ତବୁ କଲେ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ ଖୁଲାସା।କହିଲେ- ଅଜୟ ଦେବଗନ ହବାକୁ ଦେଲେଣି ମୋ ବିବାହ।

ତବୁ ୪୯ ବର୍ଷର ହୋଇଗଲେଣି ହେଲେ ସେ ଏ ପର୍ଯ୍ୟନ୍ତ ବିବାହ କାହିଁକି କାରି ନାହାନ୍ତି। ନିଜେ ତବ୍ବୁ ଏହି କଥା ଖୁଲାସା କରିଛନ୍ତି ଯେ ସେ କାହିଁକି ଅନମ୍ୟାରେଡ଼ ଅଛନ୍ତି?

Google

ବଲିଉଡର ଆକ୍ଟର ତବୁ ଆଜି କିଛି ଚିହ୍ନାର ମୋହତାଜ ନୁହଁନ୍ତି ହେଲେ ସେ ଏ ପର୍ଯ୍ୟନ୍ତ ଅନମ୍ୟାରେଡ଼ ଅଛନ୍ତି। ଏହା ପଛର କାରଣ ହୋଇପାରେ ସେ ଏ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି?କଣ ତାଙ୍କୁ କେବେ ବି ନିଜ ମନ ପସନ୍ଦର ମଣିଷ ମିଳିଲେ ନାହିଁ ଯାହା ଫଳରେ ସେ ବିବାହ କରିପାରିନାହାନ୍ତି। ଏମିତି କେତେ ପ୍ରଶ୍ନ ତାଙ୍କ ଫ୍ୟାନ୍ସ ଓ ଦର୍ଶକଙ୍କ ମନରେ ରହିଛି।ହେଲେ ସେ ବିବାହ ନ କରିବାର କାରଣ ଖୋଲିଛନ୍ତି। ସେ କହିଛନ୍ତି କି ତାଙ୍କ ବିବାହ ନ ହେବାର କାରଣ ଅଜୟ ଦେବଗନ ଅଟନ୍ତି।

ଏକ ଇଣ୍ଟରର୍ଭିଉ ଜରିଆରେ ତବୁ କହିଛନ୍ତି କି “ମୁଁ ଅଜୟ ଦେବଗନଙ୍କୁ ୨୫ ବର୍ଷ ହେବ ଜାଣିଛି। ଅଜୟ ମୋ କଯିନ ସମୀର ଆର୍ଯ୍ୟଙ୍କ ପଡୋଶୀ ଓ ନିକଟ ବନ୍ଧୁ ଥିଲେ। ଯେବେ ମୁଁ ଛୋଟ ଥିଲି ଏହି ଦୁଇ ଜଣ ମୋ ଉପରେ କଡା ନଜର ରଖୁଥିଲେ। ଯଦି ମୁଁ କେଉଁ ପୁଅ ସହ କଥା ହେଉଥିଲି ତ ତାକୁ ପିଟୁଥିଲେ। ଅଜୟ ଓ ସମୀର ବଡ ଗୁଣ୍ଡା ଥିଲେ।”

ଆପଣଙ୍କୁ କହିଦେବୁ ତବୁଙ୍କ ଜନ୍ମ ୪ ନଭେମ୍ବର ୧୯୭୦ ରେ ହୋଇଥିଲା। ସେ ଏହି ବର୍ଷ ନିଜର ୫୦ ବର୍ଷୀୟ ଜନ୍ମ ଦିବସ ପାଳନ କରିବାକୁ ଯାଉଛନ୍ତି। ସେ ଫିଲ୍ମ ବ୍ୟାକଗ୍ରାଉଣ୍ଡରେ ରହିଛନ୍ତି। ତାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ନିଶ୍ଚିନ୍ତ ଥିଲା। ନିଜ ସଫଳ ଜୀବନରେ ସେ ଆଜି ଯାଏ ଅବିବାହିତ ଅଛନ୍ତି। ତବୁ ଚାଇଲଡ଼ ଆର୍ଟିଷ୍ଟ ଭାବରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ।

Google

ସେ ଫିଲ୍ମ “ହମ୍ ନୌଜବାନ” ଓ “ବାଜାର”ସହିତ କେତେକ ଫିଲ୍ମରେ ଚାଇଲଡ଼ ଆର୍ଟିଷ୍ଟ କାମ ଲିଭେଇଛନ୍ତି। ୧୯୮୦ରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ତବ୍ବୁ ନିଜ କ୍ୟାରିୟରରେ ଅନେକ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି ଓ ପପୁଲାର ହୋଇଥିବା ଫିଲ୍ମ ବ୍ୟାକଗ୍ରାଉଣ୍ଡ ହେବା ଯୋଗୁ ତବୁଙ୍କ ଛୋଟବେଳୁ ହିଁ ଫିଲ୍ମରେ କ୍ୟାରିୟର ବନେଇବାର ଥିଲା। ଏହି କାରଣରୁ ସେ ଖୁବ ଅଳ୍ପ ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *