ଶ୍ଵେତା ତିୱାରୀଙ୍କ ଠକାମୀ ଆସିଲା ସାମ୍ନାକୁ, ୫୨ ହଜାର ଦେଇନଥିଲେ ଏବେ ୨ କୋଟି ଦେବାକୁ ପଡିବ । କେସ ହେଲା ଦର୍ଜ । ଜାଣନ୍ତୁ ସମ୍ପୂର୍ଣ ଖବର ।

Shweta Tiwari did not give 52 thousand, now will have to pay 2 crores, case registered

ଅଭିନେତ୍ରୀ ଶ୍ଵେତା ତିୱାରୀ ଗତ କିଛି ଦିନରୁ ବହୁତ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ପରେ ଗୋଟେ ତାଙ୍କ ଉପରେ ଲଗାତାର ସମସ୍ୟା ଆସୁଅଛି । ପ୍ରଥମେ ତାଙ୍କ ସ୍ୱାମୀ ଅଭିନବ କୋହଲି ତାଙ୍କ ଉପରେ ପୁଅକୁ ଲୁଚେଇବାର ଦୋଷ ଲଗାଇଥିଲେ, ଏହା ଛଡା ସେ ଶ୍ୱେତାଙ୍କୁ ମାନହାନୀର ବୈଧ ନୋଟିସ ପଠାଇଥିଲେ । ଏବେ ଗୋଟେ ଥରେ ପୁଣି ଶ୍ଵେତା ତିୱାରୀଙ୍କ ଉପରେ ଧୋକାର କେସ କରିଛନ୍ତି । ତାଙ୍କ ଉପରେ ଏହି କେସ ତାଙ୍କ ଅଭିନୟ ବିଦ୍ୟାଳୟର କର୍ମଚାରୀ କେସ କରିଛନ୍ତି ।

Google
ଶ୍ଵେତା ତିୱାରୀଙ୍କ ଅଭିନୟ ବିଦ୍ୟାଳୟରେ କାମ କରୁଥିବା ପୂର୍ବତନ କର୍ମଚାରୀ କରିଛନ୍ତି କେସ:

କହିଦେଉଛୁ କି ଶ୍ଵେତା ତିୱାରୀଙ୍କର ମୁମ୍ବାଇରେ ଏକ ଅଭିନୟ ବିଦ୍ୟାଳୟ ଅଛି, ଯାହାର ନାମ ଶ୍ଵେତା ତିୱାରୀସ୍ କ୍ରିଏଟିଭ ସ୍କୁଲ ଅଫ ଆକ୍ଟିଙ୍ଗ ଅଟେ । ତାଙ୍କର ଏହି ବିଦ୍ୟାଳୟରେ ରାଜେଶ ପାଣ୍ଡେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଏବେ ରାଜେଶ ପାଣ୍ଡେ ଶ୍ଵେତା ତିୱାରୀଙ୍କ ଉପରେ ଠକେଇର କେସ କରିଛନ୍ତି ଓ ତାଙ୍କୁ ବୈଧ ନୋଟିସ ମଧ୍ୟ ପଠାଇଛନ୍ତି ।

ରାଜେଶ ପାଣ୍ଡେଙ୍କ କହିବା କଥା କି, ଶ୍ଵେତା ତିୱାରୀଙ୍କ ଅଭିନୟ ବିଦ୍ୟାଳୟରେ ସେ ବର୍ଷ ୨୦୧୨ ରୁ ଅଭିନୟ ଶିଖେଇବାର କାର୍ଯ୍ୟ କରୁଥିଲେ, କିନ୍ତୁ ବର୍ଷ ୨୦୧୮ ରୁ ଶ୍ଵେତା ତିୱାରୀ ତାଙ୍କୁ ଦରମା ଦେଇନାହାନ୍ତି । ଏହା ସହ ଶ୍ଵେତା ତିୱାରୀ କେବେବି ତାଙ୍କର ଟିଡିଏସର ଟଙ୍କା ଜମା କରିନାହାନ୍ତି ।

ରାଜେଶ ପାଣ୍ଡେଙ୍କ କହିବା କଥା କି, “ତାଙ୍କୁ ଏହି କଥାର ବହୁତ ଦୁଃଖ ହେଉଛି କି, ସେ ଶ୍ଵେତା ତିୱାରୀଙ୍କ ଅଭିନୟ ବିଦ୍ୟାଳୟରେ ଏତେ ବର୍ଷ କାମ କଲେ ଓ ତା ବଦଳରେ ତାଙ୍କୁ ଧୋକା ମିଳିଲା”।

ରାଜେଶ ପାଣ୍ଡେ କହିଛନ୍ତି କି, “ଶ୍ଵେତା ତିୱାରୀ ନା ତାଙ୍କ ଟଙ୍କା ଏ ପର୍ଯ୍ୟନ୍ତ ଦେଇଛନ୍ତି , ଏବଂ ନା ହିଁ ସେ ତାଙ୍କ ଫୋନ ଉଠାଉଛନ୍ତି । ଯେବେ ସେ ମେସେଜ ଏବଂ କଲ କରନ୍ତି ତେବେ ସେ ତାଙ୍କ ନମ୍ବରକୁ ବ୍ଲକ କରିଦିଅନ୍ତି । କୋରନା ସଂକ୍ରମଣ କାରଣରୁ ତାଙ୍କ ପାଖରେ ଜମାରୁ ଟଙ୍କା ବଞ୍ଚିନଥିଲା । ଯେଉଁଥିପାଇଁ ତାଙ୍କ ଘର ଭଡା ଦେବା ପାଇଁ ଅସୁବିଧା ହେଉଅଛି”। ଏହି ମାମଲାକୁ ନେଇ ଶ୍ଵେତା ତିୱାରୀଙ୍କ ବିରୁଦ୍ଧରେ ଅଭିନବ କୋହଲି ମଧ୍ୟ କଥାବାର୍ତ୍ତା କରିଛନ୍ତି ।

Google
ସ୍ୱାମୀ ଅଭିନବ କୋହଲି ମଧ୍ୟ ଶ୍ଵେତାଙ୍କ ଉପରେ ଦୋଷ ଲଗାଇଛନ୍ତି:

ଶ୍ଵେତା ତିୱାରୀଙ୍କ ସ୍ୱାମୀ ଅଭିନବ କୋହଲି କହିଛନ୍ତି କି, “ଶ୍ଵେତା ତିୱାରୀ ରାଜେଶ ପାଣ୍ଡେଙ୍କୁ ଟଙ୍କା ଦେଇନାହାନ୍ତି ଓ ରାଜେଶ ତାଙ୍କ ଠାରୁ ଟଙ୍କା ନେବା ପାଇଁ ୨ ବର୍ଷ ହେବ ହାତଗୋଡ଼ ଯୋଡୁଛନ୍ତି । ତଥାପି ଶ୍ଵେତା ତିୱାରୀ ତାଙ୍କୁ ଟଙ୍କା ଦେବା ପାଇଁ ରାଜି ନାହାନ୍ତି”।

ରାଜେଶ ପାଣ୍ଡେଙ୍କ କହିବା କଥା କି, ତାଙ୍କ ପାଖରେ ସବୁ ପ୍ରମାଣ ଅଛି । ବର୍ତ୍ତମାନ ସେ ଏହି କଥାରେ ଏ ପର୍ଯ୍ୟନ୍ତ ଶ୍ଵେତା ତିୱାରୀଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ । ସତକଥା କଣ ଏହା ତ ଶ୍ଵେତା ତିୱାରୀଙ୍କର କଥା ସ୍ପଷ୍ଟ ହେବା ପରେ ଆଗକୁ ଆସିବ ।

Shweta Tiwari did not give 52 thousand, now will have to pay 2 crores, case registered
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *