Virat Kohli become father Anushka Sharma gave birth to a beautiful daughter welcome a baby girl

ଖୁସି ଖବର: ବିରାଟ କୋହଲି ବନିଲେ ବାପା, ଅନୁଷ୍କା ଶର୍ମା ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଲେ । ଶିଶୁ କନ୍ୟାକୁ ସ୍ୱାଗତ କଲେ କୋହଲି ।

ବିରାଟ କୋହଲି ପିତା ହୋଇଥିଲେ, ପତ୍ନୀ ଅନୁଷ୍କା ଶର୍ମା ମୁମ୍ବାଇରେ ଝିଅ ଜନ୍ମ ଦେଇଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପିତା ହୋଇଛନ୍ତି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଝିଅ ଜନ୍ମ ଦେଇଛନ୍ତି । କ୍ୟାପଟେନ ବିରାଟ …

Read More