
ଚାଇନା ସାମଗ୍ରୀ ବହିଷ୍କାର ପାଇଁ ବଢୁଛି ଦାବି, ୧୦ ଜୁନରୁ CAIT ଆରମ୍ଭ କରୁଛି ଅଭିଯାନ ।
ଚାଇନା ସାମଗ୍ରୀ ବର୍ଜନ ଅଭିଯାନରେ ଯୋଗ ଦେଇଛି ଦେଶର ବ୍ୟବସାୟୀକ ସର୍ବୋଚ୍ଚ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) । CAIT ଜୁନ୍ 10 ତାରିଖରୁ ସାରା ଦେଶରେ ଚାଇନା ସାମଗ୍ରୀକୁ ବର୍ଜନ କରିବାର ଅଭିଯାନ ଚଳାଇଛି । …
Read More