ବ୍ୟୁରୋ ରିପୋର୍ଟ: ଜୁଲାଇ ୨୯ ତାରିଖରୁ ଭାରତ ଏବଂ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଆରମ୍ଭ ହେବାର ଅଛି ଟି-୨୦ ସିରିଜ। ରୋହିତ ଶର୍ମା ଏବଂ ଋଷଭ ପନ୍ତ ଦିନିକିଆ ସିରିଜରେ ନଥିଲେ ସାମିଲ ସେ ଟି-୨୦ ରେ ଫେରିବେ ଟିମକୁ। ହେଲେ ଏହି ସିରିଜରେ ନ ଖେଳିପାରନ୍ତି କେ ଏଲ ରାହୁଲ।

ତେବେ ଟାଇମ୍ସ ଅଫ ରିପୋର୍ଟ ଅନୁସାରେ ଜଣା ଯାଇଛି କି କେ ଏଲ ରାହୁଲ ଟି-୨୦ ସିରିଜ ରୁ ବାଦ ହେବା ପ୍ରାୟ ନିଶ୍ଚିତ ବୋଲି ଏହା ବିଶେଷ ରିପୋର୍ଟ ରୁ ଜଣା ଯାଇଛି। BCCI ଏଯାଏ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନାହିଁ। ତେବେ ପ୍ରଶ୍ନ ଏହା କି କିଏ କରିବ ରୋହିତ ଶର୍ମାଙ୍କ ସହ ଓପନିଂ? ତେବେ ଋଷଭ ପନ୍ତ କିମ୍ବା ଇଶାନ କିଷାନ କରିପାରନ୍ତି ପାରି ଆରମ୍ଭ।
ତେବେ ରୋହିତଙ୍କ ସହ ପନ୍ତ ଇଂଲଣ୍ଡ ବିପକ୍ଷରେ ଆସିଥିଲେ ଓପ୍ନର ଭାବରେ। ହେଲେ ସେ ଏତେ ଖାସ ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ। ତେବେ ଋଷଭ ପନ୍ତଙ୍କୁ ଓପ୍ନର ଭାବେ ଆଉ ଏକ ଚାନ୍ସ ମିଳିପାରେ। ତେବେ ଇଶାନ କିଷାନ ମଧ୍ୟ ଓପ୍ନର ଭାବରେ ଖେଳିପାରିବେ। ତେବେ ଆପଣଙ୍କ ଅନୁମାନ କଣ କମେଣ୍ଟ ରେ ଜଣେଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।