
କାଲି ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେମିତି ରହିବ ଗ୍ରହଣ ଆଉ କଣ କରିବେ ।
ବର୍ଷର ଏହା ହେଉଛି ତୃତୀୟ ଚନ୍ଦ୍ରଗ୍ରହଣ, ଯାହା ଗୁରୁ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । ଯେଉଁଥିପାଇଁ ସୂତାକ ଅବଧି ବାଧ୍ୟ୍ୟ ହେବ ନାହିଁ । ଚନ୍ଦ୍ରଗ୍ରହଣ ଏସିଆ, ଆମେରିକା, ୟୁରୋପ …
Read More