନ ଆଇଡ଼ଲ ସେଟରେ ଝାଡୁ ଲଗାଇବା କାମ କରିଥାନ୍ତି।

ଯୁବରାଜ ମେଧି ତିନିଜଣ ଜଜଙ୍କୁ କହିଥାନ୍ତି କି ସେ ଏହି ଇଣ୍ଡିଆନ ଆଇଡ଼ଲ ସେଟରେ ଝାଡୁ ଲଗାଇଥାନ୍ତି। ଆଗକୁ ସେ କହିଛନ୍ତି ଜେବେବି ଜଜ କୌଣସି କଣ୍ଟେଷ୍ଟେଣ୍ଟର ଭୁଲ କହିଥାନ୍ତି ତାଙ୍କର ଫୋକସ ପୁରା ସେଇଠାରେ ରହିଥାଏ।ଏହିପରି ସେ ଧୀରେ ଧୀରେ ଗୀତ ଶିଖି ପାରିଲେ।

ତିନିଜଣ ଜଜଙ୍କ ଆଖିରୁ ଲୁହ ଝରିଗଲା:-

କଣ୍ଟେଷ୍ଟେଣ୍ଟ ଯୁବରାଜ ମେଧିଙ୍କ ଏହିସବୁ କଥା ଶୁଣି ତିନି ଜଯ ନେହା କକଡ଼, ହିମେସ ରେଶମିୟା, ଓ ବିଶାଲ ଦଦଲାନିଙ୍କ ଆଖିରେ ଲୁହ ଆସିଗଲା। ଏହା ପରେ ଯୁବରାଜ ମେଧିଙ୍କ ପାଇଁ ହିମେସ ରେଶମିୟା ଏକ ଖାସ କଥା କହିଥାନ୍ତି। ହୀମେସ ରେଶମିୟା କହିଥାନ୍ତି କି କୌଣସି ବ୍ୟକ୍ତି କେଉଁଠିବି ତିଆରି ହୋଇଯିବ ବାସ ତାକୁ ଖାଲି ପରିଶ୍ରମ କରିବାର ଆବଶ୍ୟକତା ଅଛି।

Google

 

ଏହା ପରେ ତିନି ଜଜ ନେହା କକଡ଼, ହିମେସ ରେଶମିୟା, ଓ ବିଶାଲ ଦଦଲାନି ଯୁବରାଜଙ୍କ ସମ୍ମାନରେ ଠିଆ ହୋଇଗଲେ। ଆପଣଙ୍କୁ କହିରଖିବିକି ଇଣ୍ଡିଆନ ଆଇଡ଼ଲର ୧୨ ତମ ସିଜନର ଏହି ପ୍ରୋମୋ ଭିଡ଼ିଓ ସେୟାର ହେବାପରେ ବହୁତ ଜୋରେ ଭାଇରାଲ ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *