ଏହି କାରଣ ପାଇଁ ଅଜିତ ଅଗରକର ହୋଇପାରିଲେ ନାହିଁ ଭାରତୀୟ ଟିମର ଚୟନକର୍ତ୍ତା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଗୁରୁବାରକୁ ବିସିସିଆଇ ଭାରତୀୟ ଦଳ ପାଇଁ ତିନିଜଣ ଚୟନକର୍ତା ଘୋଷଣା କରିଛନ୍ତି। ଚେତନ ଶର୍ମାଙ୍କୁ ଟିମ ଇଣ୍ଡିଆର ଚିଫ ସିଲେକ୍ଟର ବଛାଯାଇଛି। ଯେଉଁଥିରେ ବିସିସିଆଇ ଅଜିତ ଅଗରକରଙ୍କ ଜାଗାରେ ଅଭୟ କୁରବିଲାଙ୍କୁ ତିନିଜଣିଆ ଚୟନକର୍ତା ଭାବରେ ଚୟନ କରିଛନ୍ତି। ଏହି ଖବର …

Read More