୯ ଜଣ ଡାକ୍ତରଙ୍କ କମିଟି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟକୁ ନେଇ ନେଲା ଏହି ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ ଖବର ।

ହାର୍ଟ ଆଟାକ ହେବା ପରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟର ଏକ ପ୍ରମୁଖ ଧମନୀରେ ଷ୍ଟେଟ ପୁରାଯାଇଥିଲା। ଏହା ଭିତରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଗାଙ୍ଗୁଲିଙ୍କୁ ଭେଟିବାକୁ ପହଁଚିଲେ,ପଢନ୍ତୁ ସମ୍ପୂର୍ଣ୍ଣ ଖବର । ବିସିସିଆଇ ଅଧକ୍ଷ ଓ ଭାରତର ପୂର୍ବତନ ଅଧିନାୟକ …

Read More